CoWin slot book - The Sakala

ଏଣିକି ହ୍ୱାଟସ୍‌ଆପରେ ହୋଇପାରିବ ଟିକା ପାଇଁ ସ୍ଲଟ ବୁକିଂ, ଜାଣନ୍ତୁ କିପରି କରିବେ ସ୍ଲଟ୍‌ ବୁକ୍‌
ନୂଆଦିଲ୍ଲୀ : ମହାମାରୀ କରୋନା ବିରୋଧରେ ଚାଲିଛି ଟିକାକରଣ ଅଭିଯାନ। ସମଗ୍ର ଦେଶବାସୀ ଟିକା ନେଇ କରୋନାକୁ ପ୍ରତିହତ କରିବାକୁ ମଧ୍ୟ ଆଗଭର ହୋଇ ଆଗେଇ ଆସୁଛନ୍ତି। ତେବେ ଟିକା ନେବା ପାଇଁ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡୁଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ନେବାକୁ ଥିବା ଲୋକ କ୍ବୋଇନ୍‌ ଆପ୍‌ରେ ନିଜ ନାମ, ଆଧାରନମ୍ବର ,ମୋବାଇଲ୍‌ ନମ୍ବର ସହ ନିଜର ନାମ ପଞ୍ଜିକରଣ କରିବା ପରେ ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିପାରୁଥିଲେ। କିନ୍ତୁ ବହୁତ ଲୋକ ଟିକା ନେବା ପାଇଁ ଆପ୍‌କୁ ଯାଇ କିମ୍ବା ଗୁଗୁଲରେ କ୍ବୋଇନ୍‌ ସାଇଟ୍‌ ଖୋଲି ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହାକୁ ନଜରରେ ରଖି ବର୍ତ୍ତମାନ କେନ୍ଦ୍ର ସରକାର ହ୍ୱାଟସ୍‌ଆପରେ କରୋନା ଟିକା ପାଇଁ ସ୍ଲଟ୍‌ ବୁକ୍‌ କରିବାର ସୁବିଧା ଆଣିଛନ୍ତି।

Paving a new era of citizen convenience.

Now, book #COVID19 vaccine slots easily on your phone within minutes.

🔡 Send ‘Book Slot’ to MyGovIndia Corona Helpdesk on WhatsApp
🔢 Verify OTP
📱Follow the steps

Book today: https://t.co/HHgtl990bb

— Mansukh Mandaviya (@mansukhmandviya) August 24, 2021

ସରକାର କହିଛନ୍ତି ଯେ, କୋଭିଡ -୧୯ ଟିକା ହିତାଧିକାରୀମାନେ ବର୍ତ୍ତମାନ ହ୍ୱାଟସ୍ ଆପରେ MyGov Corona  ହେଲ୍ପଡେସ୍କ ମାଧ୍ୟମରେ ସେମାନଙ୍କ ସ୍ଲଟ୍ ବୁକ୍ କରିପାରିବେ। ଏହା ବ୍ୟତୀତ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍‌ଆପ ମଧ୍ୟ ଉପଭୋକ୍ତାମାନଙ୍କୁ ସେମାନଙ୍କର ନିକଟତମ ଟୀକାକରଣ କେନ୍ଦ୍ର ଖୋଜିବାକୁ ସାହାର୍ଯ୍ୟ କରିବ।

ଜାଣନ୍ତୁ ହ୍ୱାଟସ୍‌ଆପରେ କିପରି କରିବେ ଟିକା ପାଇଁ ସ୍ଲଟ୍‌ ବୁକ୍‌

ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲ୍‌ରେ ୯୦୧୩୧୫୧୫୧୫ ହ୍ୱାଟସ୍‌ଆପ ନମ୍ବରକୁ ସେଭ୍‌ କରିବାକୁ ପଡିବ।

ସେହି ନମ୍ବରକୁ ହ୍ୱାଟସ୍‌ଆପରେ ‘BOOK SLOT’ ଲେଖି ପଠାଇବାକୁ ପଡିବ ।

ଏହାପରେ ସମ୍ପୃକ୍ତ ମୋବାଇଲ୍ ଫୋନ୍‌କୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି (OTP) ଆସିବ

ଆପଣଙ୍କୁ ସେହି ଓଟିପିକୁ ଚାଟ୍‌ରେ ପଠାଇବା ପଡିବ

ଯଦି ପୂର୍ବରୁ ଆପଣ cowin ଆପ୍‌ରେ ଆପଣଙ୍କ ନାମ ପଞ୍ଜିକରଣ କରିନଥିବେ ତେବେ ସେହିଠାରେ cowin.gov.inର ଲିଙ୍କ୍‌ ଆସିବ

ଆପଣ ସେହି ଲିଙ୍କକୁ ଯାଇ ନାମ , ଆଧାର ନମ୍ବରକୁ ପଞ୍ଜିକରଣ କରିପାରିବେ

ପଞ୍ଜିକରଣ କରିବା ପରେ ୯୦୧୩୧୫୧୫୧୫ ହ୍ବାଟସ୍‌ଆପ୍‌ ନମ୍ବରକୁ ଯାଇ ଟିକା ନେବା ପାଇଁ ନିର୍ଦ୍ଧାରୀତ ତାରିଖ ନିଜ ପିନକୋଡ୍‌ ସହ ପ୍ରଦାନ କରିବେ

କେଉଁ ସ୍ଥାନରେ ଟିକା ନେବାକୁ ଚାହୁଁଛନ୍ତି, କେଉଁଟିକା(ଟିକାର ନାମ) ନେବେ ସେ ସମ୍ପର୍କରେ ଉଲ୍ଲେଖ କରିବାକୁ ପଡିବ।

ତା ପରେ ସ୍ଲଟ୍ ବୁକ୍‌ ହୋଇଯିବ।

ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଆଜି ସନ୍ଧ୍ୟାରୁ ୧୮-୪୪ ବର୍ଷ ବୟସ ପାଇଁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍
ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତ୍ତି ରାଜ୍ୟରେ ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଏବେ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥିରୁ ୫୩୧ ଆଇସିୟୁ, ୮୩୬ HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ ରହିଛି ଅକ୍ସିଜେନ୍ ସଂଯୋଗ । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ।