Delhi assembly - The Sakala

ଦିଲ୍ଲୀ ବିଧାନସଭାରେ ସୁରକ୍ଷା ଉଲ୍ଲଂଘନ: ଗେଟ୍ ଭାଙ୍ଗି ଭିତରେ ପଶିଲା କାର୍, ବାଚସ୍ପତିଙ୍କ ଅଫିସ୍ ଆଗରେ ଛାଡ଼ିଲେ ଫୁଲତୋଡ଼ା
ଦିଲ୍ଲୀ ବିଧାନସଭା ପରିସରରେ ଏକ ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ ଦେଖିବାକୁ ମିଳିଛି। ସୋମବାର (ଏପ୍ରିଲ ୬) ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ କାର୍ ଜୋରଜବରଦସ୍ତ ବିଧାନସଭା ପରିସରର ଲୁହା ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଚସ୍ପତିଙ୍କ ଅଫିସ୍ ଆଗରେ ରଖିଲେ ଫୁଲତୋଡ଼ା

ରିପୋର୍ଟ ଅନୁଯାୟୀ, ଗେଟ୍ ଭାଙ୍ଗିବା ପରେ ଉକ୍ତ କାର୍‌ର ଡ୍ରାଇଭର ସିଧାସଳଖ ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ। ସେଠାରେ ଥିବା ପୋର୍ଚ ନିକଟରେ ସେ ଏକ ଫୁଲତୋଡ଼ା ରଖିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ କାର୍‌ଟିରେ ଉତ୍ତରପ୍ରଦେଶ (UP)ର ରେଜିଷ୍ଟ୍ରେସନ୍ ନମ୍ବର ଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ଜାରି

ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଛି। ବିଧାନସଭାର ଅଧିକାରୀଙ୍କ କହିବା ଅନୁଯାୟୀ, କର୍ତ୍ତୃପକ୍ଷ ଏହାକୁ ଏକ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଂଘନ ଭାବରେ ଗ୍ରହଣ କରିଛନ୍ତି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଏତେ କଡ଼ା ସୁରକ୍ଷାବଳୟ ଭେଦ କରି କାର୍‌ଟି କିପରି ଭିତରକୁ ପ୍ରବେଶ କଲା ଏବଂ ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା, ସେ ନେଇ ପୋଲିସ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।

ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଆସିଛି ଏପରି ଧମକପୂର୍ଣ୍ଣ ଇ-ମେଲ୍‌ । ଦିଲ୍ଲୀ ବିଧାନସଭା ଏବଂ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଇମେଲ୍ ମାଧ୍ୟମରେ ବୋମାମାଡ଼ର ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି।

ପ୍ରଥମ ଧମକପୂର୍ଣ୍ଣ ଇମେଲ୍ ସକାଳ ୭:୨୮ ମିନିଟରେ ବିଧାନସଭାର ଇମେଲ୍ ଆଇଡିକୁ ଆସିଥିବା ବେଳେ, ଦ୍ୱିତୀୟ ଇମେଲ୍ ସକାଳ ୭:୪୯ ମିନିଟରେ ସିଧାସଳଖ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ସରକାରୀ ଆଇଡିକୁ ଆସିଥିଲା। ଏହି ଧମକ କେବଳ ବିଧାନସଭା ପରିସର ମଧ୍ୟରେ ସୀମିତ ନଥିଲା, ବରଂ ନିକଟସ୍ଥ ମେଟ୍ରୋ ଷ୍ଟେସନରେ ମଧ୍ୟ ବିସ୍ଫୋରଣ କରିବାକୁ ଚେତାବନୀ ଦିଆଯାଇଥିଲା। ଏହି ଇମେଲରେ ଦେଶର ଶୀର୍ଷ ନେତାମାନଙ୍କ ନାମ ଉଲ୍ଲେଖ ରହିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ସାମିଲ ଅଛନ୍ତି। ନିଜକୁ 'ଖଲିସ୍ତାନୀ ନ୍ୟାସନାଲ୍ ଆର୍ମି' ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କୁ ସ୍ୱତନ୍ତ୍ର ଭାବେ ଧମକ ଦେଇଛି।

