IFS Officer - The Sakala

IFS ସ୍ତରରେ ବଡ ଧରଣର ଅଦଳବଦଳ
ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫଏସ) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ବୁଧବାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ବିଜ୍ଞପ୍ତି ଅନୁଯାୟୀ ଏସ୍‍.କେ ପୋପଲି ପିସିସିଏଫ୍‍(କେନ୍ଦୁଲିଫ୍‍), ଉମାନନ୍ଦୁରୀ ଏପିସିସିଏଫ(ଏଫ୍‍ସି) ସହ ଓମବାଡସିର ସିଇ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ପ୍ରେମ୍‍ କୁମାର ଝା ଏପିସିସିଏଫ(ପିପିଏଣ୍ଡଏ) ସହ କାମ୍ପାର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ, ରମେଶ ସେଠୀଙ୍କୁ ପିସିସିଏଫ୍‍ ଅଫିସରେ ସିସିଏଫ୍‍, ଅମିତାଭ ବ୍ରହ୍ମାଙ୍କୁ ସିସିଏଫ(ପିଏ) ଏବଂ ଡବ୍ଲ୍ୟୁଏଫ୍‍ପିର ପିଡି, ସୁଦର୍ଶନ ପାତ୍ରଙ୍କୁ କଟକ ସର୍କଲ ସିଏଫ୍‍(କେଏଲ),ଅଶ୍ୱିନୀ କୁମାର କରଙ୍କୁ ଆରସିସିଏଫ୍‍(ଭବାନୀପାଟଣା), ଅରୁଣ କୁମାର ମିଶ୍ର, ଆରସିସିଏଫ୍‍(ରାଉରକେଲା), ସୁଦୀପ ନାୟକଙ୍କୁ ଅନୁଗୁଳୁ ଓଏଫ୍‍ଆରସିର ନିର୍ଦ୍ଦେଶକ, ପ୍ରସନ୍ନ ସାହୁଙ୍କୁ ସିଏଫ୍‍(କେଏଲ), ସମ୍ବଲପୁର ଏବଂ ମିହିର କୁମାର ବିଶ୍ୱାଳଙ୍କୁ ପିସିସିଏଫ୍‍ ଅଫିସରେ ସିଏଫ୍‍ ଭାବେ ଦାୟିତ୍ୱ ମିଳିଛି।

ସେହିପରି କେଦାର କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସାହୁଙ୍କୁ ପିସିସିଏଫ୍‍ ସିଏଫ୍‍, ବିକାଶ ରଞ୍ଜନ ଦାସ ଓ ସତ୍ୟନାରାୟଣ ବେହୁରାଙ୍କୁ ପିସିସିଏଫ୍‍(ୱାଇଲ୍ଡ ଲାଇଫ୍‍)ର ସିଏଫ୍‍, ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ପିସିସିଏଫ୍‍ର ସିଏଫ୍‍ ଭାବେ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ ହର୍ଷବର୍ଦ୍ଧନ ଉଗାତାଙ୍କୁ ପିସିସିଏଫ୍‍ର ଡିସିପି(ମୁଖ୍ୟାଳୟ), ସଞ୍ଜିତ କୁମାରଙ୍କୁ ନନ୍ଦନକାନନ ଉପନିର୍ଦ୍ଦେଶକ, ସଞ୍ଜୟ କୁମାର ସ୍ୱାଇଁଙ୍କୁ ଡିଏଫଓ କଟକ, ଭି.ନୀନାନବାରଙ୍କୁ ସମ୍ବଲପୁର ଡିଏଫଓ ଭାବେ ଦାୟିତ୍ୱ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଯଜ୍ଞଦତ୍ତ ପତିଙ୍କୁ ରାଜନଗର ୱାଇଲ୍ଡ ଲାଇଫ୍‍ର ଡିଏଫଓ, ନୀତିଶ କୁମାରଙ୍କୁ ବଲାଙ୍ଗୀର ଡିଏଫଓ, ମିରାସ ପି ଦେବୀଦାସଙ୍କୁ ସୁନ୍ଦରଗଡ଼ ଡିଏଫଓ ଏବଂ ସନ୍ଦୀପ ସେଠୀଙ୍କୁ କଳାହାଣ୍ଡି ଡିଏଫଓ ଭାବେ ନୂତନ ଦାୟିତ୍ୱ ମିଳିଛି।

IFS ଅଫିସର ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ମନୋଭାବ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଫଏସ୍ ଅଫିସର ହେଉଛନ୍ତି ଅଭୟକାନ୍ତ ପାଠକ । ଯାହାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ । ଯାହା ଫଳରେ ଅଭୟଙ୍କୁ ବାଧ୍ୟତାମୂଳକ ଅବସର ଦେବାର ପଥ ପରିଷ୍କାର ହୋଇଛି ।

ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ ପାଠକ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ । ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି । ଏବେ ସେ ଜେଲରେ ଅଛନ୍ତି ।