bmcbbsr - The Sakala
ଏସଟିଏଫ ଜାଲରେ ୩ ବ୍ରାଉନସୁଗର ବେପାରୀ, ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର
ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବ୍ରାଉନ୍‌ସୁଗାର କାରାବର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଏସ୍‌ଟିଏଫ୍‌ ଟିମ୍‌ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍‌ ବାଇକ୍ ମଧ୍ଯ ଜବତ ହୋଇଛି ।
ଶୋଷଣର ଶୀକାର ହେବେନି ବିଏସକେୱାଇ କାର୍ଡ ହିତାଧିକାରୀ, ବିଏମସି ଗଢିଳା ୧୧ ଜଣିଆ ସ୍ବତନ୍ତ୍ର କମିଟି
ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି । ତେବେ ବିଭିନ୍ନ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିତାଧିକାରୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସାଧାରଣ ହିତାଧିକାରୀ ଯେପରି ଯୋଜନାରେ ସଠିକ ରୂପାୟନ କରିପାରିବେ । ଏବଂ ବିନା ଦଲାଲରେ ଯୋଜନାରେ ଲାଭ ଉଠାଇ ପାରିବେ ସେନେଇ ଏହି କମିଟି କାର୍ୟ୍ୟ କରିବ ।
ଭକ୍ତଙ୍କ ପାଇଁ ଖୁସି ଖବର: ଫେବୃଆରୀ ୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୧୨ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ । ଭୋଗ ଲାଗିବା ଉପରେ ବି ରୋକ ଲଗାଯାଇଛି । ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି। କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ବିଏମସି କମିଶନର ଏହି ନୋଟିସ ଜାରି କରିଛନ୍ତି। ମସଜିଦ୍/ ଚର୍ଚ୍ଚ/ଗୁରୁଦ୍ୱାରା ଗୁଡ଼ିକ ମଧ୍ୟ ଆସନ୍ତା ୧୨ରୁ ଖୋଲିବ ବୋଲି ଜଣାପଡ଼ିଛି । ଫେବୃଆରୀ ଶେଷ ପର୍ଯ୍ଯନ୍ତ ଏହି ନିୟମ ବଳବତ୍ତର ରହିବ।
ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା । ବଢ଼ୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି ରାଜିନାମା ସ୍ୱାକ୍ଷର କରିଛି । କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ୨୩୯ ଶଯ୍ୟା ସହିତ ଖୋଲିଛି ।
Strengthening bed quantity for COVID Treatment in Bhubaneswar, BMC adds 2 more Hospitals in its list.
KIMS Hospital for 500 patients & Hi-tech Medicial College Hospital for 239 patients. Presently Aditya Ashwini Hospital, SUM Hospital, CCC at Patia & Dumduma are operational. pic.twitter.com/WzCo5Q2vM3
— BMC (@bmcbbsr) January 9, 2022
ପୂର୍ବରୁ ସମ୍ କୋଭିଡ୍ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲା। ଫଳରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇବା ସହ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ଏଥିସହିତ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।
ବଢୁଛି ସଂକ୍ରମଣ, ବଢୁଛି କଟକଣା: ଭୁବନେଶ୍ୱରର ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି
ଭୁବନେଶ୍ୱର: ଚିନ୍ତା ବଢାଇଲାଣି କରୋନା ।  ରାଜ୍ଯରେ ବଢିବାରେ ଲାଗିଛି  କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଗୋଟିଏ ଲେଖାଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛି ବିଏମସି । ଗତକାଲିଠାରୁ ଆଜି ଭିତରେ ଭୁବନେଶ୍ୱର ଅଞ୍ଚଳରେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଗଲାଣି । କାଲି ୧୦ଟି ସ୍ଥାନକୁ ଦୁଇଟି ପର୍ଯ୍ଯାୟରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା ।
ଭୁବନେଶ୍ବର: ଭୁବନେଶ୍ୱରରେ ଜନ୍ମ ହୋଇଛୁ, ପାଠ ପଢ଼ିଛୁ। ପୁରୁଣା ଭୁବନେଶ୍ୱରର ପାଣି ପବନ ସହିତ ଆମେ ପିଲାଦିନୁ ଜଡ଼ିତ। ସେତେବେଳର ଭୁବନେଶ୍ୱର କଥା ଚିନ୍ତା କଲେ ସ୍ୱପ୍ନ ଭଳି ଲାଗେ। ସେ ସମୟରେ ଭୁବନେଶ୍ୱରରେ କେବଳ ଜଙ୍ଗଲ ଓ ବିଲବାଡ଼ି ଥିଲା। ଏକାମ୍ରକ୍ଷେତ୍ର ସେତେବେଳେ ଏକା ହୋଇଥିଲା। ପୁରୁଣା ଭୁବନେଶ୍ୱରେ ସାହି କହିଲେ କେବଳ ୪ଟି ସାହି ଥିଲା। କ୍ୟାପିଟାଲ ସହରର ଉନ୍ନତି ଆମେ ନିଜ ଆଖିରେ ଦେଖିଛୁ। ନଳାମୁହଁ ସାହି, ନାଗେଶ୍ୱର ଟାଙ୍ଗୀ, ଜ୍ଞାନନଗର ସାହି ଓ ରଥରୋଡ ସାହି ଥିଲା। ସେପଟେ କପିଳେଶ୍ୱର, ସୁନ୍ଦରପଦା ଗାଁ ଥିଲା। ସେତେବେଳେ କୋଠାବାଡ଼ି, ଦୋକାନ ବଜାର ସେମିତି କିଛି ନ ଥିଲା। କାଁଭାଁ ଗୋଟିଏ ୨ଟି ଦୋକାନ ଥିଲା। ୧୯୭୦ ମସିହା ବେଳକୁ ସନ୍ଧ୍ୟା ହେଲେ ଘରୁ ବାହାରୁ ନ ଥିଲୁ। କାରଣ ରାସ୍ତାଘାଟରେ ଆଲୋକର କୌଣସି ବ୍ୟବସ୍ଥା ନ ଥିଲା। ଲାଇଟ୍‍ ବହୁତ୍‍ ପଛରେ ଆସିଲା। ବିନ୍ଦୁସାଗରର ଚାରିପଟେ ଚାରିଟି ଖୁଣ୍ଟି ପୋତା ହୋଇ କିରୋସିନ୍‍ରେ ବତି ଲଗାଯାଉଥିଲା। ହାଟ କହିଲେ କେବଳ ଲିଙ୍ଗରାଜ ହାଟକୁ ବୁଝାଉଥିଲା। ଆଉ କେଉଁଠି ଗୋଟିଏ ଗୋଟିଏ ଚା’ ଦୋକାନ ରହିଥିଲା। ଦୋକାନୀ କାଠଚୂଲିରେ ଚା’ କରୁଥିଲେ। ସେ ସମୟରେ ଡାକ୍ତର କହିଲେ ଗଦାଧର ମହାପାତ୍ର ଭଗବାନ ସଦୃଶ ଥିଲେ। ଆଜି ବି ମ୍ୟୁନିସିପାଲଟି ଡାକ୍ତରଖାନାକୁ ଲୋକେ ଗଦାଧର ମହାପାତ୍ର ଡାକ୍ତରଖାନା କହୁଛନ୍ତି।
ସେତେବେଳେ ଭାଇଚାରା ଓ ବନ୍ଧୁ ସମ୍ପର୍କ ଭଲ ଥିଲା। କିନ୍ତୁ ଏବେ କାହା ସହ କାହାରି ଭଲ ନାହିଁ। ଏବେ ସମସ୍ତେ ନିଜ କାମରେ ବ୍ୟସ୍ତ। ସେ ସମୟରେ ଥାନା କହିଲେ ଭୁବନେଶ୍ୱର ଥାନାକୁ ବୁଝୁଥିଲେ। ପଛରେ ତାହାକୁ ଲିଙ୍ଗରାଜ ଥାନା ନାମକରଣ ହେଲା। ମନ୍ଦିର ଭିତରେ କେଦାରଗୌରୀ ଓ ଲିଙ୍ଗରାଜ ମନ୍ଦିରକୁ ଲୋକ ଆସୁଥିଲେ। ସେତେବେଳେ ଭୁବନେଶ୍ୱରର ପାଣିପବନରେ ଶାନ୍ତି ମିଳୁଥିଲା। ବିନ୍ଦୁସାଗରରୁ ପାଣି ଆଣି ପୁରୁଣା ଭୁବନେଶ୍ୱରର ସାହି ଲୋକେ ଖାଇବା ଓ ପିଇବା ପାଇଁ ବ୍ୟବହାର କରୁଥିଲେ। ଗୋରୁଗାଈ ଓ ଚାଷବାସ ପାଇଁ ବିନ୍ଦୁସାଗର ପାଣି ସାହାଭରସା ଥିଲା। ଏବେ ସବୁଆଡ଼େ ଟ୍ୟାପ୍‍ ପାଣିର ବ୍ୟବସ୍ଥା କରାଗଲା। ପୁରୁଣା ଭୁବନେଶ୍ୱର କହିଲେ ଐତିହ୍ୟ କ୍ଷେତ୍ର ଲିଙ୍ଗରାଜ କ୍ଷେତ୍ର। ଅନ୍ୟପଟେ ନୂଆପଲ୍ଲୀ ଅଞ୍ଚଳରେ କିଛି ଲୋକ ରହୁଥିଲେ। ଧୀରେ ଧୀରେ ସହର ବଢ଼଼ିବାରେ ଲାଗିଲା। ମହାନଗର ନିଗମ ହେବା ପରେ ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ନଗର ହୋଇଗଲା। ପୂର୍ବରୁ ଲିଙ୍ଗରାଜଙ୍କ ରଥଯାତ୍ରା ମାସ ମାସ ଧରି ହୁଏ। ସେ ସମୟରେ ପୁରୁଣା ଭୁବନେଶ୍ୱରରେ ଭିନ୍ନ ପରିବେଶ ଥିଲା। ଏବେ ସେସବୁ ଆଉ ନାହିଁ। ସହର ବଦଳିଲା, ସବୁ ବଦଳିଗଲା
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରିକଲା ବିଏମସି
ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିଏମସି  ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି।
ସହଜରେ ମିଳିବ କୋଭିଡ୍ ଅନୁକମ୍ପା ରାଶି, ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲା ବିଏମସି
ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଏଡିୟୁପିଏଚ୍ଓ ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ୟାପିଟାଲ ହସ୍ପିଟାଲ୍ ଫୁସ୍‌ଫୁସ୍ ବିଭାଗ ଡାକ୍ତର ଅରୁଣ କୁମାର ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ମୃତକଙ୍କ ପରିବାରକୁ ଆର୍ଥିକ ରାଶି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବେ । ଅନୁକମ୍ପାମୂଳକ ରାଶି ପାଇବା ପାଇଁ ନିର୍ଦ୍ଦିଷ୍ଟ ମାର୍ଗରେ ଆବେଦନ କରିବାକୁ ପଡ଼ିବାକୁ ପଡ଼ିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ନଭେମ୍ବର ୩ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ ମାଧ୍ୟମରେ ଏହି ଆବେଦନ କରାଯାଉଥିବା ବେଳେ ଅନ୍‌ଲାଇନ୍ ପାଇଁ ‘କ୍ୟାପସ’ ନାମକ ଏକ୍ ଆପ୍ ମଧ୍ୟ କାର୍ଯ୍ୟ କରୁଛି। ଅଫ୍‌ଲାଇନ୍‌ ମାଧ୍ୟମରେ ମୃତକଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି।
ଏହି ଆବେଦନର ମାସକ ମଧ୍ୟରେ ହିଁ ସମ୍ପୃକ୍ତ ପରିବାରଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଘଟଣା ସମ୍ପର୍କରେ ସୂଚନା ଦେଇ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି ମୃତକଙ୍କ ପରିବାର ଯେ କୌଣସି ଗୋଟିଏ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆବେଦନ କରିବେ। ଏହି ସମୟରେ ସେମାନେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ପ୍ରଦାନ କରିବେ। ଏଥିପାଇଁ କୋଭିଡ୍ ପଜିଟିଭ୍ ସାର୍ଟିଫିକେଟ ସହିତ ଡେଥ୍ ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏହି ତଥ୍ୟ ପ୍ରଦାନ ପରେ ବିଏମ୍‌ସି ପକ୍ଷରୁ ଏକ ସାର୍ଟିଫିକେଟ ଦିଆଯିବ। ଏହି ସାର୍ଟିଫିକେଟ ସହିତ ଆବେଦନପତ୍ରକୁ ନେଇ ଜିଲ୍ଲାପାଳ ଅଫିସଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।
ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୬୬ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁଜନିତ ପ୍ରମାଣପତ୍ର ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ଡେଥ୍ ସାର୍ଟିଫିକେଟ୍‌ରେ ମୃତ୍ୟୁର କାରଣ ଲେଖାହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା। ତେବେ ବିଏମ୍‌ସିରେ ଏହି ଦୁଇ ତଥ୍ୟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ଦିଆଯିବ। ଯାହାକୁ କି ନେଇ ମୃତକଙ୍କ ପରିବାର ଆବେଦନ କରିବ। ଅନେକ ପରିବାରରେ ରୋଜଗାରିଆ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାଦ୍ବାରା ଲୋକମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଏହି ସମସ୍ୟାର ଦୂର ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ।
ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ: ଆଜି ରାଜଧାନୀ ଭୁବନେଶ୍ବରରେ ଚିହ୍ନଟ ହେଲେ ଆଉ ୧, ୧୧୯ କରୋନା ପଜିଟିଭ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନାର ବିସ୍ଫୋରଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ପାର କିରିଛି। ଭୁବନେଶ୍ବରରୁ ଆଜି ୧, ୧୧୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭୫ ଜଣ ଓ ସ୍ଥାନୀୟ ଅଂଚଳରୁ ୯୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ ରେ ପହଂଚିଛି।
Update on newly detected #COVID19 cases in the last
24 hrs under the BMC area on 30th Apr (till 9am). pic.twitter.com/KY986Py2p5
— BMC (@bmcbbsr) April 30, 2021
ହଜାରେ ଟପିଲା ରାଜଧାନୀ ଭୁବନେଶ୍ବରରେ ଦୈନିକ ସଂକ୍ରମଣ, ଆଜି ଟିହ୍ନଟ ହେଲେ ଆଉ ୧, ୦୪୪ କରୋନା ପଜିଟିଭ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନାର ବିସ୍ଫୋରଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ପାର କିରିଛି। ଭୁବନେଶ୍ବରରୁ ଆଜି ୧୦୪୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୧୯ ଜଣ ଓ ସ୍ଥାନୀୟ ଅଂଚଳରୁ ୮୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ ରେ ପହଂଚିଛି।
Update on newly detected #COVID19 cases in the last
24 hrs under the BMC area on 28th Apr (till 9am). pic.twitter.com/UjeAN5n4sw
— BMC (@bmcbbsr) April 28, 2021
ରାଜଧାନୀକୁ ପୁଣି ଫେରିବ କଣ୍ଟେନମେଣ୍ଟ ଜୋନ୍
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୮ହଜାର ପାର୍‌ କରିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ଯା ମଧ୍ଯ ବଢିବାରେ ଲାଗିଛି। ତେବେ ଆଜି ଖୋର୍ଦ୍ଧାରୁ ୧୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ କଣ୍ଟେନମେଣ୍ଟ । ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଅଧିକ ସ୍କ୍ୱାର୍ଡ ଗଠନ ସହ ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବ ବୋଲି ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।
କ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି । ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି । କିଛି ନିଷ୍ପତ୍ତି ହୋଇନି ତଥାପି କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ । କୋଭିଡ ସଚେତକଙ୍କୁ ସକ୍ରିୟ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ସପ୍ତାହନ୍ତ ସଟଡାଉନ ପୂର୍ବଦିନ ଓ ପରଦିନ ଅର୍ଥାତ ଶୁକ୍ରବାର ଓ ସୋମବାର ଲୋକେ କଟକଣା ଖିଲାପ କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନ॥
ରାଜଧାନୀ ଭୁବନେଶ୍ବରରେ ଆଜି ଟିହ୍ନଟ ହେଲେ ଆଉ ୭୦୮ ପଜିଟିଭ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନାର ବିସ୍ଫୋରଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବରରୁ ଆଜି ୭୦୮ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୫୧ ଜଣ ଓ ସ୍ଥାନୀୟ ଅଂଚଳରୁ ୫୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୬୨୮ ରେ ପହଂଚିଛି।
Update on newly detected #COVID19 cases in the last
24 hrs under the BMC area on 26th Apr (till 9am). pic.twitter.com/LHrR0t2qlJ
— BMC (@bmcbbsr) April 26, 2021