Khallikote University - The Sakala

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଲାଗି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି
ଭୁବନେଶ୍ୱର: ନୂତନ ମାନ୍ୟତା ପାଇଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟି କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି କରାଯାଇଛି। ଓଡ଼ିଆ, ବାଣିଜ୍ୟ, ନୃତତ୍ୱ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଆଦି ୧୬ଟି ବିଭାଗରେ ଜଣେ ଲେଖାଏଁ ପ୍ରାଧ୍ୟାପକ, ୨ ଲେଖାଏଁ ସହକାରୀ ପ୍ରାଧ୍ୟାପକ ଓ ୪ ଜଣ ଲେଖାଏଁ ସହଯୋଗୀ ପ୍ରାଧ୍ୟାପକ ପଦ ସୃଷ୍ଟି କରାଯାଇଛି। ତେବେ ବିଶ୍ୱବିଦ୍ୟାଳୟରେ ମୋଟ୍‌‌ ୧୬ ପ୍ରାଧ୍ୟାପକ, ୩୨ ଜଣ ସହକାରୀ ପ୍ରାଧ୍ୟାପକ ଓ ୬୪ କଣ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତ ହେବେ।

ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ସର୍ବପୂରାତନ କଲେଜ ହେଉଛି ଖଲ୍ଲିକୋଟ ଅଟୋନମସ କଲେଜ୍। ଏହି କଲେଜର ଛାତ୍ରଛାତ୍ରୀ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଦକ୍ଷିଣ ଓଡ଼ିଶା ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।