Ganjam News - The Sakala

Viral Video: ବିଡିଓଙ୍କ ଦବଙ୍ଗଗିରି: ସରପଞ୍ଚଙ୍କ ସ୍ୱାମୀଙ୍କୁ ଅଫିସରୁ ତଡିଲେ, କହିଲେ- 'ରାସ୍କେଲ୍, ଗେଟ୍ ଆଉଟ୍‌'
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଜଣେ ସରକାରୀ ଅଧିକାରୀଙ୍କ ଦବଙ୍ଗଗିରି ଘଟଣା ସାମ୍ନାକୁ ଆସିଛି। ବ୍ଲକର ବିଡିଓ ମୌଳଭଞ୍ଜା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟର ବିଲ୍ ବିଷୟରେ ଆଲୋଚନା କରିବାକୁ ଯାଇଥିବା ବେଳେ ବିଡିଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଫିସରୁ ବାହାର କରିଦେଇଥିବା ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Viral Video ବିଡିଓଙ୍କ ଦବଙ୍ଗଗିରି ! ସରପଞ୍ଚଙ୍କ ସ୍ୱାମୀଙ୍କୁ ଅଫିସରୁ ତଡିଲେ, କହିଲେ- 'ରାସ୍କେଲ୍, ଗେଟ୍ ଆଉଟ୍‌' । ସାନଖେମୁଣ୍ଡି ବ୍ଲକରୁ ଆସିଲା ସାଙ୍ଘାତିକ ଅଭିଯୋଗ... #Ganjam #Sanakhemundi #OdishaNews #ViralVideo #PanchayatRaj #OdiaNews @sp_ganjam @Ganjam_Admin @CMO_Odisha @PRDeptOdisha @SecyChief pic.twitter.com/x2wsaAgYlQ

— Sakala News (@SakalaNews) February 14, 2026

'ନନସେନ୍ସ', 'ରାସ୍କେଲ' କହି ତଡିଦେଲେ

ସୂଚନା ଅନୁଯାୟୀ, ମୌଳଭଞ୍ଜା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ବିଲ୍ ଗତ ତିନି ବର୍ଷ ହେଲା ପଡ଼ିରହିଛି। ଏନେଇ ସରପଞ୍ଚଙ୍କ ପ୍ରତିନିଧି ଭାବେ ତାଙ୍କ ସ୍ୱାମୀ ବିଡିଓଙ୍କ ସହ କଥା ହେବାକୁ ଯାଇଥିଲେ। କିନ୍ତୁ ବିଡିଓ ତାଙ୍କ କଥା ଶୁଣିବା ବଦଳରେ ଓଲଟା ଗାଳିଗୁଲଜ ଆରମ୍ଭ କରିଦେଇଥିଲେ। 'ନନସେନ୍ସ', 'ରାସ୍କେଲ', 'ଗେଟ୍ ଆଉଟ୍' ଭଳି ଶବ୍ଦ ବ୍ୟବହାର କରି ତାଙ୍କୁ ଅଫିସରୁ ବାହାରି ଯିବାକୁ କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ନିଜ ସୁରକ୍ଷା ପାଇଁ ଏହାର ଭିଡିଓ ରେକର୍ଡିଂ କରୁଥିବା ବେଳେ ବିଡିଓ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ କହି ମୋବାଇଲ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ମହିଳା ସରପଞ୍ଚଙ୍କୁ ଅଣଦେଖା ଅଭିଯୋଗ

