snake-bite - The Sakala

ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ
ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ କମୁଡ଼ିଥିଲା। ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ନିମା ବିନ୍ଧାଣି (୩୫) । ସେ ମଧ୍ୟ ଘରେ ଶୋଇଥିବାବେଳେ ସାପ କମୁଡ଼ିଥିଲା। ତାଙ୍କୁ ପ୍ରଥମେ ଗୋଛପଡ଼ା ମେଡ଼ିକାଲ ନିଆଯାଇଥିଲା। ସେଠାରେ ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବିଷାକ୍ତ ସାପ କାମୁଡ଼ାରେ ଜଣେ ଅନ୍ତେବାସୀ ମୃତ, ଆଉ ଜଣେ ଛାତ୍ର ଗୁରୁତର
କେନ୍ଦୁଝର: କେନ୍ଦୁଝର ସହର ନିକଟ ଗୁମୁରା ଠାରେ ଥିବା ମାନସୀ କୋଚିଂ ସେଣ୍ଟର ନାମକ ଏକ ଆବାସିକ କୋଚିଂ ସେଣ୍ଟରର ଦୁଇଜଣ ଛାତ୍ରଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ସାପଟିକୁ ବିଛଣା ତଳୁ ଠାବକରି ଏକ ପ୍ଲାଷ୍ଟିକ ଜାରରେ ରଖିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମାନସୀ କୋଚିଂ ସେଣ୍ଟରରେ ୧୪୦ ଜଣ ପିଲା ରହୁଛନ୍ତି। ମଙ୍ଗଳବାର ରାତ୍ରିରେ ପିଲାମାନେ ଖାଇପିଇ ଶୋଇଥିଲେ। କେତେକ ପିଲା ଗୋଟିଏ ହଲରେ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ବାଇଲ ବେଡା, ଭଗାମୁଣ୍ଡାର ଦୀନବନ୍ଧୁ ମହନ୍ତଙ୍କ ଦଶମ ଶ୍ରେଣୀରେ ପଢୁଥିବା ରଶ୍ମିରଞ୍ଜନ ମହାନ୍ତ ଏବଂ ଚମ୍ପୁଆ ଯଦିପଦାର ଚରଣ ମହାନ୍ତଙ୍କ ପୁଅ ସମୀର ମହାନ୍ତଙ୍କୁ କେତେବେଳେ ବିଷାକ୍ତ ସାପ କାମୁଡି ଦେଇଥିଲା। ବୁଧବାର ସକାଳୁ ସେମାନେ ଅସୁସ୍ଥ ହୋଇପଡିବାରୁ ସଙ୍ଗେସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତର ସେମାନଙ୍କୁ ସାପ କାମୁଡିଥିବା ସନ୍ଦେହ କରି କଟକ ରେଫର କରିଥିଲେ। କଟକ ଡାକ୍ତରଖାନା ପହଞ୍ଚିବା ବେଳକୁ ରଶିରଞ୍ଜନର ମୃତ୍ୟୁ ଘଟିଥିବା ଜଣାପଡିଛି।

ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ସମୀର ଚିକିତ୍ସାଧିନ ଅଛି। କୋଚିଂ ସେଣ୍ଟର ପକ୍ଷରୁ ସେମାନେ ଶୋଇଥିବା ହଲରେ ଦେଖିବାବେଳକୁ ଏକ ବିଷାକ୍ତ ସାପ ସେମାନଙ୍କର ବିଛଣାତଳେ ଥିଲା। ତାକୁ ଧରି ଏକ ପ୍ଲାଷ୍ଟିକ ଜାର ଭିତରେ ରଖାଯାଇଛି।

ସାପ କାମୁଡ଼ା ମୃତ୍ୟୁରେ ଲାଗିବ ରୋକ୍‍, ଖୁବ୍‍ଶୀଘ୍ର ଆସିବ ଆଣ୍ଟିଭେନ୍‍ମ ସୂଚନା ଆପ୍‍
ଭୁବନେଶ୍ୱର: ରାଜ୍ୟରେ ପ୍ରତି ବର୍ଷ ଘଟୁଥିବା ସାପ କାମୁଡ଼ାଜନିତ ମୃତ୍ୟୁରେ ରୋକ୍‍ ଲାଗିବ। ଦୃଢ଼ ସଚେତନତା ଓ ତୁରନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରି ରାଜ୍ୟ ସରକାର ଏହି ମୃତ୍ୟୁ ସଂଖ୍ୟା କମାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ବେଳେ ଏହି କମିଟି ସାପକାମୁଡ଼ା ଜନିତ ମୃତ୍ୟୁ ହ୍ରାସ ଦିଗରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ବିଭିନ୍ନ ଦିଗରେ ଅନୁଧ୍ୟାନ କରି ଏକ ଖଶଡ଼ା ପ୍ରସ୍ତୁତ କରିବ। ଯାହାକୁ ସାରା ରାଜ୍ୟ ପାଇଁ ଲାଗୁ କରାଯିବା ସହ ଏ ସମ୍ପର୍କରେ ବ୍ୟାପକ ସଂସ୍କାର ଆସିବ ବୋଲି ସୂଚନା ମିଳିଛି।

ଏହି କମିଟିରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଦସ୍ୟ ଥିବା ବେଳେ ଏମସ୍‍ ନିର୍ଦ୍ଦେଶକ, ଏସ୍‍ସିବି ମେଡିକାଲ କଲେଜର ପ୍ରତିନିଧି, ଜିଓଲୋଜିକାଲ ସର୍ଭେ ଅଫ୍‍ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ବିଶ୍ୱବ୍ୟାଙ୍କର ପ୍ରତିନିଧି ପୀୟୁଷ ରମତ୍ୱର ସେଖ୍‍ସାରିଆ, ସ୍ନେକ୍‍ ହେଲ୍ପଲାଇନ୍‍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସଦସ୍ୟ ରହିଛନ୍ତି। ଏହି ୬ ଜଣ ସଦସ୍ୟଙ୍କ ସମେତ ଓସ୍‍ଡମାର ଚିଫ୍‍ ଜେନେରାଲ୍‍ ମ୍ୟାନେଜରଙ୍କୁ କମିଟିରେ ଆବାହକ ଭାବେ ନିଯୁକ୍ତ କରାଯାଇଛି। ଓସଡମାର ପରିଚାଳନା ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ଏହି ଟିମ୍‍ କାର୍ଯ୍ୟ କରିବ ବୋଲି ଓସ୍‍ଡମା ପକ୍ଷରୁ କୁହାଯାଇଛି।

କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି। ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍‍ ଦିଆଗଲେ ଜୀବନ ବଞ୍ଚାଇହେବ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଥି ପାଇଁ ବିଭାଗ ପକ୍ଷରୁ ଖୁବ୍‍ଶୀଘ୍ର ଏକ ମୋବାଇଲ୍‍ ଆପ୍‍ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି। ଏଥୁରୁ ରାଜ୍ୟର ପ୍ରତ୍ୟେକଟି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍‍ ଷ୍ଟକ୍‍ ବିଷୟରେ ସୂଚନା ଦିଆଯିବ। ଯାହାଦ୍ୱାରା ସାପ କାମୁଡ଼ାରେ ଶିକାର ହୋଇଥିବା ଲୋକ ତୁରନ୍ତ ଏହାର ଲାଭ ପାଇପାରିବେ। ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ଏ ସମ୍ପର୍କରେ ବୈଠକ ହୋଇଛି। ଏହି ବୈଠକରେ ସାପ କାମୁଡ଼ା ମୃତ୍ୟୁ କମାଇବା ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ ବୈଠକ ବସିବ ଓ ଏ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯିବ। ମୁଖ୍ୟତଃ ଲୋକଙ୍କ ମନରେ ସଚେତନତା ସୃଷ୍ଟି ସହ ଅନ୍ୟ ଦିଗକୁ ସୁଦୃଢ଼ କରି ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ କାର୍ଯ୍ୟ କରାଯିବ ବୋଲି ଡ. ମହାପାତ୍ର କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। କିନ୍ତୁ ରାଜ୍ୟ ପାଇଁ ସାପକାମୁଡ଼ା ଜନିତ ମୃତ୍ୟୁ ଆହ୍ୱାନ ସାଜୁଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୭୦୦ରୁ ଊର୍ଦ୍ଧ୍ବ ଲୋକ ସାପକାମୁଡ଼ାରେ ପ୍ରାଣ ହରାଉଛନ୍ତି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ହେଉଛି। ଓଡ଼ିଶାରେ ପାଖାପାଖି ୮୦ ପ୍ରଜାତିର ସାପ ରହିଥିବା ବେଳେ ସ୍ଥଳଚର ସାପଙ୍କ ମଧ୍ୟରେ ୮ ପ୍ରଜାତିର ସାପ ଦଂଶନରେ ଅଧିକ ଜୀବନ ହାନୀ ହେଉଥିବା ଜଣାପଡ଼ଇଛି। ରାଜ୍ୟରେ ସାପକାମୁଡ଼ା ଜନିତ ମୃତ୍ୟୁ ବଢ଼ିବା ପରେ ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଭାବେ ଗ୍ରହଣ କରିବା ସହିତ ୨୦୧୫ ମସିହାରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରି ଆସୁଛନ୍ତି। ସହୟତା ଦିଆଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେଉଥିବାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଚିନ୍ତାର କାରଣ ସାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶୂନ୍ୟ ଜୀବନହାନୀ ମନ୍ତ୍ରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକାଂଶରେ ପଛରେ ରହିଯାଇଛି। ଯାହାକୁ ଗୁରୁତ୍ୱ ଦେଇ ଗତ ବର୍ଷେ ହେବ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାପକାମୁଡ଼ା ମୃତ୍ୟୁ କମାଇବା ପାଇଁ ମାନସ ମନ୍ଥନ କରିବା ସହ ଗୁରୁବାର ଏହି କମିଟି ଗଠନ କରିଛି।

