Dence Fog - The Sakala

ସକାଳୁ ସକାଳୁ ଟ୍ବିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ, ଯାତାୟାତ ବାଧାପ୍ରାପ୍ତ
ଭୁବନେଶ୍ୱର: ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ । ଆଜି ଭୋରରୁ ଟ୍ବିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଦିନ ସମୟରେ ଖରା, ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ । ଆଜି ସକାଳୁ କଟକ, ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ଶୂନ ରହିଥିଲା । ରାସ୍ତାଘାଟ ଦିଶୁନଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶୀତର ପରିମାଣ କମ୍ ହୋଇଥିବାବେଳେ ମାତ୍ରାଧିକ କୁହୁଡ଼ି ଜନଜୀବନକୁ ବିଶେଷ ଭାବରେ ପ୍ରଭାବ ପକାଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।

ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ  ।

ଆସନ୍ତା ୫ ଦିନ ଲାଗି ଘନ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ କୁହୁଡି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ। ଆଗମୀ ୫ ଦିନ ଲାଗି ରହିବ ଘନ କୁହୁଡି। ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗସିଂହପୁରରେ ଘନ କୁହୁଡି ଦେଖାଯିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗସିଂହପୁର , କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ଗଜପତି, କଟକ, ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବାର ସମ୍ଭାବନା ରହିଛି।

୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ। ଫୁଲବାଣୀରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳ ଜି ଉଦୟଗିରି ରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରିଣ ଓଡିଶାରେ ୬ଟି ସ୍ଥାନରେ ଦିନ ତାପମାତ୍ରା ୩୧° ଡିଗ୍ରୀ ତାପମାତ୍ରା ରହିଛି ।‌ ଆଜି ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଜଗସିଂହପୁର , ପୁରୀରେ ଘନ କୁହୁଡି ରେକର୍ଡ ହୋଇଛି। ପାରଳାଖେମୁଣ୍ଡି, ଭୁବନେଶ୍ୱର, ବାରିପଦା, ଭବାନୀପାଟଣା, ରାଉଲକେଲା ହାଲୁକାରୁ ମଧ୍ୟମ କୁହୁଡି ଦେଖାଯାଇଛି ।

ରାତ୍ରୀ ତାପମାତ୍ରା ଶିମିଳିଗୁଡାରେ ୯.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୧ ଡିଗ୍ରୀ, ଢେଙ୍କାନାଳରେ ୧୧.୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦିନ ତାପମାତ୍ରା ଝାରସୁଗୁଡ଼ାର ୩୧.୬ ଡିଗ୍ରୀ, ସମ୍ବଲପୁର ୩୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡଃ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ହାଡ଼ଭଙ୍ଗା ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି, ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର: ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା । ରାଜ୍ୟକୁ ପୁଣି ଫେରିଛି ଶୀତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଶୀତ ସାଙ୍ଗକୁ କୋହଲା ପବନ ଆଉ ତା ସାଙ୍ଗକୁ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ଦିନ ୧୧ଟା ଯାଏଁ କୁହୁଡ଼ି ଲାଗି ରହୁଛି । ତେଣୁ ଚାଷ କାମ ସହ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି । ଘନ କୁହୁଡ଼ି କାରଣରୁ ଦୃଶ୍ୟମାନ କମିଯିବାରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଗାମୀ ୪ଦିନ ଯାଏ ରହିବ ଶୀତ ପ୍ରଭାବ ।  ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ ।  ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପ୍ରକୋପ ।

ଓଡ଼ିଶାର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଜିଲ୍ଲାର ସମସ୍ତ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରେ ବିଗତ ଏକ ମାସ ହେବ ୧୦ ଡିଗ୍ରୀ ତଳେ ତାପମାତ୍ରା ରହୁଥିବା ବେଳେ ଶୀତ ସାଙ୍ଗକୁ ଘନ କୁହୁଡି ଜାରି ରହିଛି। ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୬.୯ ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ପ୍ରବଳ ଶୀତ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି; ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଶୀତ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି। ରାସ୍ତାରେ ମୁହଁକୁ ମୁହଁ ଦିଶୁନି। ସାରା ରାଜ୍ୟକୁ କଲବଲ କରୁଛି କୁହୁଡ଼ି । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ୧୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ କରିଥିବାବେଳେ ୧୪ ଜିଲ୍ଲାକୁ ୟେଲୋ ଓ ୩ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
କୋଣାର୍କ: ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟ ମନ୍ଦିର । କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ । ନୂଆବର୍ଷର ଦିତୀୟ ଦିନରେ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁ କାର୍ଯ୍ୟ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଜମିଥିବା ବେଳେ କିନ୍ତୁ ଘନ କୁହୁଡି ଯୋଗୁଁ ନିଖୁଣ କାର୍ଯ୍ୟକାର୍ଯ୍ୟ ଦେଖିବାକୁ ସମସ୍ୟା ସୃଷ୍ଟି ହୋଇଛି। ଘନ କୁହୁଡି ଯୋଗୁଁ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚି ଯାଇଛି। ଏଥିଯୋଗୁ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟ ଦେଖିବାରେ ମଧ୍ୟ ବଂଚିତ ହୋଇଛନ୍ତି । କୁହୁଡିରେ ଆଚ୍ଛାଦିତ ଅର୍କକ୍ଷେତ୍ର କୋଣାର୍କ। ଘନ କୁହୁଡି ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସକାଳୁ ସକାଳୁ ଦେଖା ଯାଉନି । ପାଖାପାଖି ୫ ମିଟର ଆଗକୁ କୁହୁଡି ଯୋଗୁଁ ଦେଖା ଯାଉନି। ଆଉ କୁହୁଡିରେ କୋଣାର୍କ ବୁଲିବା ମଜା ନେଇଛନ୍ତି ରାଜ୍ୟ ତଥା ଦେଶ ବିଦେଶ ପର୍ଯ୍ୟଟକ। କିନ୍ତୁ କୁହୁଡି ଯୋଗୁଁ ପର୍ଯ୍ୟଟକ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖିବାରେ ବାଧା ସୃଷ୍ଟି ହୋଇଛି।ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଛନ୍ତି କିନ୍ତୁ ଧଳା କୁହୁଡି ଚାଦରରେ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଆଚ୍ଛାଦିତ ହେବା ସହିତ କୋଣାର୍କରୁ ଭୁବନେଶ୍ୱର ଓ କୋଣାର୍କରୁ ପୁରୀ ଯାଇଥିବା ରାସ୍ତାରେ ଗାଡି ଚଳାଇବା ବାଧକ ହୋଇପଡିଛି।

ଘନ କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ମନା, କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ
ଚିଲିକା: ଘନ କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ଉପରେ କଟକଣା । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଛୋଟ ମଟର ବୋଟ, ମାଲ ବାହି ଡ଼ଙ୍ଗା ଓ ଭସାପୋଲ ସବୁକିଛିକୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନ କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ । ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ । ଭସାପୋଲରୁ ଖସି ପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରିବେ ବିଡ଼ିଓ । କଟକଣାକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭୁବନେଶ୍ୱରରେ ଘନ କୁହୁଡ଼ିର ରାଜ୍; ବିମାନ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର: ଘନକୁହୁଡ଼ି ବଳୟରେ ରାଜଧାନୀ ଭୁବନେଶ୍ୱର । କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଛି ରାଜଧାନୀ । ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ । ଘନ କୁହୁଡି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏପରିକି କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ହୋଇଛି । ଦିନ ୧୦ଟା ଯାଏ ବି ରାଜଧାନୀରୁ ହଟିନି ଘନକୁହୁଡ଼ି । ଘନ କୁହୁଡି ଯୋଗୁଁ ବିଜୁ ପଟ୍ଟନାୟକ ଏୟାର୍‌ପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ଜଣାପଡିଛି ।

ଦିଲ୍ଲୀରେ ଘନ କୁହୁଡ଼ିର ଚାଦର; ‘ଗମ୍ଭୀର’ ଶ୍ରେଣୀରେ ବାୟୁ ଗୁଣବତ୍ତା, ବିମାନ ଓ ରେଳ ସେବା ବ୍ୟାହତ
ନୂଆଦିଲ୍ଲୀ: ନୂଆବର୍ଷ ୨୦୨୬ ଆଗମନ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ପାଗର ମିଜାଜ ବିଗିଡିବାରେ ଲାଗିଛି। ବୁଧବାର ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା, ଯାହା ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବା ସହ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଘାଜିଆବାଦର ଇନ୍ଦିରାପୁରମ୍, ନୋଏଡାର ବୋଟାନିକାଲ୍ ଗାର୍ଡେନ୍ ଏବଂ ଦିଲ୍ଲୀର ଅକ୍ଷରଧାମ ଭଳି ଅଞ୍ଚଳ କୁହୁଡ଼ିର ମୋଟା ଚାଦର ତଳେ ଢାଙ୍କି ହୋଇ ରହିଥିଲା।

କେବଳ କୁହୁଡ଼ି ନୁହେଁ, ବାୟୁ ପ୍ରଦୂଷଣ ମଧ୍ୟ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୭ଟାରେ ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୮୪ ରେକର୍ଡ କରାଯାଇଛି, ଯାହା ‘ଅତି ଖରାପ’ ବର୍ଗରେ ଆସେ। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିସ୍ଥିତି ଆହୁରି ସାଂଘାତିକ ରହିଛି । ଅନ୍ୟପକ୍ଷରେ, ଦ୍ୱାରକା ସେକ୍ଟର-୮ରେ AQI ୪୧୪ ରହିଥିବାବେଳେ ଆଇଜିଆଇ ବିମାନବନ୍ଦର (୩୩୪) ଏବଂ ନଜଫଗଡ଼ (୩୩୧)ରେ ମଧ୍ୟ ପ୍ରଦୂଷଣ ମାତ୍ରା ଅଧିକ ରହିଛି।

ଘନ କୁହୁଡ଼ି ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ‘CAT III’ ନିୟମାବଳୀ ଅଧୀନରେ ବିମାନ ଚଳାଚଳ କରୁଛି, ଯାହା କମ୍ ଦୃଶ୍ୟମାନ କ୍ଷମତାରେ ମଧ୍ୟ ଲ୍ୟାଣ୍ଡିଂ ପାଇଁ ସହାୟକ ହୋଇଥାଏ। ଯାତ୍ରୀମାନଙ୍କୁ ବିମାନର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ରେଳ ସେବା ଉପରେ ମଧ୍ୟ କୁହୁଡ଼ିର ପ୍ରଭାବ ପଡ଼ିଛି। ଦୃଶ୍ୟମାନ କ୍ଷମତା କମ୍ ଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି, ଯାହା ଫଳରେ ଯାତ୍ରୀମାନେ ଷ୍ଟେସନରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି, ନାକେଦମ୍‌ କରିବ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଜାରି ରହିଛି। ଏହାସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ଲୋକଙ୍କୁ ନାକେଦମ୍‌ କରିଛି। ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା କାରଣରୁ କୁହୁଡ଼ିର ପ୍ରଭାବ ବଢ଼ିଥିବା ବେଳେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ଆକଳନ କରାଯାଇଛି। ପଶ୍ଚିମାଝଡ଼ର ଆଗମାନ ପ୍ରଭାବରେ ରାଜ୍ୟକୁ ବର୍ତ୍ତମାନ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହୋଇଛି। ଏହାପ୍ରଭାବରେ ରାତିର ତାପମାତ୍ରା ମଧ୍ୟ କମିବାର ସମ୍ଭାବନା ରହିଛି। ମୁଖ୍ୟତଃ ବାୟୁମଣ୍ଡଳର ତଳ ସ୍ତରରେ ଜଳୀୟବାଷ୍ପର ବୃଦ୍ଧି ସହ ଘନକୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ରବିବାର ରାଜ୍ୟର ଉତ୍ତର ଏବଂ ଆଭ୍ୟନ୍ତରୀଣ ଭାଗରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ଼,  କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେତୁ ଲୋକେ ନାହିଁ ନ ଥିବା ସମସ୍ୟାରେ ପଡ଼ିଛନ୍ତି। ସୋମବାର ମଧ୍ୟ ସମାନ ସ୍ଥିତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର କହିଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ କନ୍ଧମାଳରେ ଘନ କୁୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଓ କୋରାପୁଟରେ ମଧ୍ୟମଧରଣର କୁହୁଡ଼ି ପାଇଁ ପାଣିପାଗ କେନ୍ଦ୍ର କହିଛି।

ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି କିପରି ରାସ୍ତାରେ ଯାନବାହନ ଚଳାଚଳରେ ଦୁର୍ଘଟଣା ନ ଘଟିବ ତାହା ଉପରେ ରାଜ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେଇଛି। ଏଥିପାଇଁ ବିଭାଗ ପକ୍ଷରୁ କୁହୁଡ଼ି ସମୟରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦିଆଯାଇଛି। ନିହାତି ଆବଶ୍ୟକ ଥିଲେ ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାଇବାକୁ କୁହାଯାଇଥିବା ବେଳଏ ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍‌ କରିବାକୁ ମଧ୍ୟ ବାରଣ କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ବାରଣ କରାଯିବା ସହ ହଠାତ୍‌ ଲେନ୍‌ ପରିବର୍ତ୍ତନ ନ କରିବା ଓ ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଖେଳରେ ବାଧକ ସାଜିଲା ଘନ କୁହୁଡି: ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦
ଲକ୍ଷ୍ନୌ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ବୁଧବାର ସ୍ଥାନୀୟ ଏକନ୍ନା କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ ଘନ କୁହୁଡ଼ି ଯୋଗୁଁ ବାତିଲ କରିଦିଆଯାଇଛି। ସିରିଜର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ରାତି ୭ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ ସନ୍ଧ୍ୟା ସମୟରୁ ଷ୍ଟାଡିୟମରେ କୁହୁଡ଼ିର ରାଜୁତି ଦେଖିବାକୁ ମିଳିଥିଲା। ରାତି ବଢ଼ି ବଢ଼ି ଯିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ଆହୁରି ବଢ଼ିଥିଲା। ଏପରିକି ଷ୍ଟାଡିୟମରେ ଦୃଶ୍ୟମାନସ୍ତର ମଧ୍ୟ ହ୍ରାସ ପାଇଥିଲା। ଅମ୍ପାୟର ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ ଏବଂ ସାତ ୭ଥର ପଡ଼ିଆ ଅନୁଧ୍ୟାନ କରିଥିଲେ ମଧ୍ୟ ମ୍ୟାଚ୍‌ ଆରମ୍ଭ କରିବା ଲାଗି ପରିବେଶ ଅନୁକୂଳ ହୋଇ ନ ଥିଲା। ଫଳରେ ରାତି ୯ଟା ୩୦ରେ ଶେଷରେ ଦୁଇ ଫିଲ୍ଡ ଅମ୍ପାୟର ମ୍ୟାଚକୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ଚତୁର୍ଥ ଟି-୨୦ ବାତିଲ ହେବା ଫଳରେ ଭାରତ ପୂର୍ବଭଳି ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଫଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିସେମ୍ବର ୧୯ରେ ଖେଳାଯିବାକୁ ଥିବା ୫ମ ଟି-୨୦ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପୂର୍ବରୁ କଟକରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚକୁ ଭାରତ ୧୦୧ ରନରେ ବିଜୟୀ ହୋଇଥିଲା। ଏହାପରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ୨ୟ ମ୍ୟାଚକୁ ୫୧ ରନରେ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ ୧-୧ ବରାବରସ୍ଥିତିକୁ ଆଣିଥିଲା। ତେବେ ଘରୋଇ ଦଳ ୩ୟ ଟି-୨୦କୁ ୭ ୱିକେଟରେ ବାଜିମାତ କରି ୨-୧ରେ ଅଗ୍ରଣୀ ରହିଛି।

ଭେନ୍ୟୁ ଚୟନକୁ ନେଇ ଉଠିଲା ପ୍ରଶ୍ନ
ଅତ୍ୟଧିକ କୁହୁଡ଼ି ଯୋଗୁ ଦୃଶ୍ୟମାନସ୍ତର ହ୍ରାସ ପାଇଥିଲା। ଯାହାକି ଏଠାରେ ମ୍ୟାଚ ବାତିଲର ପ୍ରମୁଖ କାରଣ ରହିଥିଲା। ଫଳରେ ଶୀତ ଋତୁର ପିକ୍‌ ସମୟରେ ବିଶେଷ କରି ଉତ୍ତରଭାରତ ଓ ପୂର୍ବ ଭାରତରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି। ବର୍ଷର ଏହି ସମୟରେ ଉତ୍ତରପ୍ରଦେଶ ଭଳି କୁହୁଡ଼ି ପ୍ରବଣ ଅଞ୍ଚଳରେ ବିସିସିଆଇର ଟୁର୍‌ ଆଣ୍ଡ୍‌ ଫିକ୍ଟର୍ସ କମିଟି କିଭଳି ରାତ୍ରିକାଳୀନ ମ୍ୟାଚ୍‌ ଏହି ଭେନ୍ୟୁରେ ଆୟୋଜନ କରିବାର ନିଷ୍ପତ୍ତି ନେଲା ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚନା କରାଯାଇଛି।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ, ଲୁଚିଗଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର
କୋଣାର୍କ: ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିବା ବେଳେ କୁହୁଡି ଯୋଗୁଁ କୋଣାର୍କ କାରୁକାର୍ଯ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି ପର୍ଯ୍ୟଟକ । ଅଦୃଶ୍ୟ ହୋଇଯାଇଛି ତାର ସୂକ୍ଷ୍ମ କାରୁକାର୍ଯ୍ୟ। ରାସ୍ତା ଘାଟ ସହ କୋଣାର୍କର ସମଗ୍ର ଅଂଚଳ ଘନ କୁହୁଡିରେ ଅଦୃଶ୍ୟମାନ ହୋଇଯାଇଛି। ଯାହା ଫଳରେ ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତିକୁ ଅତି ନିକଟରୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ରାଜ୍ୟବାସୀ । ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ଆଜି ସକାଳୁ ସକାଳୁ ପ୍ରବଳ କୁହୁଡ଼ି ପାଇଁ ରାସ୍ତାରେ ଦୃଶ୍ୟମାନ ଦୂରତା ବହୁତ କମ ରହିଛି । ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘନ କୁହୁଡ଼ି ଅନୁଭୂତ ହେଉଛି। ଏହି ସ୍ଥିତି ଆଗାମୀ ୨-୩ ଦିନ ଯାଏଁ ଜାରି ରହିବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଘନ କୁୁହଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ରହିବା ନେଇ ଆଶଙ୍କା ରହିଛି। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୂତ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେଣୁ ଘନ କୁହୁଡି ସମୟରେ ଘାଟି ରାସ୍ତାରେ ଗାଡ଼ି ନ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଏହି ସବୁ ଜିଲ୍ଲାରେ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।