KGF 2 - The Sakala
ବେଙ୍ଗାଲୁରୁ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ୨’ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି । କେଜିଏଫ୍ ଚାପ୍ଟର ୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କର ଆକସ୍ମିକ ଦେହାନ୍ତ କର୍ଣ୍ଣାଟକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଛି ।
ମୋହନ ଜୁନେଜା ଜଣେ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | କେଜିଏଫରେ ସେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ | ସେ ଏହାପୂର୍ବରୁ ଅନେକ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷା ଫିଲ୍ମରେ କାମ କରିଥିଲେ । ମୋହନ ଜୁନେଜା ୧୦୦ ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
‘କେଜିଏଫ୍-୨’ କ୍ରେଜ୍‌ : ବାହାଘର କାର୍ଡରେ ଫିଲ୍ମର ସଂଳାପ
କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସ୍‌ରେ ସୁନାମି ଆଣିଛି। ‘କେଜିଏଫ୍‌-୨’ ଏବେ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଆଡଭାନ୍ସ ବୁକିଂ ମାମଲାରେ ଏହା ‘ବାହୁବଳୀ-୨’ ଓ ‘ଆର୍‌ଆର୍‌ଆର୍‌’ର ରେକର୍ଡ ଭାଙ୍ଗି ସାରିଛି। ସାରା ଦେଶରେ ଏବେ ‘କେଜିଏଫ୍’ କ୍ରେଜ୍। ୟଶ୍‌ଙ୍କ  ଅଭିନୟ,ଷ୍ଟାଇଲ୍‌ ଓ ଡାଇଲଗ୍‌ର ସମସ୍ତେ ଏବେ ଦିୱାନା। ୟଶ୍‌ଙ୍କ ଲୋକପ୍ରିୟତା ଆଗରେ ରାତାରାତି ବହୁତ ପଛକୁ ପଳାଇଛନ୍ତି ବଲିଉଡ୍‌ର ଆଗଧାଡ଼ିର ନାୟକମାନେ। ତେବେ ‘କେଜିଏଫ୍‌-୨’ରେ ରକି ଭାଇ (ୟଶ୍‌)ଙ୍କ ପ୍ରସିଦ୍ଧ ସଂଳାପ ‘ଭାଓଲେନ୍ସ…ଭାଓଲେନ୍ସ…ଭାଓଲେନ୍ସ’ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।
ଏବେ ରକି ଭାଇଙ୍କ ଏହି ପ୍ରସିଦ୍ଧ ସଂଳାପର ଝଲକ ବିବାହ ନିମନ୍ତ୍ରଣ ପତ୍ରରେ ଦେଖିବାକୁ ମିଳିଛି। ଏହି ନିମନ୍ତ୍ରଣ ପତ୍ରଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ମେ’ ୧୩ରେ କର୍ଣ୍ଣାଟକର ବେଲେଗବିରେ ଶ୍ବେତା ନାମ୍ନୀ ଜଣେ  ଯୁବତୀ ଚନ୍ଦ୍ରଶେଖର ନାମକ ଜଣେ ଯୁବକଙ୍କୁ ବିବାହ କରିବେ। ବର ଜଣକ ୟଶ୍‌ଙ୍କ ପ୍ରସିଦ୍ଧ ସଂଳାପକୁ କିଛି ଏହିପରି ଅନ୍ଦାଜରେ କାର୍ଡରେ ଲେଖିଛନ୍ତି, ‘ବାହାଘର…ବାହାଘର…ବାହାଘର, ମୋତେ ପସନ୍ଦ ନୁହେଁ, ମୁଁ ଟାଳି ଚାଲିଥିଲି। କିନ୍ତୁ ମୋ ସମ୍ପର୍କୀୟଙ୍କୁ ବିବାହ ପସନ୍ଦ, ତେଣୁ ମୁଁ ଏହାକୁ ଟାଳି ପାରିବି ନାହିଁ। ’
କେଜିଏଫ-୨କୁ ନେଇ ବଡ ଘୋଷଣା କଲେ ସୁପରଷ୍ଟାର ୟଶ, ନୂଆ ପୋଷ୍ଟର ସହ ସେୟାର କଲେ ରିଲିଜ ତାରିଖ
ମୁମ୍ବାଇ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍- ୨’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ନିର୍ମାତା ପ୍ରଶଂସକଙ୍କ ମାନଙ୍କ ଉତ୍ସାହକୁ ନଜରରେ ରଖି ନୂଆ ରିଲିଜ୍‌ ତାରିଖ ସାମ୍ନାକୁ ଆଣିଛନ୍ତି।   କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି। ଫିଲ୍ମରେ ମୁଖ୍ୟ ନାୟକ ଭୁମିକାରେ ଥିବା ୟାସ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଫିଲ୍ମ ରିଲିଜର ତାରିଖ ଘୋଷଣା କରିଛନ୍ତି । ଆଉ ଏହି ତାରିଖ ଘୋଷଣା ପରେ ସିନେପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ଦୀର୍ଘଦିନ ହେବ କେଜିଏଫ-୨ର ରିଲିଜ ତାରିଖକୁ ନେଇ ସସପେନ୍ସରେ ଥିଲେ ସିନେପ୍ରେମୀ । ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ପ୍ରତିଜ୍ଞା ଅନୁଯାୟୀ ହେବ। ଆମେ ୧୪ ଏପ୍ରିଲ ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବୁ। ‘ୟଶଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସୋସିଆଲ  ମିଡିଆରେ ଭାଇରାଲ ହେବାରେ ଲାଗିଛି।
The uncertainties of today will only delay our resolve, but the eventuality is as promised.We will be out in theaters on april 14th 2022.#KGF2onApr14@prashanth_neel @VKiragandur @hombalefilms @duttsanjay @TandonRaveena @SrinidhiShetty7 pic.twitter.com/2FPTknM7Nb
— Yash (@TheNameIsYash) August 22, 2021
କେବଳ କେଜିଏଫ-୨ର ନାୟକ  ୟାସ୍ ନୁହଁନ୍ତି ଖଳନାୟକ ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ନୂଆ ଫଟୋ ଥିବା ପୋଷ୍ଟର ସେୟାର କରିଛନ୍ତି । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଛନ୍ତି । ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିବାକୁ ଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି।
The uncertainties of today will only delay our resolve, but the eventuality is as promised. We will be out in theaters on April 14th 2022. #KGF2onApr14@TheNameIsYash @prashanth_neel @hombalefilms @VKiragandur @HombaleGroup @TandonRaveena @SrinidhiShetty7 @JoinPrakashRaj pic.twitter.com/hHeVE7bndJ
— Sanjay Dutt (@duttsanjay) August 22, 2021
କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଉତ୍ସାହିତ। ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ୨୦୧୮ରେ କେଜିଏଫର ପ୍ରଥମ ପାର୍ଟ ରିଲିଜ ହୋଇଥିଲା । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ ।
ସଞ୍ଜୟଙ୍କ ଯୋଗୁଁ ଅଟକିଛି ‘କେଜିଏଫ୍-୨’
ସାଉଥ୍‌ ସୁପରଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ର ରିଲିଜ୍‌କୁ ଦର୍ଶକେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ଡେଟ୍‌ ଅନେକ ଥର ସାମ୍ନାକୁ ଆସିବା ପରେ ମଧ୍ୟ ଏହାର ନିର୍ମାତା କୌଣସି ନା କୌଣସି ବାହାନା ଦେଖାଇ ଏହାକୁ ରୋକି ଦେଇଛନ୍ତି। ଏବେ ଫିଲ୍ମ ନିର୍ମାତା ଏହାକୁ ରିଲିଜ୍‌ କରିବାକୁ ଚାହୁଁଥ଄ବାବେଳେ  ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ସୁଟିଂ ସରିଯାଇଛି। ଫିଲ୍ମ ନିର୍ମାତା ଏହାର ପୋଷ୍ଟ ପ୍ରଡକ୍ସନ ଓ ଡବିଂ କାମରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସଞ୍ଜୟ ଏଯାବତ୍‌ ଡବିଂ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ଡବିଂ କାମ େଶଷ େହାଇପାରୁନାହିଁ କି ନିର୍ମାତା ଏହାର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିପାରୁ ନାହାନ୍ତି। ଫିଲ୍ମରେ ସଞ୍ଜୟ ମୁଖ୍ୟ ଖଳନାୟକ ଭାବେ ଦେଖାଯିବେ। ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମ ଏକ ବହୁଭାଷୀ ଫିଲ୍ମ ହେବ।
ଏଥ଄ରେ ସଞ୍ଜୟ ଅଧୀରା ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଥମ ପାର୍ଟରେ ଅଧୀରାକୁ ପରଦା ଉପରେ େଦଖାଯାଉଥ଄ଲେ ମଧ୍ୟ ତାଙ୍କ ଚେହେରାକୁ ଲୁଚାଇ ରଖାଯିବ। ଦ୍ବିତୀୟ ପାର୍ଟରେ ହିଁ ଅଧୀରାକୁ ଫୂର୍ଣ୍ଣ ଭାବରେ ଦର୍ଶକେ ଦେଖ଄ବାକୁ ପାଇବେ । ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ରିଲିଜ୍‌ ହେବାର ଥ଄ଲା। ଫିଲ୍ମ ଡିଷ୍ଟ୍ରିବ୍ୟୁଟର ରିତେଶ ସିଧୱାନି ‘କେଜିଏଫ୍‌-୨’ ସିନେମା ହଲ୍‌ଗୁଡ଼ିକ ଖୋଲିବା ପରେ ଏହା ରିଲିଜ୍‌ ହେବ ବୋଲି ସ୍ପଷ୍ଟ କରିଛନ୍ତି।
‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା
ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।
ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।
ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।