Odisha assembly news - The Sakala
ଶୀତ ଅଧିବେଶନରେ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ। ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। କେଉଁ ଦିନ ସେ ସମ୍ବୋଧନ କରିବେ, ତାହା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ସ୍ଥିର କରାଯିବ। ଶୀତ ଅଧିବେଶନର କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ପରେ ତାହା ସ୍ପଷ୍ଟ ହେବ। ରାଷ୍ଟ୍ରପତି ବିଧାନସଭାକୁ  ସମ୍ଵୋଧନ କରିବା ଏକ ସ୍ମରଣୀୟ ଅଭିଜ୍ଞତା ହେବ ବୋଲି କହିଛନ୍ତି ପୂର୍ଣ୍ଣ ସେଠୀ।
ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ। ସାଢେ ୧୧ଟା ଯାଏଁ ଗୃହ ମୁଲତବି। କଂଗ୍ରେସର ହଟ୍ଟଗୋଳ । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ମାତ୍ର ୩୦ ମିନିଟ୍‌ ପାଇଁ ଚାଲିଥିଲା ପ୍ରଶ୍ନୋତ୍ତର। ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ। କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲା କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ନାରାବାଜି କରିଥିଲା କଂଗ୍ରେସ।
ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି..
ଭୁବନେଶ୍ବର: ଆଜି ବି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଗୃହ କାର୍ଯ୍ୟ ଚଳାଇ ଦେଇ ନ ଥିଲେ ବିରୋଧୀ ବିଜେଡ଼ି ଓ କଂଗ୍ରେସ । ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି।
ଭୁବନେଶ୍ବର: ଆରମ୍ଭରୁ ବିଧାନସଭାରେ ହଙ୍ଗାମା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦ। ଗୃହ ମଧ୍ୟଭାଗରେ ବିଜେଡିର ନାରାବାଜି। ପ୍ଲାକାର୍ଡ ଧରି ସ୍ଲୋଗାନ ଦେଲେ ବିଜେଡି ବିଧାୟକ। ନିଜ ଆସନରେ ଠିଆ ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଅନାସ୍ଥା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ। ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ପ୍ରତିବାଦ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି।
ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିବା ବେଳେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି। ଅଭିଯୋଗ କ୍ରମେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିଛି । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦଳ ଦାବି କରିଛି। ସେପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇଛନ୍ତି ବିରୋଧିୀ। ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇଥିଲା।
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ; ଗୃହରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ  ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆସୀନ ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ସ୍ବର୍ଗତଃ ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ସଦସ୍ୟ ସ୍ବର୍ଗତଃ କରେନ୍ଦ୍ର ମାଝୀ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ନିରଞ୍ଜନ ହେମ୍ବୁ ମ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ପ୍ରଫୁଲ୍ଲ କୁମାର ଭଞ୍ଜ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ମହମ୍ମଦ ରଫିକ୍, ପୂର୍ବତନ ସଦସ୍ୟ ସ୍ବର୍ଗତଃ ଲୋକନାଥ ଶବର, ପୂର୍ବତନ ଓ.ଏ.ପି.ଏଫ/353, ଓଡ଼ିଶା ପୋଲିସ ସ୍ବର୍ଗତଃ ଲକ୍ଷ୍ମଣ ମାଝୀ, ପୂର୍ବତନ କନେଷ୍ଟବଳ/475, ଦ୍ଵିତୀୟ ଆଇ.ଆର. ବାଟାଲିଆନ, ରାୟଗଡା. ଏ ସମସ୍ତ ଦିବଂଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଓ CPI-M ବିଧାୟକ ଲକ୍ଷ୍ମଣ ମୁଣ୍ଡା।
ବିଧାନସଭା ଅପଡ଼େଟ୍: ୫ ବର୍ଷରେ ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ
ଭୁବନେଶ୍ବର: ହାତୀ ଓ ବନ୍ୟ ଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୯୬୨ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ସର୍ବାଧିକ ୧୪୭ ଲୋକ ମରିଛନ୍ତି। ଅନ୍ୟପକ୍ଷରେ, ୫ ବର୍ଷରେ ବାଘ, ହାତୀ ଓ ଅନ୍ୟନ୍ୟ ଜୀବଜନ୍ତୁଙ୍କୁ ମିଶା ମୋଟ ୨୮୩୨ ଜଣ ମରିଛନ୍ତି। ସେଥି ମଧ୍ଯରୁ ଶିକାରୀ ଜନିତ ମୃତ୍ୟୁ ୮୦୬। ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।
ଭୁବନେଶ୍ବର: ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ୍। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଏଭଳି ସାଂଘାତିକ ତଥ୍ୟ ବିଧାନସଭାରୁ ଆସିଛି।
ସୂଚନା ଅନୁଯାୟୀ, ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ଟି ସ୍କୁଲ ବସ୍। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ୍। ସେଥି ମଧ୍ୟରୁ ୪୬୦ଟି ବସର ଫିଟନେସ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।