ବୋମାମାଡ଼ର ଧମକ ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ପୋଲିସ ତୁରନ୍ତ ବିଧାନସଭା ପରିସର ଏବଂ ଆଖପାଖ ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଏହି ଧମକପୂର୍ଣ୍ଣ ଇମେଲଗୁଡ଼ିକର ଉତ୍ସ ଖୋଜିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦିଲ୍ଲୀ ବିଧାନସଭାକୁ ବୋମା ଧମକ: ଲାଲକିଲ୍ଲା ଓ ସ୍କୁଲ ପରେ ଏବେ ଟାର୍ଗେଟରେ ବିଧାନସଭା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ବୋମା ଧମକ ମିଳିବା ଘଟଣା ସାମ୍ନାକୁ ଆସୁଛି। ସୋମବାର ଦିନ ଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲ ପରେ ଏବେ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ସୂଚନା ମିଳିଛି, ଯାହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ବୋମା ଧମକ ମିଳିବା ପରେ ତୁରନ୍ତ ଦିଲ୍ଲୀ ଅଗ୍ନିଶମ ବିଭାଗ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଅଗ୍ନିଶମ ବିଭାଗକୁ ଏହି ସୂଚନା ମିଳିଥିଲା। ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ବିଧାନସଭା ପରିସରରେ ବ୍ୟାପକ ଯାଞ୍ଚ କରିଥିଲେ ମଧ୍ୟ କୌଣସି ସନ୍ଦିହଜନକ ବସ୍ତୁ ମିଳିନାହିଁ। ପୋଲିସ ଏହାକୁ ଏକ ମିଥ୍ୟା ଧମକ ବା 'ହୋକ୍ସ' ବୋଲି ସନ୍ଦେହ କରୁଛି।

ବିଧାନସଭା ପୂର୍ବରୁ ସୋମବାର ସକାଳେ ଦିଲ୍ଲୀର ଧଉଲା କୁଆଁ ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ ଏବଂ ଲୋଧି ରୋଡ୍ ସ୍ଥିତ ଏୟାର ଫୋର୍ସ ବାଲ ଭାରତୀ ସ୍କୁଲକୁ ମଧ୍ୟ ସମାନ ଧରଣର ବୋମା ଧମକ ମିଳିଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍କୁଲକୁ ୪ ଥର ଏଭଳି ଧମକ ମିଳିସାରିଛି। ଗତବର୍ଷ ଦିଲ୍ଲୀ-ଏନସିଆରରେ ୫୦୦ରୁ ଅଧିକ ଏଭଳି ମିଥ୍ୟା ବୋମା ଧମକ ଘଟଣା ରେକର୍ଡ କରାଯାଇଥିଲା।

ପୋଲିସର ସୂଚନା ଅନୁଯାୟୀ, ଏହି ଧମକପୂର୍ଣ୍ଣ ଇମେଲରେ କୌଣସି ଏକ ଖାଲିସ୍ତାନୀ ଗୋଷ୍ଠୀର ନାମ ଉଲ୍ଲେଖ ରହିଛି। ଏହା ପୂର୍ବରୁ ଗୁଇନ୍ଦା ବିଭାଗ ଲାଲକିଲ୍ଲା ଏବଂ ଚାନ୍ଦିନୀ ଚୌକ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସତର୍କ କରାଇଥିଲା। ଫେବୃଆରୀ ୨୨ ତାରିଖରେ ଦିଲ୍ଲୀ ପୋଲିସ ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଇବା (LeT) ସହ ଜଡିତ ଏକ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରି ୮ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ୭ ଜଣ ବାଂଲାଦେଶୀ ନାଗରିକ ସାମିଲ ଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ଗମ୍ଭୀରତା ସହ ତଦନ୍ତ କରୁଛି।

ଦିଲ୍ଲୀ ବିଧାନସଭାରେ ପ୍ରବେଶ ଲାଗି ଆପ୍ ବିଧାୟକଙ୍କୁ ମିଳୁନି ଅନୁମତି, ଅଭିଯୋଗ ଆଣିଲା ଆପ୍
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି। ଏନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା। ବିଧାନସଭା ଭିତରେ ପ୍ରବେଶ ନକରିବା ଲାଗି ପ୍ରବେଶ ପଥରେ ବ୍ଯାରିକେଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଧାୟକ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ କେନ୍ଦ୍ର କରି ବିଧାନସଭାରେ ହଟ୍ଟଗୋଳ କରିବା କାରଣରୁ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି। ବିଜେପିର ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛନ୍ତି ବୋଲି ଦଳ  ଅଭିଯୋଗ କରିଛି।

ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରାଯାଇଥିଲା। ପ୍ରତିବାଦରେ ଗୃହରେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ। ସିଏଜି ରିପୋର୍ଟରେ ଆପ୍ ସରକାର ଅମଳର ସିସମହଲ ନିର୍ମାଣ, ମଦନୀତି, ମୋହଲା କ୍ଲିନିକ ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା ।