Elon Musk Starlink - The Sakala

ଖୁବ୍‌ଶୀଘ୍ର ଭାରତରେ ମିଳିପାରେ ଷ୍ଟାର୍‌ଲିଙ୍କ୍‌ ଇଣ୍ଟରନେଟ୍‌ ସେବା
ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ଯାଉଛି। ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍‌କୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ବା ଜିଏମ୍‌ପିସିଏସ୍‌ ଲାଇସେନ୍ସ। ଏହା ପୂର୍ବରୁ ଗତ ମାସରେ ଷ୍ଟାରଲିଙ୍କକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ମିଳିସାରିଛି। ଏମିତିରେ ଏବେ କେବଳ କମ୍ପାନିକୁ ଇନ୍‌ସ୍ପେସ୍‌ରୁ ଅନ୍ତିମ ଅନୁମୋଦନର ଆବଶ୍ୟକତା ରହିଛି। ମଞ୍ଜୁରୀ ମିଳିବା ପରେ ଭାରତରେ ସାଟେଲାଇଟ ଆଧାରିତ ଇଣ୍ଟରନେଟ ସର୍ଭିସ ଷ୍ଟାରଲିଙ୍କର ବ୍ୟବହାର କରିପାରିବେ। ସୂଚନାଥାଉକି, ପୂର୍ବରୁ ୱାନ୍‌ୱେବ୍‌ ଏବଂ ରିଲାଏନ୍ସକୁ ମଧ୍ୟ ଏହି ଲାଇସେନ୍ସ ମିଳିସାରିଛି। ଅର୍ଥାତ ଷ୍ଟାରଲିଙ୍କ ଏହି ଲାଇସେନ୍ସ ପାଇବାରେ ତୃତୀୟ କମ୍ପାନୀ। ଷ୍ଟାରଲିଙ୍କ୍‌ର ସେବା ବର୍ତ୍ତମାନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଅଛି। ଏହି କମ୍ପାନୀର ଉଦ୍ଦେଶ୍ୟ ଲେଟେନ୍ସୀ ବ୍ରଡବ୍ୟାଣ୍ଡ ଦ୍ବାରା ଦ୍ରୁତ ଇଣ୍ଟରନେଟ ସେବା ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ, ଭାରତରେ ଷ୍ଟାରଲିଙ୍କ ପ୍ରାରମ୍ଭିକ ଭାବରେ ପ୍ରାୟ ୮୪୦ ଟଙ୍କାରେ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିପାରେ। ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଭିତ୍ତିଭୂମିର ଅଭାବ ଯୋଗୁ ଇଣ୍ଟରନେଟ ପହଞ୍ଚିପାରିନାହିଁ। କିନ୍ତୁ ଷ୍ଟାରଲିଙ୍କ ଏବଂ ଅନ୍ୟ କମ୍ପାନୀଙ୍କ ଆସିବା ପରେ ଏଭଳି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଇଣ୍ଟରନେଟ୍‌ ସେବା ମିଳିପାରିବ।

ଭାରତ ଆସୁଛି ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍‌ କମ୍ପାନୀ, ମହଙ୍ଗା ହେବ ଷ୍ଟାର୍‌ଲିଙ୍କ୍‌ ସେବା
ନୂଆଦିଲ୍ଲୀ : ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଷ୍ଟାରଲିଙ୍କ୍‌ ଏବେ ଭାରତ ଆସିବାକୁ ଏହାର ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ମସ୍କଙ୍କ କମ୍ପାନୀ ଏୟାରଟେଲ, ଏବଂ ରିଲାଏନ୍ସ ଜିଓ ସହିତ ହାତ ମିଳାଇଛି। ତେେବ ଭାରତରେ ଷ୍ଟାରଲିଙ୍କ୍‌ର ଇଣ୍ଟରନେଟ୍ ସେବା ପାଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୁହାଯାଉଥିଲା ଯେ, ଭାରତରେ ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ କମ୍ପାନୀ ପ୍ରବେଶ କରିବା ପରେ ଇଣ୍ଟରନେଟ୍ ସେବା ଶସ୍ତା ହେବ। ସେମିତି କିଛି ହେବାକୁ ଯାଉନାହିଁ। କାରଣ ଭାରତ ସରକାର ଷ୍ଟାରଲିଙ୍କ୍‌ ଉପରେ ଲାଗୁ କରିବାକୁ ଯାଉଥିବା ସ୍ପେକ୍ଟ୍ରମ୍ ଟିକସ ଏହାର ମୁଖ୍ୟ କାରଣ। ବାସ୍ତବରେ ଷ୍ଟାରଲିଙ୍କ୍‌କୁ ଏହାର ଆୟର ପ୍ରାୟ ୩% ଅର୍ଥ ସ୍ପେକ୍ଟ୍ରମ୍ ୟୁସେଜ୍‌ ଚାର୍ଜ (ଏସ୍‌ୟୁସି) ଭାବରେ ଦେବାକୁ ପଡିବ।

ସୂତ୍ର ଅନୁଯାୟୀ, ଯଦି ଏସ୍‌ୟୁସି ଟିକସ ଲାଗୁ ହୁଏ ତେବେ ଭାରତରେ ଷ୍ଟାରଲିଙ୍କ୍‌ ସେବା ମହଙ୍ଗା ହୋଇଯିବ। ଷ୍ଟାରଲିଙ୍କ୍ ସରକାର ଟେଲିକମ୍ ଏୟାରୱେଭ୍ ଦେବେ। ଏହି ଆବଣ୍ଟନ ୨୦୨୩ ଡିସେମ୍ବରରେ ଅନୁମୋଦିତ ନୂତନ ଟେଲିକମ୍ ଆଇନ ଅନୁଯାୟୀ ହେବ।

ନିୟମାନୁଯାୟୀ, ସାଟେଲାଇଟ୍ କମ୍ପାନୀଗୁଡ଼ିକୁ ଏସ୍‌ୟୁସି ଦେବାକୁ ପଡିବ। କାରଣ ସେମାନେ ନିଲାମ ମାଧ୍ୟମରେ ନୁହେଁ, ଏକ ସ୍ଥିର ମୂଲ୍ୟରେ ସ୍ପେକ୍ଟ୍ରମ୍ ପାଇବେ। ଏହାସହିତ, ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ୮% ଲାଇସେନ୍ସ ଫି’ ଦେବାକୁ ପଡିବ। ପ୍ରଥମେ ଟ୍ରାଇର ମତାମତ ସରକାରଙ୍କ ପାଖକୁ ଯିବ, ଏହା ପରେ ଟେଲିକମ୍‌ ବିଭାଗ (ଡିଓଟି) ଏହାକୁ ଏହାକୁ ବିଚାର କରିବ ଏବଂ ପରେ ମାମଲା ଡିସିସି ଏବଂ କ୍ୟାବିନେଟକୁ ଯିବ। ଏହା ସରକାରୀ ନୀତି ଏବଂ ଟେଲିକମ୍-ସାଟେଲାଇଟ୍ ଶିଳ୍ପ ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରେ। ଏହା ମଧ୍ୟ ଭାରତୀୟ ବଜାରରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବାର ମୂଲ୍ୟ ଏବଂ ପ୍ରତିଯୋଗିତାମୂଳକ ତାକୁ ପ୍ରଭାବିତ କରିପାରେ।