covid positive - The Sakala

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୧ ପଜିଟିଭ୍
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପାଇଛି। ଏକ ହଜାର ଉପରେ ରହୁଥିବା ବୈନିକ ସଂକ୍ରମଣ ମାମଲା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Covid-19 Report For 29th July

New Positive Cases: 981
Of which 0-18 years: 166
In quarantine: 575
Local contacts: 406

(Details of local contacts will be shared by concerned District)

1. Angul: 1
2. Balasore: 13
3. Bargarh: 44
4. Bhadrak: 12
5. Balangir: 22
6. Boudh: 10

— I & PR Department, Odisha (@IPR_Odisha) July 30, 2022

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୯୮୧ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ, ବରଗଡ଼ ଜିଲ୍ଲାରୁ ୪୪ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨ଜଣ, ବୌଦ୍ଧ ଜିଲ୍ଲାରୁ ୧୦ଜଣ, କଟକ ଜିଲ୍ଲାରୁ ୩୮ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୮ଜଣ, ଯାଜପୁର ଜିଲ୍ଲାରୁ ୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ଜଣ, କନ୍ଧମାଳ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୦ଜଣ, କୋରାପୁଟ ଜିଲ୍ଲାରୁ ୧୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୮୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮ଜଣ, ନୟାଗଡ଼ ଜିଲ୍ଲାରୁ ୨୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୦ଜଣ, ପୁରୀ ଜିଲ୍ଲାରୁ ୬ଜଣ, ରାୟଗଡ଼ା ଜିଲ୍ଲାରୁ ୮ଜଣ, ସମ୍ବଲପୁର ଜିଲ୍ଲାରୁ ୭୧ଜଣ, ସୋନପୁର ଜିଲ୍ଲାରୁ ୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୫୯ଜଣ, ଷ୍ଟେଟ ପୁଲ୍‌ରୁ ୩୨ଜଣ ରହିଛନ୍ତି ।

23. Nayagarh: 24
24. Nuapada: 10
25. Puri: 6
26. Rayagada: 8
27. Sambalpur: 71
28. Sonepur: 23
29. Sundargarh: 259
30. State Pool: 32

New recoveries: 1136
Cumulative tested: 32624009
Positive: 1312116
Recovered: 1296293
Active cases: 6632

— I & PR Department, Odisha (@IPR_Odisha) July 30, 2022

ସୂଚନାଯୋଗ୍ୟ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୧୨,୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୩୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨,୯୬, ୨୯୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୬,୨୪,୦୦୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ କୋଭିଡ ପଜିଟିଭ୍‌, ଟ୍ବିଟ କରି ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।

Just came to know that our Brand Ambassador Shahrukh Khan has been detected covid positive. Pray fastest recovery for the superstar. Get well Shahrukh! Spring back asap!

— Mamata Banerjee (@MamataOfficial) June 5, 2022

ଟ୍ବିଟରେ ମମତା ଲେଖିଛନ୍ତି ଯେ, ମୁଁ ଜାଣିବାକୁ ପାଇଲି ଯେ ଆମର ବ୍ରାଣ୍ଡ ଆମ୍ବାସାଡର ଶାହାରୁଖ ଖାନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁପରଷ୍ଟାରଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ସୁସ୍ଥ ହୋଇଯାଅ ଶାହାରୁଖ ବୋଲି ଟ୍ବିଟରେ ଲଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପୁଣି ଚିନ୍ତା ବଢାଇଲାଣି କରୋନା: ଦକ୍ଷିଣ କୋରିଆରେ ଚିହ୍ନଟ ହେଲେ ୬ଲକ୍ଷ୍ଯରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି କରୋନା । ଦକ୍ଷିଣ କୋରିଆ କରୋନାର ତୀବ୍ର ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳିଛି। ଗୁରୁବାର ଦକ୍ଷିଣ କୋରିଆରେ ୬ ଲକ୍ଷରୁ ଅଧିକ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି। ଯାହା ଦକ୍ଷିଣ କୋରିଆରେ ଦୈନିକ କୋଭିଡ୍‌ ସଂକ୍ରମଣରେ ରେକର୍ଡ।

କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି  ସୂଚନା ଅନୁଯାୟୀ, ଗୁରୁବାର ଦକ୍ଷିଣ କୋରିଆରେ ୬,୨୧ ,୩୨୮  ଦୈନିକ ନୂତନ କୋଭିଡ ମାମଲା ଚହ୍ନଟ ହୋଇଥିବା ବେଳେ ୪୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଗୋଟିଏ ଦିନରେ ୫୫  ପ୍ରତିଶତ ବୃଦ୍ଧି ଘଟିଛି। ନୂତନ ସଂକ୍ରମଣ ସହିତ ଦକ୍ଷିଣ କୋରିଆର ମୋଟ ମାମଲା ୮,୨୫୦, ୫୯୨ କୁ ବୃଦ୍ଧି ପାଇଛି ବୋଲି କେଡିସିଏ କହିଛି।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନଠାରୁ  ଦୈନିକ ସଂକ୍ରମଣ ବହୁତ ଅଧିକ ରହିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଏହା ପୂର୍ବରୁ ବୁଧବାର ଦିନ ଦକ୍ଷିଣ କୋରିଆ ୪,୦୦,୭୪୧ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୨୯୩ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ମାମଲା ବୃଦ୍ଧି ପରେ ଦକ୍ଷିଣ କୋରିଆ ସରକାର ପ୍ରତିବନ୍ଧକ ହଟାଇବେ ନା  ପୁନର୍ବାର ଜାରି ରହିବ ସେ ନେଇ ଶୁକ୍ରବାର  ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଭାରତରୁ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨, ୬ ଶିଶୁ ସମେତ ୧୬ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଏଥିରେ ୬ ଶିଶୁଙ୍କ ସମେତ ମୋଟ ୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସାରା ଦେଶରୁ ୫୩୦ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ବ୍ରିଟେନ, ଅଷ୍ଟ୍ରେଲିଆ, ଡେନମାର୍କରେ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଓମିକ୍ରନ ଭଳି ଦ୍ରୁତଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ଚିହ୍ନଟ ନ କଲେ ସଂକ୍ରମଣକୁ ରୋକିବା କାଠିକର ପାଠ ହେବ ବୋଲି କୁହାଯାଉଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଆରଟି-ପିସିଆର ପରୀକ୍ଷାରେ ଏହା ଧରାପଡୁନି। ଏଥୁଯୋଗୁଁ ଏହାକୁ ‘ଷ୍ଟିଲଥ’ ଅର୍ଥାତ୍‌ ପରୀକ୍ଷାକୁ ଚକ୍‌ମା ଦେଇପାରୁଥିବା ଭାରିଆଣ୍ଟ କୁହାଯାଉଛି।

ବ୍ରିଟେନ, ସ୍ବିଡେନ ଏବଂ ସିଙ୍ଗାପୁରରେ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ଏହି ଭାରିଆଣ୍ଟକୁ ପ୍ରଥମେ କେଉଁଠି ଚିହ୍ନଟ କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ରିଟେନ ସ୍ଵାସ୍ଥ୍ୟ ଏଜେନ୍ସି ଅନୁଯାୟୀ ୨୦୨୧ ଡିସେମ୍ବର ୬ରେ ଷ୍ଟିଲଥ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏହାର ୪୨୬ ମାମଲା ଚିହ୍ନଟ କରାଯାଇଛି । ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ତଦନ୍ତାଧିନ ଶ୍ରେଣୀରେ ରଖାଯାଇଛି। ଜେନେଟିକ ସିକ୍ରେଟିଂ ଦ୍ବାରା ବିଏ-୨ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିବ।

ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୦୫ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୦୫ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୮୬ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୫ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭୦୦୩ କୁ ବୃଦ୍ଧି ପାଇଥିବା ବେଳେ ୧୦୩୬୨୩୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୩୨୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 20th November

New Positive Cases: 205

Of which 0-18 years: 45

In quarantine: 119

Local contacts: 86

(Details of local contacts will be shared by concerned District)

1. Balasore: 5

2. Bargarh: 1

3. Balangir: 1

4. Boudh: 5

5. Cuttack: 10

6. Deogarh: 1

— I & PR Department, Odisha (@IPR_Odisha) November 21, 2021

New recoveries: 263

Cumulative tested: 23228186

Positive: 1047003

Recovered: 1036230

Active cases: 2327

— I & PR Department, Odisha (@IPR_Odisha) November 21, 2021

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୭, ସୁନ୍ଦରଗଡରୁ ୨୨, କଟକରୁ ୧୦ ଓ ଯାଜପୁରରୁ ୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫, ବୌଦ୍ଧରୁ ୫, ବାଲେଶ୍ୱରରୁ ୫, ନୟାଗଡରୁ ୪, ଜଗତସିଂହପୁରରୁ ୩, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୨, ଗଞ୍ଜାମରୁ ୧, ଦେବଗଡରୁ ୧, ବରଗଡରୁ ୧, ବଲାଙ୍ଗିରରୁ ୧, ପୁରୀରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

