Piyush Tripathy - The Sakala

ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି, ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ
ଭୁବନେଶ୍ୱର: ହଟିଲା କଟକଣା, ପୁଣି ମଞ୍ଚ ଦୁଲୁକେଇବେ ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରା ମଞ୍ଚ ଚଢ଼ିବାକୁ ପୀୟୂଷଙ୍କୁ ଅନୁମତି ମିଳିଛି । ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା କହିଛନ୍ତି ପୀୟୂଷଙ୍କ ଓକିଲ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ । ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି।  ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ଚୁକ୍ତି ଖିଲାପ ଅଭିଯୋଗରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ରୋକ ଲଗାଯାଇଥିଲା । ଏବେ ତାଙ୍କ ଉପରୁ କଟକଣା ହଟିଛି ।

୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ, ଦର୍ଶକ ଉତ୍ସାହିତ
ଯାଜପୁର: ଯାତ୍ରା ପେଣ୍ଡାଲକୁ ଫେରିଲେ ପୀୟୂଷ ତ୍ରିପାଠୀ । ପ୍ରାୟ ୬ ମାସ ପରେ ମଞ୍ଚକୁ ଚଢିଲେ ଲୋକପ୍ରିୟ ଯାତ୍ରା କଳାକାର ତଥା ଜଲିଉଡ୍ ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। ବାଦ ବିବାଦ ପରେ ପ୍ରଥମ ଥର ଯାତ୍ରା ମଞ୍ଚରେ ପୀୟୂଷଙ୍କୁ ଦେଖିବାକୁ ମିଳିଛି । ଯାତ୍ରା ସିଂହ ବାହିନୀ ତରଫରୁ ଗତକାଲି ମଞ୍ଚସ୍ଥ ହୋଇଥିବା 'ତୁ ମୋ ବଜରଂଗୀ' ନାଟକରେ ପୀୟୁଷ ମଞ୍ଚ ଚଢ଼ିଛନ୍ତି। ଯାଜପୁର ଚଣ୍ଡିଖୋଲରେ ଯାତ୍ରା ଆୟୋଜିତ ହୋଇଥିବାବେଳେ ଦମଦାର ଏଣ୍ଟ୍ରି କରିଥିଲେ ପୀୟୂଷ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକଙ୍କ ଭିତରେ ମଞ୍ଚରେ ନିଜର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ ପୀୟୂଷ।

ପୁଣି ଅଡୁଆରେ ଯାତ୍ରା ଅଭିନେତା ପୀୟୂଷ, ଯାତ୍ରା ମାଲିକଙ୍କ ସହିତ ନାଟକ ବର୍ଷର ଚୁକ୍ତିକୁ ନେଇ ବିବାଦ
ଭୁବନେଶ୍ୱର: ପୁଣି ଅଡୁଆରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ପୁଣି ବିବାଦ। ଯାତ୍ରା ମାଲିକଙ୍କ ସହିତ ନାଟକ ବର୍ଷର ଚୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଅପେରା ସୂର୍ଯ୍ଯ ମନ୍ଦିର ପାର୍ଟି ସହିତ ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ଲାଗି ଚୁକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମାଲିକ ପ୍ରମୋଦ କୁମାର ସ୍ବାଇଁ। ୨୦୨୫-୨୬ ଯାତ୍ରା ବର୍ଷ ଲାଗି ଯାତ୍ରା ସିହଂବାହିନୀକୁ ଯିବା ନେଇ ଗଣ ମାଧ୍ଯମରେ ପୀୟୂଷ କହିବା ପରେ ବିବାଦ ଦେଖା ଦେଇଛି।

୨୦୨୫-୨୬ ଲାଗି ଅପେରା ସୂର୍ଯ୍ଯ ମନ୍ଦିରରେ ସେ ଅଭିନୟ କରିବେ ବୋଲି କହିଛନ୍ତି ମାଲିକ ପ୍ରମୋଦ କୁମାର ସ୍ବାଇଁ । କେବଳ ପୀୟୂଷ ନୁହେଁ ଅନ୍ଯ କଳାକାର ମଧ୍ଯ ଚୁକ୍ତି କରି ଅଗ୍ରୀମ ଟଙ୍କା ନେଇଛନ୍ତି। ଏପରିକି ଖଣ୍ଡଗିରି ଯାତ୍ରା ମହାସମରରେ ନିଜେ ପୀୟୂଷ ‘ହାଇଦର’ ନାଟକର ପାର୍ଟ-୨ ‘ସତ୍ଯ ମେବ ଜୟେତ’ରେ ଅଭିୟନ କରିବା ନେଇ ଘୋଷଣା କରିଥିଲେ। ଏହା ପରେ ଏକାଧିକ କମିଟି ମଧ୍ଯ ଆସନ୍ତା ବର୍ଷ ଲାଗି ବୁକିଂ କରିଛନ୍ତି। ଦୁଇ ବର୍ଷିଆ ଚୁକ୍ତି ଥାଇ ପାର୍ଟି ଛାଡିଲେ ଆଇନ ଅନୁସାରେ ପଦକ୍ଷେପ ନେବୁ ବୋଲି ମାଲିକ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି।