Dangerous Fort - The Sakala

ଭାରତର ସବୁଠାରୁ ବିପଜ୍ଜନକ କିଲ୍ଲା
ଭାରତରେ ରାଜାରାଜୁଡ଼ା ଶାସନର ଅନେକ କିଲ୍ଲା ମୂକସାକ୍ଷୀ ସାଜିଛନ୍ତି। ଏହି କିଲ୍ଲାଗୁଡ଼ିକ ନିକଟକୁ ଯିବା ବେଶ୍ ବିପଜ୍ଜନକ। ଏହିପରି ଏକ କିଲ୍ଲା ହେଉଛି ମହାରାଷ୍ଟ୍ରରେ ଥିବା ପ୍ରବଳଗଡ଼ କିଲ୍ଲା। ଏହା କଳାବନ୍ତୀ କିଲ୍ଲା ନାମରେ ମଧ୍ୟ ଜଣାଶୁଣା। ପାହାଡ଼ର ୨୩୦୦ ଫୁଟ ଉଚ୍ଚରେ ଏହି କିଲ୍ଲାଟିକୁ ନିର୍ମାଣ କରାଯାଇଛି। ଏଠାକୁ ଲୋକମାନେ ଯିବାକୁ ଭୟ କରିଥାନ୍ତି। ଏଠାକୁ ବହୁତ କମ୍‌ ଲୋକ ଆସିଥାନ୍ତି, ଯେଉଁମାନେ ଆସନ୍ତି ସେମାନେ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଫେରି ଯାଆନ୍ତି। ଏଠାରେ ପାଣି କି ବିଜୁଳି ସୁବିଧା ନାହିଁ, ତେଣୁ ଅନ୍ଧାର ହେବା ପୂର୍ବରୁ ଲୋକେ ଫେରିଯାଆନ୍ତି। ଏହି ସ୍ଥାନକୁ ଯିବା ପାଇଁ ପାହାଡ଼ କଟାଯାଇ ଶିଡ଼ି ତିଆରି କରାଯାଇଛି। ତେବେ ଶିଡ଼ି ଚଢ଼ିଲା ବେଳେ ମଧ୍ୟ ଭୟ ଲାଗିଥାଏ। ଯଦି ଗୋଡ଼ ଖସିଯାଏ ତାହାଲେ ପାହାଡ଼ ତଳକୁ ଖସି ମୃତ୍ୟୁ ହେବା ନିଶ୍ଚିତ। ଅତୀତରେ ଶିଡିରୁ ଖସି କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ପୂର୍ବରୁ ଏହି କିଲ୍ଲାର ନାମ ମୁରଞ୍ଜନ ଥିଲା। ଛତ୍ରପତି ଶିବାଜୀଙ୍କ ରାଜତ୍ବ ସମୟରେ ଏହି କିଲ୍ଲାର ନାମ ପରିବର୍ତ୍ତନ କରାଯାଇଥିଲା। ଶିବାଜୀ ମହାରାଜ ରାଣୀ କଳାବନ୍ତୀଙ୍କ ନାମରେ ଏହି କିଲ୍ଲାର ନାମକରଣ କରିଥିବା କୁହାଯାଏ। ଏହି ଦୁର୍ଗର ଉପରୁ ମୁମ୍ବାଇ ସହରରର କିଛି ଅଞ୍ଚଳ ମଧ୍ୟ ଦେଖିବାକୁ ମିଳେ |