କୋଭିଡ ପଜିଟିଭ୍ ପରେ ମଧ୍ଯ ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି ସୁର ରାଉତରାୟ
ଭୁବନେଶ୍ୱର: କରୋନା ପଜିଟିଭି ଚିହ୍ନଟପରେ ମଧ୍ଯ କଟକଣା ମାନୁ ନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୋଭିଡ୍ ସଂକ୍ରମିତ ହେଲା ପରେ ଆଇସୋଲେନ ତ ଦୂରର କଥା ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି । କଂଗ୍ରେସ ଭବନ ବି ଯାଉଛନ୍ତି । କେବଳ ମୁହଁରେ ବାନ୍ଧିଛନ୍ତି ଗୋଟିଏ ଗାମୁଛା । କୋଭିଡ୍ ଭଳି ଭୟଙ୍କର ଭାଇରସକୁ ବେଖାତିର କରୁଥିବା ନଜରରେ ଆସିଛନ୍ତି ଜଟଣୀ ବିଧାୟକ ।

ସେ ଏବେ କରୋନା ଭାଇରସର ସୁପର ସ୍ପ୍ରେଡର୍ ପାଲଟିଛନ୍ତି । ବୁଧବାର ବିଧାୟକ ଓ ତାଙ୍କ ପତ୍ନୀ ମାନୀ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବିଧାୟକ ସର୍ବଦା କରୋନାକୁ ଅଣଦେଖା କରୁଥିବା ନଜିର ରହିଥିଲା । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପସନ୍ଦ କରୁନଥିଲେ । ପ୍ରାୟତ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଥିଲା । ଏବେ ସେ ପଜିଟିଭ୍ ଚିହ୍ନଟ ହେଲା ପରେ ଆହୁରି ବଢି ଯାଇଚି ଚିନ୍ତା । ନା ଆଇସୋଲେସନରେ ରହୁଛନ୍ତି ନା ଡାକ୍ତରଙ୍କ ପରାମର୍ଶ ମାନୁଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬୨ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୦୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୫୪୭୧ କୁ ବୃଦ୍ଧି ପାଇଥିବା ବେଳେ ୧୦୩୪୩୦୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୭୪୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 13th November

New Positive Cases: 262

Of which 0-18 years: 42

In quarantine: 153

Local contacts: 109

(Details of local contacts will be shared by concerned District)

1. Balasore: 12

2. Bargarh: 1

3. Bhadrak: 5

4. Cuttack: 21

5. Deogarh: 3

6. Dhenkanal: 5

— I & PR Department, Odisha (@IPR_Odisha) November 14, 2021

20. Sundargarh: 6

21. State Pool: 31

New recoveries: 309

Cumulative tested: 22839154

Positive: 1045471

Recovered: 1034300

Active cases: 2741

— I & PR Department, Odisha (@IPR_Odisha) November 14, 2021

ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୪୪୧ ନୂଆ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୪୧ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୮ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୭୯୬୪ କୁ ବୃଦ୍ଧି ପାଇଥିବା ବେଳେ ୧୦୨୫୦୨୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୫୮୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୫ ଜଣ ପଜିଟିଭ ରହିଛନ୍ତି।

Covid-19 Report For 22nd October

New Positive Cases: 441

Of which 0-18 years: 75

In quarantine: 253

Local contacts: 188

(Details of local contacts will be shared by concerned Dist Administration)

1. Angul: 3

2. Balasore: 6

3. Bargarh: 5

4. Bhadrak: 13

5. Balangir: 2

— I & PR Department, Odisha (@IPR_Odisha) October 23, 2021

23. Puri: 7

24. Rayagada: 10

25. Sambalpur: 18

26. Sundargarh: 14

27. State Pool: 50

New recoveries: 603

Cumulative tested: 21451263

Positive: 1037964

Recovered: 1025025

Active cases: 4581

— I & PR Department, Odisha (@IPR_Odisha) October 23, 2021

ମାସ୍କ ଜଣାଇବ ଆପଣଙ୍କୁ କରୋନା ହୋଇଛି କି ନାହିଁ
କରୋନା ମହାମାରୀ  ବିରୋଦ୍ଧରୋ ସାରା ଦେଶ ଲଢୁଛି । କରୋନାକୁ ହରାଇବା ପାଇଁ  ଟିକାକରଣ ଜୋରଦାର କରାଯାଇଛି। ଟିକାନେଲେ ମଧ୍ଯ କରୋନାକୁ ହରାଇବା ପାଇଁ ମାସ୍କ ମୁଖ୍ଯ ଅସ୍ତ୍ର ପାଲଟିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନେକ ପ୍ରକାରର ଫେସ୍ ମାସ୍କ ମଧ୍ୟ ବଜାରକୁ ଆସିଛି।  ଟିକା ପରେ ମଧ୍ୟ ଲୋକଙ୍କ ମନରେ କରୋନାର ତୃତୀୟ ତରଙ୍ଗର  ଭୟ ରହିଛି। ଏଭଳି ପରିସ୍ଥିତିରେ ଫେସ୍ ମାସ୍କ  ବ୍ଯବହାର କରିବାସହ କୋଭିଡ କଟକଣାମାନି ଚଳିବା ଅତ୍ଯନ୍ତ ଜରୁରୀ ।

କରୋନା ହୋଇଛି କି ନାହିଁ ଜାଣିବା ପାଇଁ  ଆରଟିପିସିଆ ଓ ଆଣ୍ଟିଜେନ ଟେଷ୍ଟ କରାଯାଇଥାଏ। ହେଲେ ବଜାରକୁ ଏମିତି ଏକ ଫେସ ମାସ୍କ ଆସିବାକୁ ଯାଉଛି ଯହା ଆପଣକୁ ସୂଚନା ଦେବ କରୋନା ହୋଇଛି କି ନାହିଁ।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୱାଇସ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ଅନୁପ୍ରାଣିତ ଇଞ୍ଜିନିୟରିଂ ଏକ ଫେସ୍ ମାସ୍କ ପ୍ରସ୍ତୁତ କରିଛନ୍ତି। ଯାହା କରୋନା ସଂକ୍ରମଣ ବିଷୟରେ ସୂଚନା ଦେବାକୁ ସକ୍ଷମ। ଏହି ଫେସ୍ ମାସ୍କରେ ବାୟୋସେନ୍ସର୍ ବ୍ୟବହୃତ ହୋଇଛି ଯାହା ନିଶ୍ୱାସ ସାହାଯ୍ୟରେ କରୋନା ହୋଇଛି କି ନାହିଁ ଚିହ୍ନଟ କରିବାରେ ସାହାଯ୍ୟ କରେ।

ରିପୋର୍ଟ ଅନୁଯାୟୀ, ଏହି ମାସ୍କରେ ବାୟୋମୋଲ୍ୟୁକୁଲ୍ ଚିହ୍ନଟ ପାଇଁ ଏକ ସିନ୍ଥେଟିକ୍ ବାୟୋଲୋଜି ସେନ୍ସର ଦିଆଯାଇଛି। ଏହି ଅନୁସନ୍ଧାନ ନେଚର ବାୟୋଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ବାୟୋସେନ୍ସର୍ ମାସ୍କ ଡିଜାଇନ୍ KN95 ଫେସ୍ ମାସ୍କ ପରି ପ୍ରସ୍ତୁତ କରାଯାଇଛି।  ଏହି ମାସ୍କ ମାଧ୍ୟମରେ  ୯୦ ମିନିଟ ମଧ୍ଯରେ ଚିହ୍ନଟ ହୋଇପାରେ ଯେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନାହିଁ।

ଏହି ମାସ୍କରେ ଦିଆଯାଇଥିବା ସେନ୍ସର ସର୍ବଦା ସକ୍ରିୟ ନୁହେଁ। ଯଦି ପରୀକ୍ଷା କରିବାକୁ ଚାହାଁନ୍ତି ତେବେ ଦିଆଯାଇଥିବା ଏକ ବଟନ୍ ସାହାଯ୍ୟରେ ସେନ୍ସରକୁ ସକ୍ରିୟ କରିବାକୁ ପଡିବ। ଏହା ପରେ ଆପଣ ରିଡଆଉଟ୍ ଷ୍ଟ୍ରିପ୍ ମାଧ୍ୟମରେ ୯୦ ମିନିଟ୍ ମଧ୍ୟରେ ଫଳାଫଳ ପାଇବେ। ଏହାର ସଠିକତା RT PCR ର ଫଳାଫଳ ପରି ଦାବି କରାଯାଇଛି।

ଅନୁସନ୍ଧାନରେ ଜଡିତ ଥିବା ପିଟର ଗୁଏନ କହିଛନ୍ତି ଯେ, ଏହି ମାସ୍କ ମାଧ୍ୟମରେ ଏକ ଛୋଟ ମାସ୍କରେ ଏକ ସମ୍ପୂର୍ଣ୍ଣ ଲ୍ୟାବକୁ ରଖାଯାଇଛି। ଏହି ମାସ୍କରେ ବ୍ୟବହୃତ ସିନ୍ଥେଟିକ୍ ବାୟୋଲୋଜି ସେନସର ଆକାର ବହୁତ ଛୋଟ। ଏହା ଅନ୍ୟ କୌଣସି ମାସ୍କରେ ମଧ୍ୟ ବ୍ୟବହାର କରାଯାଇପାରେ । କରୋନା ବ୍ୟତୀତ ଏହି ସେନ୍ସର ଅନ୍ୟ କୌଣସି ଭୂତାଣୁ, ବ୍ଯାକ୍ଟେରିଆ ଇତ୍ୟାଦି ମଧ୍ୟ ଚିହ୍ନଟ କରିପାରିବ। ଅନୁସନ୍ଧାନକାରୀ ଦଳ ଏହି ମାସ୍କକୁ ବଜାରକୁ ଆଣିବା ପାଇଁ  ପ୍ରୟାସ ଚଳାଇଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କୋଭିଡ ଆକ୍ରାନ୍ତ
ଭଦ୍ରକ :ଓଡିଶା ବିଧାନସଭା ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ବିଧାୟକ ବିଷ୍ଣୁ ସେଠୀ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ପରିବାର ସୂତ୍ରରୁ ହସ୍ତଗତ ସୂଚନାନୁଯାୟୀ, ପ୍ରଥମେ ଶ୍ରୀ ସେଠୀ ଷ୍ଟୋନ ଜନୀତ ରୋଗର ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ପରେ ପଜିଟିଭ ଚିନ୍ହଟ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସୁଗର ଲେବୁଲ ଅଧିକ ରହିଥିବା ଜଣାଯାଇଛି ।

ଆଜି ପୁଣି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଆକ୍ରାନ୍ତ, ୨୪ ଘଣ୍ଟାରେ ୧୨ ହଜାର ୮୫୨ ଜଣ ପଜିଟିଭ୍
ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ କମିବାର ନା ଧରୁନି । ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସହରଠୁ ଗାଁ ଆଉ ସାହି ସବୁଠି ଭର୍ତ୍ତି ହୋଇ ଗଲେଣି ରୋଗୀ । ଥଣ୍ଡା, ଜ୍ୱର, କାଶ ଭଳି କରୋନାର ଲକ୍ଷଣ ଏବେ ସବୁଠି ବଢି ଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗଞ୍ଜାମରୁ ୩୪୦ ଜଣ, ଜଗତସିଂହପୁରରୁ ୩୦୦ ଜଣ, ଯାଜପୁରରୁ ୩୩୭ ଜଣ, ଝାରସୁଗୁଡାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳରୁ ୧୦୪ ଜଣ, କେନ୍ଦ୍ରାପଡାରୁ ୨୮୫ ଜଣ, କେଉଁଝରରୁ ୧୮୦ ଜଣ, ଖୋର୍ଦ୍ଧାରୁ ୧୯୦୯ ଜଣ, କୋରାପୁଟରୁ ୨୭୨ ଜଣ, ମାଲକାନଗିରିରୁ ୧୧୪ ଜଣ, ମୟୁରଭଞ୍ଜରୁ ୫୮୬ ଜଣ, ନବରଙ୍ଗପୁରରୁ ୩୪୪ ଜଣ, ନୟାଗଡ଼ରୁ ୩୩୧ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୪୭୨ ଜଣ, ରାୟଗଡାରୁ ୧୯୮ ଜଣ, ସମ୍ୱଲପୁରରୁ ୩୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା । କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାୟକ । ସୂଚନା ମୁତାବକ ବର୍ତ୍ତମାନ ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି ।

କୋଭିଡ ସଂକ୍ରମିତ ହୋଇ ସେ ଏପ୍ରିଲ ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨୬ରେ କୋଭିଡ ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ । ଏପଟେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଥିସହ ରାଜ୍ୟର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ଓ ଏମ୍‌ସ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା କରି କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେନେଇ ପରାମର୍ଶ ଦେଇଛନ୍ତି ।