Covid Guideline - The Sakala
ଆଜିଠୁ ରାଜ୍ୟର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ; କୋଭିଡ ଏନ୍‌ଫୋର୍ସମେଣ୍ଟ ପାଇଁ ପୁଲିସ ପ୍ରସ୍ତୁତ, କଟକଣା ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ
କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଆଜିଠାରୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ଗତ ୪୮ ଘଣ୍ଟାରେ ରାଜ୍ୟରେ କୋଭିଡ ନିୟମ ଉଲଂଘନ ପାଇଁ ପ୍ରାୟ ୫୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୫ ଓ ୬ତାରିଖରେ ଏହି କ୍ରମରେ ୧୪୦୦ରୁ ଅଧିକ ଗାଡି ଜବତ କରାଯାଇଥିବା ବେଳେ ୩୦ରୁ ଅଧିକଙ୍କୁ ପୁଲିସ ଗିରଫ ମଧ୍ୟ କରିଛି ।
ପୁଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ଜିଲ୍ଲା ପୁଲିସକୁ ଏନଫୋର୍ସମେଣ୍ଟ ଉପରେ ନଜର ରଖିବାକୁ କୁହାଯାଇଛି। ନାଇଟ୍ କର୍ଫ୍ୟୁ ଉଲଂଘନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସୁନୀଲ କୁମାର ବଂଶଲ କହିଛନ୍ତି। ସେହିପରି ମାସ୍କ ଚେକିଂ ଓ ସାମାଜିକ ଦୂରତା ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ଆଜିଠାରୁ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ସହରାଞ୍ଚଳ ପୁଲିସ ଥାନା ସ୍ତରରେ ଦୋକାନ ବଜାର ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିବାକୁ ମାଇକ ପ୍ରଚାର କରି ସଚେତନ କରାଇବ। ତେବେ ଆଇନ ଉଲ୍ଲଙ୍ଘନ କଲେ ଦୋକାନ ଗୁଡିକୁ ୭ଦିନ ପାଇଁ ବନ୍ଦ କରିଦିଆଯିବା କଟକଣାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି।
ଯେହେତୁ ଏବେ ପୁଣି ବିବାହ ଋତୁ ଆରମ୍ଭ ହେଉଛି, ଏହା ଉପରେ ମଧ୍ୟ ପୁଲିସ କଡା ନଜର ରଖିବ । ବିଗତ କିଛି ଦିନ ହେବ ବିବାହ ମହୋତ୍ସବଗୁଡିକ ବେଶ ଧୂମଧାମରେ ପାଳନ ହେଉଥିଲା। ଯେଉଁଥିରେ ସହସ୍ରାଧିକ ଲୋକ ଏକତ୍ରିତ ହେଉଥିଲେ। ନୂତନ ମାର୍ଗଦର୍ଶିକା ଅନୁସାରେ ମାତ୍ର ୧୦୦ଜଣଙ୍କୁ ନେଇ ବିବାହ ଭୋଜି କରିବାକୁ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ଏହି କଟକଣା ଉଲ୍ଲଙ୍ଘନ ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଗ୍ରାମାଞ୍ଚଳ ପୁଲିସ ଥାନା ଏଗୁଡିକ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଜିଲ୍ଲା ସ୍ତରରେ ଏସପିମାନେ ମଧ୍ୟ ସତର୍କ କରାଇଛନ୍ତି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁଗହଳିରେ ଏବେ ରାଜନୈତିକ ସମାବେଶ ଚାଲିଛି । ଯେଉଁଠି ଶତାଧିକ ଲୋକ ଏକତ୍ରିତ ହେଉଛନ୍ତି। ଏପରି ସମାବେଶ ଗାଇଡଲାଇନ ଅନୁସାରେ କରାଯାଉ ନଥିଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ କଟକଣାକୁ ଫୁ: ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ
ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା ଭୁତାଣୁ ସଂକ୍ରମଣ କାରଣରୁ ବଡ଼ଦିନ ଓ ନୂଆବର୍ଷରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କଟକଣା ଲଗାଇଥିବା ବେଳେ ଏଠାରେ କଟକଣାକୁ ପର୍ଯ୍ୟଟକ ମାନେ ଫୁ କରି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ଆଜି ବଡ଼ଦିନ ଅବସରରେ ତାଳସାରୀ ବେଳାଭୂମି ସଂଲଗ୍ନ ସୁବର୍ଣ୍ଣ ଦୀପ ଝାଉଁ ଜଙ୍ଗଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବଣଭୋଜି କରିଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ସମୁଦ୍ରରେ ଦୀର୍ଘ ସମୟ ଗାଧୋଇବା ସହିତ ଏକତ୍ର ବଶି ଭୋଜି ଖାଇବାର ବଡ଼ଦିନ ପର୍ବର ଅସଲ ମଜା ବୋଲି କେତେକ ପର୍ଯ୍ୟଟକ ପ୍ରକାଶ କରିଛନ୍ତି l ଉଦୟପୁର ଠାରୁ ତାଳସାରୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ସମୁଦ୍ର ତଟ ରେ ବହୁ ସଂଖ୍ୟାର ଲୋକ ବଣ ଭୋଜି କରିଥିଲେ। ଅନ୍ୟପକ୍ଷରେ ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ଚନ୍ଦନେଶ୍ୱର, ଉଦୟପୁର,ତାଳସାରିରେ ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡା କଡ଼ି ତାଗିଦ କରାଯାଉଥିବା ଦେଖି ବାକୁ ମିଳିଥିଲା l ପର୍ଯ୍ୟଟକଙ୍କ ଭିଡ଼ କୁ ଲକ୍ଷ୍ୟ ରଖି ଦୋକାନି ମାନେ ଛେଳି, ଓ କୁକୁଡ଼ା ମାଂସ ଦରକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି l ଭୋଜି ନିମନ୍ତେ ବେଳାଭୂମିରେ ପାନୀୟ ଜଳର ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ଘୋର ଦୁର୍ଦଶା ଭୋଗିବାକୁ ପଡିଥିଲା। ତେବେ ପଶ୍ଚିମବଙ୍ଗ ଦିଘା ସହର ପବିତ୍ର ବଡ଼ଦିନ ପାଇଁ ସଜେଇ ହୋଇଥିବା ବେଳେ ଉଦୟପୁର, ତାଳସାରୀ ବେଳାଭୂମିରେ ପର୍ଯ୍ୟଟକ ମାନଙ୍କ ପାଇଁ ଏପର୍ଯ୍ୟନ୍ତ କୋୖଣସି ସୁବିଧା ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବାର ଦେଖିବାକୁ ମିଳିଛି।
ଆସିଲା ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍
ଭୁବନେଶ୍ବର: ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା । ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨  ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରିଛନ୍ତି। କେବଳ କୋଭିଡ କଟକଣା ଭିତରେ ବାହାଘର ଓ ଶ୍ରାଦ୍ଧୋତ୍ସବକୁ ସରକାର ଅନୁମତି ଦେଇଛନ୍ତି।
ଜାରି କଟକଣା ଅନୁଯାୟୀ, ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବ। ୫୦  ଜଣଙ୍କୁ ନେଇ ବଡଦିନ ପାଳନ କରିବାକୁ ଅନୁମତି ଦିଆଯାଇଛି।  ଜିରୋ ନାଇଟ ସେଲିବ୍ରେସନକୁ ନିଷେଧ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣମଣ୍ଡପ ସବୁଠି କଟକଣା  ଜାରିକରାଯାଇଛି। ଏହି କଟକଣା ସମୟ ଅବଧି ଭିତରେ ବଣଭୋଜି ଓ ପିକନିକ୍ ମନା । ସମାବେଶ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ନିଷେଧ କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି କୁହାଯାଇଛି।
ଆସିଲା ଡିସେମ୍ବର ମାସ ପାଇଁ ନୂଆ କୋଭିଡ ଗାଇଡଲାଇନ: ସଂକ୍ରମଣ ବୃଦ୍ଧି ଆଶଙ୍କା, ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।
ସାଧାରଣତଃ ଲୋକେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି । ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ନୂଆବର୍ଷରେ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଲୋକଙ୍କୁ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି ।
ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ଯକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରିକଲା ବିଏମସି
ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିଏମସି  ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି।
ଆଜିଠୁ ରାତି ୮ଟାରୁ କର୍ଫ୍ୟୁ
ଭୁବନେଶ୍ବର : ଦଶହରା ଭିଡ଼କୁ ନଜରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ରାତ୍ରି କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ କରୋନା ଜନିତ ରାତ୍ରି କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିଲା। ଆଜିଠାରୁ କଟକ ଓ ଭୁବନେଶ୍ବର ମହାନଗରର ମଣ୍ଡପଗୁଡ଼ିକରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି। ତେଣୁ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖୀ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୮ଟାରୁ ଲାଗୁ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ଆଜିଠାରୁ ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଉଭୟ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରହିବ କଡା ନଜର
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସିପି କହିଛନ୍ତି ।
ଅପରାଧୀମାନେ ପୋଲିସ ରାଡାରରେ ରହିବେ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍‌ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଆସିଲା ସେପ୍ଟେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ; ରାଜ୍ୟରୁ ହଟିଲା ସପ୍ତାହନ୍ତ ସଟଡାଉନ, ବଦଳିଲା ନାଇଟ୍ କର୍ଫ୍ୟୁ ସମୟ
ଭୁବନେଶ୍ୱର: ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ କରୋନା ଗାଇଡଲାଇନ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ସପ୍ତାହନ୍ତ ସଟଡାଉନ ହଟିବା ସହିତ ବଦଳିଛି ନାଇଟ୍ କର୍ଫ୍ୟୁର ସମୟ । ଆଜି ନୂଆ କୋଭିଡ ଗାଇଡଲାଇନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁସାରେ କଟକଣା ସେପ୍ଟେମ୍ବର ୧ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ।
ସେହିପରି ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିବା ବେଳେ ଏହି ସମୟକୁ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ସରକାର । ସୂଚନା ଅନୁସାରେ ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫୁ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର , ବ୍ରତଘର ଓ ଶେଷ୍ୟକୃତ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରିପାରିବେ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।
ଏହାସହିତ ରାଜ୍ୟର ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ଆଦି ଖୋଲାରହିବ, ସେଠାକାର ଦାୟିତ୍ୱରେ ଥିବା ଲୋକେ କୋଭିଡ କଟକଣା ପାଳନ ପ୍ରତି ଧ୍ୟାନ ଦେବେ । ଫିଲ୍ମ ହଲ୍, ଅଡିଟୋରିୟମ୍ ଆଦି ସ୍ଥାନ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେ୍ଟ କିମ୍ୱା ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । ମାତ୍ର କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ। ତେବେ ଆଗକୁ ଆସୁଥିବା ପୂଜା ପାର୍ବଣ ପାଇଁ ସେପ୍ଟେମ୍ୱର ୯ ତାରିଖରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।
କୋଭିଡ ନିୟମ ଉଲ୍ଲଂଘନ: ୭ ଦିନରେ ଦେଢ଼ କୋଟି ଜରିମାନା
କଟକ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପୁଲିସ ଡିଜିପିଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ସମୀକ୍ଷାରେ କୋଭିଡ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ କଟକଣା କୋହଳ ସତ୍ତ୍ବେ ପୁଲିସ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଥିବା କୁହାଯାଉଛି।
ମିଳିଥିବା ସୂଚନାନୁସାରେ, ପୁଲିସ ପକ୍ଷରୁ ଗତ ୭ଦିନ ମଧ୍ୟରେ ପ୍ରାୟ ଦେଢ କୋଟି ଟଙ୍କା ଜରିମାନା ଆକାରରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ କରାଯାଇଛି। ତେବେ ଗତ ଦ୍ୱିତୀୟ ଲହରର ଏପ୍ରିଲ ଓ ମେ ମାସରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ କ୍ଷେତ୍ରରେ ପ୍ରାୟ ୧୫କୋଟି ଟଙ୍କା ଜରିମାନା ଆଦାୟ କରିପାରିଥିଲା। ବର୍ତ୍ତମାନ କୋଭିଡ ଏନଫୋର୍ସମେଣ୍ଟ ଜାରି ରହିଥିବା ବେଳେ ଗତ ୭ ଦିନ ଭିତରେ ପ୍ରାୟ ୫ ହଜାରରୁ ଅଧିକ ଗାଡ଼ି ପୁଲିସ ଜବତ କରିପାରିଛି। ସେହିପରି ୧୩୩ଜଣଙ୍କୁ ଗିରଫ କରିଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଗତ ୨୭ ତାରିଖରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୨ଟି ମାମଲା ରୁଜ୍ଜୁ କରିଥିବା ବେଳେ ୭୫୦ରୁ ଅଧିକ ଗାଡି ଜବତ କରିଛି।
ସେହିପରି ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ଜରିମାନା ଆକାରରେ ୧୯ଲକ୍ଷ ୬୭ହଜାରରୁ ଅଧିକ ଟଙ୍କା ଆଦାୟ କରିଛି ପୁଲିସ। ୨୬ତାରିଖରେ ଜରିମାନା ଆକାରରେ ୧୯ଲକ୍ଷ ୮୯ହଜାର ୧୫୦ ଟଙ୍କା, ୨ ୫ତାରିଖରେ ୨୧ଲକ୍ଷ ୬୬ହଜାର ୧୫୦ଟଙ୍କା, ୨୪ତାରିଖରେ ୨୦ଲକ୍ଷ୯୭ହଜାରଟଙ୍କା, ୨୩ତାରିଖରେ ସର୍ବାଧିକ ୨୫ଲକ୍ଷଟଙ୍କା, ୨୨ତାରିଖରେ ୨୧ଲକ୍ଷ୯୫ହଜାର ଓ ୨୧ତାରିଖରେ ୨୧ଲକ୍ଷ ୯୯ହଜାର ଟଙ୍କା ଜରିମାନା ଆକାରରେ ପୁଲିସ ଆଦାୟ କରିଥିବା ସୂଚନା ମିଳିଛି। ୨୭ତାରିଖ ଦିନ ୭୫୬ଗାଡି ଜବତ କରିଥିବା ବେଳେ ୨୬ତାରିଖରେ ୬୭୧ଟି, ୨୫ରେ ୭୨୮ଟି, ୨୪ରେ ୬୬୧ଟି, ୨୩ରେ ୯୦୫ଟି, ୨୨ରେ ୭୮୯ଟି ଓ ୨୧ ତାରିଖରେ ୮୦୧ଗାଡି ଜବତ ହୋଇଥିବା କୁହାଯାଇଛି। ଆଗକୁ ତୃତୀୟ ଲହର ଆଶଙ୍କା ଏବଂ ପାର୍ବଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ପୂର୍ବକ ସତର୍କତା ଅଭିଯାନ ଜାରି ରହିଥିବା କୁହାଯାଉଛି।
ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରତି ଶନିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଭଦ୍ରକ: ଦୀର୍ଘ ଦିନ ପରେ ଆସନ୍ତା ୨୩ ତିରଖରୁ ଅର୍ଥାତ ସୋମବାର କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ଯା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ଓ ସେବାୟତମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲ୍ବପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ବଦେବାଦେବୀଙ୍କୁ ଶ୍ପର୍ଷ କରିପାରିବେ ନାହିଁ ଶ୍ରଦ୍ଧାଳୁମାନେ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ ବୋଲି ମନ୍ଦିରଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି।
ଭୁବନେଶ୍ବର: ରାଜ୍ଯରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏ ଜାରି ରହିବ । ପୂର୍ବପରି କାଟେଗୋରୀ B’ରେ ନାଇଟ କର୍ଫ୍ଯୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ହେଲେ ଏହି ଆଂଶିକ ଲକଡାଉନ ସମୟରେ ରାଜ୍ଯସରକାର କଟକଣାକୁ ସାମାନ୍ଯ କୋହଳ କରିଛନ୍ତି। ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି।  ସମସ୍ତ କାମ କରୋନା କଟକଣା ଭିତରେ ଜାରି ରହିବ। ଏଥିରେ ବ୍ଯତିକ୍ରମ ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
-ରାଜ୍ଯରେ ସମସ୍ତ ଜିଲ୍ଲାରେ ବସ ଚଳାଚଳ ସେବା ଆରମ୍ଭ ହେବ ।  ଆନ୍ତରାଜ୍ଯ ଚଳାଚଳ ଉପରେ କଟକଣା ରହିଛି।
-ଟ୍ୟାକ୍ସି ଓ ଅଟୋ ବି ସବୁ ଜିଲ୍ଲାରେ ଚାଲିବ ।
– କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ଯନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି।
-କାଟେଗୋରୀ A’ରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।
-କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ।
-ସମସ୍ତ କାଟେଗୋରୀରେ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା ଓ ସେଲୁନ
-ଆଉଟଡୋର ଓ ଇନଡୋର ସୁଟିଂକୁ  ଅନୁମତି ମିଳିଛି ।
-ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ ।
-ପୂର୍ବଭଳି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ଯକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ ।
– ପୂର୍ବପରି ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା କିନ୍ତୁ ବନ୍ଦ ରହିବ । ସ୍କୁଲ କଲେଜ୍ ମଧ୍ଯ ବନ୍ଦ ରହିବ ।
https://www.thesakala.in/august-1-there-will-be-a-partial-lockdown-in-all-districts-of-the-state/
କଟକଣାକୁ ବେଖାତିର, ପୁଣି ସିଲ୍ ହେଲା ବିଶାଲ ମଲ୍
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଖସିଥିବା ବେଳେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ଯସରକାର । ବି’ ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସବୁ କଟକଣାକୁ ଫୁ’ କରି ନୂଆପଲ୍ଲୀ ଆଇଡି ମାର୍କେଟରେ ଥିବା ବିଶାଲ ମଲ୍ ଖୋଲିଥିଲା । ବିଶାଲ୍ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି । ପୂର୍ବରୁ ମଧ୍ୟ ବିଶାଲ୍ ମଲକୁ ସିଲ୍ କରିଥିଲା ବିଏମସି ।
ଅନ୍ୟପଟେ ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି । ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି । ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ । ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।