ମହଙ୍ଗା ପଡ଼ିଲା ଡାକ୍ତରଙ୍କ ପାଖକୁ ନ ଯାଇ ଗୁଣିଆ ପାଖକୁ ଯିବା: ସାପ କାମୁଡାରେ ଚାଲିଗଲା ୨ ଜୀବନ
ସୁନ୍ଦରଗଡ: ଦୁଇଟି ପୃଥକ ପୃଥକ ସ୍ଥାନ ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ସାପକାମୁଡାରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ପ୍ରଥମେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯିବା ମହଙ୍ଗା ପଡ଼ିଛି।  ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଦେଇଥିଲା । ତାଙ୍କୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟୁ  ଘଟିଥିଲା

ସେହିପରି, ତାମଡା ଗାଁର ଜଣେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡିଥିଲା । ଶ୍ବଶୁର ଘର ଲୋକ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣି ଗାଁକୁ ଫେରାଇ ଆଣି ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଥିଲେ। ଶେଷରେ ତାଙ୍କର ବି ମୃତ୍ୟୁ ଘଟିଛି।

କାମୁଡି ଥିବା ବିଷାକ୍ତ ଗୋଖର ସାପକୁ ବେକରେ ଗୁଡ଼ାଇ ଗାଁ ଦାଣ୍ଡରେ ବୁଲିଲେ ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର : କେନ୍ଦୁଝର ରେ ସାପ କାମୁଡ଼ାରେ ଆହତ ଜଣେ ଯୁବକ ଙ୍କର ଅଦ୍ଭୂତ କାଣ୍ଡ ଦେଖି ଲୋକେ ତାଜୁବ ହୋଇଛନ୍ତି । ରାତିରେ ଶୋଇଥିବା ସମୟରେ ଏକ ବିଶାକ୍ତ ସାପ କାମୁଡିବା ପରେ ସେ ସାପଟିକୁ ଧରି ନିଜ ବେକରେ ପକାଇ ଗାଁ ରାସ୍ତାରେ ବୁଲିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକେ ଏ ବାବଦରେ ଜାଣି ଅନେକ ବୁଝା ସୁଝା ପରେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ସୂଚନା ଅନୁସାରେ କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ପଞ୍ଚାୟତ କଲୋନୀ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୟ ମୁଣ୍ଡା ( ୧୯ ) ନିଜ ଘରେ ଶୋଇଥିବା ବଳେ ଏକ ବିଷାକ୍ତ ଗୋଖର ସାପ ତାଙ୍କୁ କାମୁଡ଼ିଥିଲା ।

ସାପ କାମୁଡ଼ିବାପରେ ସଞ୍ଜୟ ନିଦରୁ ଉଠି ସାପଟିକୁ କାବୁ କରି ବେକରେ ପକାଇ ଗାଁ ଦାଣ୍ଡରେ ବୁଲିଥିଲେ । ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଗାଁରେ ପହଞ୍ଚି ଯୁବକଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ। ଯୁବକଙ୍କୁ ଅନେକ ବୁଝା ସୁଝା କରି ଡାକ୍ତରଖାନା ନେବାବେଳେ ଯୁବକ ଜଣଙ୍କ ସାପଟିକୁ ଛାଡ଼ି ନଥିଲା । ସାପକୁ ଧରି ଡାକ୍ତରଖାନା ଯିବ ବୋଲି ଅଡ଼ି ବସିଥିଲା । ଶେଷରେ ସାପକୁ ଧରି ଯୁବକ ଜଣକ ଡାକ୍ତରଖାନାରେ ପହଁଚି ଥିଲେ । ସାପକୁ ବେକର ଗୁଡ଼ାଇ ଯୁବକ ଜଣଙ୍କ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି ଥିଲେ ।

ସାପ ସମ୍ପର୍କରେ ଵନ ବିଭାଗକୁ ଖବର ଦିଆଯାଇଥିଲା। ସେଠାରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ସ୍ନେକ ହେଲ୍ପ ସହାୟତାରେ ସାପଟିକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡି ଦିଆଯାଇଛି । ସଞ୍ଜୟ ମୁଣ୍ଡା ଙ୍କ ମୁହଁ ଓଠ ଫୁଲି ଯାଇଥିବାବେଳେ ତାଙ୍କର ଅବସ୍ଥା ଗୁରୁତ୍ୱର ଥିବା ସୂଚନା ମିଳିଛି।

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କg ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘର ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘର ଚଟାଣ ଉପରେ ସୋଇଥିଲେ। ତାଙ୍କୁ କେତେବେଳେ ବିଷାକ୍ତ ସାପ ଆସି ହାତ ଆଙ୍ଗୁଠିରେ କାମୁଡ଼ି ଦେଇଥିଲା । ସେ ଜାଣି ପାରି ନ ଥିଲେ। ସକାଳୁ ସେ ବିଛଣାରୁ ନ ଉଠିବାରୁ ଜ୍ୱାଇଁ ନିର୍ମଳ ନାୟକ ଦେଖିଲେ ତାଙ୍କ ଶାଶୁ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁ ଖବର ଜାଣିବା ପରେ ତେଲକୋଇ ପୋଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଛି।

ସାପ କାମୁଡ଼ାରେ ଦୁଇ ମୃତ
ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

ସାପ କାମୁଡ଼ାରେ ନାବାଳକ ମୃତ
ଔପଦା: କାଳ ହେଲା ଛେଳି ଚରାଇବା,ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ମହିଷାଢାଳି ଗ୍ରାମର ସନାତନ ମୂର୍ମୁ ଙ୍କ ପୁଅ ଵିଷ୍ଣୁ ମୂର୍ମୁ (10)ଜଙ୍ଗଲ କୁ ଛେଳି ଚରାଇ ବାକୁ ଯାଇଥିଲେ। ଛେଳି ଚରାଇ ଘରକୁ ଫେରିବା ସମୟରେ ଜଂଗଲରେ ତାକୁ ଏକ ଅଜଣା ସାପ କାମୁଡି ଦେଇଥିଲା। ବିଷ୍ଣୁଙ୍କ ସହିତ ଯାଇଥିବା ତାଙ୍କ ଗାଁ ପିଲାମାନେ ବିଷ୍ଣୁ ଙ୍କ ଘରେ ଏ ସଂପର୍କରେ ଜଣାଇବା ପରେ ପରିବାର ଲୋକ ବିଷ୍ଣୁଙ୍କୁ ଔପଦାର 108 ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲ କୁ ନେଇ ଯାଇଥିଲେ । ହେଲେ ଡାକ୍ତର ସେଠାରେ ବିଷ୍ଣୁକୁ ମୃତ ଘୋଷଣା କରିଥିଲେ ।ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ
କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ଉଭୟଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ସାପ ଦେଖିଥିଲେ । ବିଳମ୍ବ ନ କରି ଉଭୟଙ୍କୁ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗୋବିନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।