KGF Chapter 2 - The Sakala
ବେଙ୍ଗାଲୁରୁ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । କେଜିଏଫ୍ ଚାପ୍ଟର ୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କର ଆକସ୍ମିକ ଦେହାନ୍ତ କର୍ଣ୍ଣାଟକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି ।
ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ | ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ରେକର୍ଡ ଭାଙ୍ଗୁଛି କେଜିଏଫ: ରାତି ୩ଟାରୁ ଆରମ୍ଭ ହେବ ଫାଷ୍ଟ ଡେ- ଫାଷ୍ଟ ଶୋ, ରିଲିଜ ପୂର୍ବରୁ ୧୭କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ୍ ବିକ୍ରି
ମୁମ୍ୱାଇ: ରିଲିଜ୍ ପୂର୍ବରୁ ଧୁମ୍ ମଚାଇଛି କେଜିଏଫ୍-୨ । ଅନୁମାନ କରାଯାଇଛି ଯେ, କୋଭିଡ ପରବର୍ତ୍ତୀ ସମୟରେ ରିଲିଜ୍ ହୋଇଥିବା ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ ଏହି ଚଳଚ୍ଚିତ୍ର । ଏପ୍ରିଲ ୧୪ରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଥିବା ବେଳେ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । ତେବେ କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି ।
ସାଧାରଣତଃ ଫାଷ୍ଟ ଡେ,ଫାଷ୍ଟ ଶୋ’ କଥା କହିଲେ, ଆପଣଙ୍କ ମନକୁ ଆସିବ ସକାଳ ୯ଟାରେ ଆରମ୍ଭ ହେଉଥିବା ଶୋ’ । କିନ୍ତୁ ଏହି ଚଳଚ୍ଚିତ୍ର ପାହାନ୍ତିଆରେ ରିଲିଜ୍ ହେବ । ଅର୍ଥାତ ସକାଳ ୩ଟାରୁ ଆରମ୍ଭ ହେବ ଏହାର ଫାଷ୍ଟ ଡେ, ଫାଷ୍ଟ ଶୋ’ । ତେବେ କର୍ଣ୍ଣାଟକରେ ଏହି ଶୋ’ର ବୁକିଂ ସରିଯାଇଛି ।
ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା କେଜିଏଫ୍-୨ର ବୁକିଂ ୧୨ ଘଣ୍ଟା ମଧ୍ୟରେ ୧.୭ଲକ୍ଷ ଟିକେଟ୍ ବୁକିଂ ହୋଇସାରିଛି । ଅର୍ଥାତା କନ୍ନଡ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ବାବଦକୁ ୩.୩୫କୋଟି ଟଙ୍କା ଓ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ସାଢ଼େ ୧୦ କୋଟି ଟଙ୍କା, ମାଲାୟାଲମରେ ୧.୮୦କୋଟି, ତେଲୁଗୁରେ ୪ଲକ୍ଷ, ତାମିଲରେ ୧.୯୦କୋଟି ଟଙ୍କା ଆୟ ହୋଇଛି । ମୋଟ ୧୭.୨୪ କୋଟି ଟଙ୍କା ରିଲିଜ୍ ପୂର୍ବରୁ ଆୟ କରିସାରିଛି କେ.ଜି.ଏଫ୍ -୨ ଚଳଚ୍ଚିତ୍ର ।
ଖବର ଅନୁଯାୟୀ, ୟସ୍ ରାଜ୍ ଫିଲ୍ମ ବ୍ୟାନ୍‌ରେ ନିର୍ମିତ ସିନେମା ଓ୍ୱାର ନାମରେ ସର୍ବାଧିକ ପ୍ରି ବୁକିଂର ରେକର୍ଡ ରହିଥିବା ବେଳେ ଏହା ପଛକୁ ବାହୁବଳୀ ରହିଛି । ମୋଟ ୩୨.୫କୋଟି ଟଙ୍କା ଓ୍ୱାର ସିନେମା ଆୟ କରିଥିବା ବେଳେ ବହୁବଳୀ-୨ ଏବଂ ଟାଇଗର ଜିନ୍ଦା ହେ ଚଳଚ୍ଚିତ୍ର ରହିଛି । ତେବେ କେଜିଏଫ୍ ପାର୍ଟ ୧ ନାମରେ ମଧ୍ୟ ବହୁ ରେକର୍ଡ ରହିଛି । ଯେମିତିକି ଥରକେ ୫ଟି ଭାଷାରେ ରିଲିଜ୍ ହୋଇଥିଲା ଏହି ଚଳଚ୍ଚିତ୍ର ।
କେଜିଏଫ-୨କୁ ନେଇ ବଡ ଘୋଷଣା କଲେ ସୁପରଷ୍ଟାର ୟଶ, ନୂଆ ପୋଷ୍ଟର ସହ ସେୟାର କଲେ ରିଲିଜ ତାରିଖ
ମୁମ୍ବାଇ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍- ୨’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ନିର୍ମାତା ପ୍ରଶଂସକଙ୍କ ମାନଙ୍କ ଉତ୍ସାହକୁ ନଜରରେ ରଖି ନୂଆ ରିଲିଜ୍‌ ତାରିଖ ସାମ୍ନାକୁ ଆଣିଛନ୍ତି।   କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି। ଫିଲ୍ମରେ ମୁଖ୍ୟ ନାୟକ ଭୁମିକାରେ ଥିବା ୟାସ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଫିଲ୍ମ ରିଲିଜର ତାରିଖ ଘୋଷଣା କରିଛନ୍ତି । ଆଉ ଏହି ତାରିଖ ଘୋଷଣା ପରେ ସିନେପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ଦୀର୍ଘଦିନ ହେବ କେଜିଏଫ-୨ର ରିଲିଜ ତାରିଖକୁ ନେଇ ସସପେନ୍ସରେ ଥିଲେ ସିନେପ୍ରେମୀ । ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ପ୍ରତିଜ୍ଞା ଅନୁଯାୟୀ ହେବ। ଆମେ ୧୪ ଏପ୍ରିଲ ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବୁ। ‘ୟଶଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସୋସିଆଲ  ମିଡିଆରେ ଭାଇରାଲ ହେବାରେ ଲାଗିଛି।
The uncertainties of today will only delay our resolve, but the eventuality is as promised.We will be out in theaters on april 14th 2022.#KGF2onApr14@prashanth_neel @VKiragandur @hombalefilms @duttsanjay @TandonRaveena @SrinidhiShetty7 pic.twitter.com/2FPTknM7Nb
— Yash (@TheNameIsYash) August 22, 2021
କେବଳ କେଜିଏଫ-୨ର ନାୟକ  ୟାସ୍ ନୁହଁନ୍ତି ଖଳନାୟକ ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ନୂଆ ଫଟୋ ଥିବା ପୋଷ୍ଟର ସେୟାର କରିଛନ୍ତି । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଛନ୍ତି । ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିବାକୁ ଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି।
The uncertainties of today will only delay our resolve, but the eventuality is as promised. We will be out in theaters on April 14th 2022. #KGF2onApr14@TheNameIsYash @prashanth_neel @hombalefilms @VKiragandur @HombaleGroup @TandonRaveena @SrinidhiShetty7 @JoinPrakashRaj pic.twitter.com/hHeVE7bndJ
— Sanjay Dutt (@duttsanjay) August 22, 2021
କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଉତ୍ସାହିତ। ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ୨୦୧୮ରେ କେଜିଏଫର ପ୍ରଥମ ପାର୍ଟ ରିଲିଜ ହୋଇଥିଲା । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ ।
‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା
ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।
ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।
ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।