ଅନ୍ୟପଟେ ସରପଞ୍ଚ ଜଣେ ଅନୁସୂଚିତ ଜାତିର ମହିଳା ହୋଇଥିବାରୁ ବ୍ଲକ ପ୍ରଶାସନ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ବିଲ୍ ପାସ୍ ପାଇଁ ଜେଇଙ୍କ ପାଖକୁ ଗଲେ ସେ ବିଡିଓଙ୍କ ପାଖକୁ ପଠାଉଛନ୍ତି ଏବଂ ବିଡିଓ ପୁଣି ଜେଇଙ୍କ ପାଖକୁ ଫେରାଉଛନ୍ତି। ଏଭଳି ଟାଳଟୁଳ ନୀତି ଯୋଗୁଁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଥିବା ଶ୍ରମିକ ଓ ଠିକାଦାରମାନେ ପାଉଣା ପାଇପାରୁ ନାହାନ୍ତି। ବିଡିଓଙ୍କ ଏଭଳି ଆଚରଣ ବିରୋଧରେ ନ୍ୟାୟ ପାଇଁ ସରପଞ୍ଚ ଓ ତାଙ୍କ ସ୍ୱାମୀ ବ୍ଲକ ଏବଂ ଜିଲ୍ଲା ସରପଞ୍ଚ ସଂଘର ଦ୍ୱାରସ୍ଥ ହୋଇଛନ୍ତି।

ଗୋପାଳପୁରରେ ପୁଣି ଲଜ୍ଜା, ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ...
ବ୍ରହ୍ମପୁର: ଗୋପାଳପୁରରେ ପୁଣି ଲଜ୍ଜା। ବେଳାଭୂମିରେ ଜରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏହି ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ମଣି ଦାସ(୨୭)।

ସୂଚନାନୁସାରେ, ଗୋପାଳପୁର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ ମଣି ଜୋରଜବରଦସ୍ତ ଏକ ସ୍କୁଟିରେ ନେଇ ନିକଟସ୍ଥ ଏକ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତ ମଣିକୁ ପୁଲିସ ନିଜ ଗ୍ରାମରୁ ଗିରଫ କରିବା ସହ ତା’ଠାରୁ ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରିଛି। ଏହାସହ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ବାଳକୁମାରୀ ପୀଠରୁ ଦର୍ଶନ ସାରି ଫେରୁଥିଲେ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ସ୍କୁଟି; ୧ମୃତ, ୨ ଗୁରୁତର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବାଳକୁମାରୀ ପୀଠରୁ ଦର୍ଶନ ସାରି ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟିଟି ଘାଟି ତଳକୁ ଖସିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ କତୁରୁ ନୂଆଗାଁ ଗ୍ରାମର ଶିବ ଶଙ୍କର ସାହୁ (୩୪)। ଗୁରୁତର ମାନେ ହେଲେ ଦିଲେଶ୍ୱର ରେଡି(୨୯) ଓ ସୁରେଶ ଚୌଧୁରୀ( ୪୮)। ଉଭୟ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଲକ୍ଷ୍ମୀପୁର ଗାଁରେ ବୁଲୁଛି ବାଘ, ଲୋକେ ଭୟଭୀତ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ପ୍ରଥମ ଥର ପାଇଁ ବାଘ ଦେଖାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବ୍ଲକର ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ସ୍ପଷ୍ଟ ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା, ଛତ୍ରପୁର କିମ୍ବା ଏହାର ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କିପରି ଜନବସତି ମୁହାଁ ହେଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୁରୁବାର ସକାଳେ ଲକ୍ଷ୍ମୀପୁର ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ଏକ ବାଘ ବୁଲୁଥିବା ଦେଖିଥିଲେ। ଏହାପରେ ସେମାନେ ଗ୍ରାମବାସୀଙ୍କୁ ଓ ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।

ଛତ୍ରପୁର ବନପାଳ ବାବୁ ସେଠିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବନ ବିଭାଗ କର୍ମଚାରୀମାନେ ସେଠାରୁ କିଛି ପାଦ ଚିହ୍ନ ଏବଂ ଲୋମ (ରୁମ୍) ସଂଗ୍ରହ କରିଛନ୍ତି। ପାଦ ଚିହ୍ନକୁ ସ୍କେଲ୍ ଯୋଗେ ମପାଯାଇ ଏହାର ଯାଞ୍ଚ କରାଯାଉଛି। ତେବେ ଏହା ପ୍ରକୃତରେ ବାଘ ନା ଅନ୍ୟ କୌଣସି ଜନ୍ତୁ, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ବନପାଳ ଶ୍ରୀ ସେଠି ସୂଚନା ଦେଇଛନ୍ତି।

ଅନ୍ୟପଟେ, ଗ୍ରାମବାସୀମାନେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ନିଜ ଆଖିରେ ବାଘ ଦେଖିଛନ୍ତି। ଗତ ୨ ଦିନ ଧରି ବାଘଟି ଗାଁରେ ପଶି ଛେଳି, କୁକୁଡ଼ା ଆଦି ଖାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଯେପର୍ଯ୍ୟନ୍ତ ବନ ବିଭାଗ ବାଘକୁ ଧରି ନାହିଁ କିମ୍ବା ସେଠାରୁ ଘଉଡ଼ାଇ ନାହିଁ, ସେ ପର୍ଯ୍ୟନ୍ତ ଅଞ୍ଚଳରୁ ଭୟ ଓ ଆତଙ୍କ ଦୂର ହେବ ନାହିଁ ବୋଲି ଲୋକେ କହିଛନ୍ତି।

ସ୍କୁଲ୍‌ ଶୌଚାଳୟରେ ନାବାଳିକାକୁ ଦୁଷ୍କର୍ମ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣଙ୍କ ପୀଡ଼ିତାଙ୍କ ସଂପର୍କୀୟ ଭାଇ ଭୁବନ ପ୍ରଧାନ (୨୨) ବୋଲି ଜଣାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। କାମକୁ ଗଲା ବେଳେ ସେମାନେ ନିଜର ୩ପିଲାଙ୍କୁ ଘରେ ଛାଡ଼ି ଯାଇଥାନ୍ତି। ପୀଡ଼ିତାଙ୍କ ବୟସ ମାତ୍ର ୧୧ବର୍ଷ ୬ମାସ। ଗତ ୨୮ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ ପ୍ରତିଦିନ ଭଳି ପୀଡ଼ିତାଙ୍କ ମା ଓ ବାପା କାମକୁ ଯାଇଥିବା ବେଳେ ନାବାଳିକା ଝିଅ ଘରେ ଏକୁଟିଆ ଥିଲେ। ଦିନ ପ୍ରାୟ ୧୧ଟାରେ ପୀଡ଼ିତାଜଣଙ୍କ ନିଜ ମାଉସୀଙ୍କ ଘରକୁ ଗୁଆ ଆଣିବାକୁ ଯାଇଥିଲା। ସେଠାରେ ଭୁବନ ପହଞ୍ଚି ନାବାଳିକାଙ୍କୁ ସ୍କୁଲ ପାଇଖାନା ପାଖକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ଚିତ୍କାର ଶୁଣି ଗ୍ରାମର ଭଗବାନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଭୁବନ ନାବାଳିକାଙ୍କୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲା। ଖବର ପାଇ ନାବାଳିକାଙ୍କ ବାପା ଓ ମାଆ କାମ ଛାଡ଼ି ଘରକୁ ଆସି ଝିଅ ଠାରୁ ସବୁକଥା ଶୁଣିବା ପରେ ଗତ ୩୦ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ନାବାଳିକାଙ୍କ ଡାକ୍ତରୀମାଇନା କରି କୋର୍ଟରେ ବୟାନ ରେକର୍ଡ କରାଯାଇଛି।

ରକ୍ତ ସଂପର୍କରେ ଲାଗିଲା ରକ୍ତର ଛିଟା: ସାନ ଭଉଣୀକୁ ଛୁରୀଭୁସି ନିର୍ମମ ଭାବେ ହତ୍ୟା କଲା ଭାଇ
ଗଞ୍ଜାମ: ଭାଇ ଭଉଣୀ ସଂପର୍କରେ ଲାଗିଲା ରକ୍ତର ଛିଟା । ସାନ ଭଉଣୀକୁ ହତ୍ୟା କଲା ନିଜ ବଡ ଭାଇ । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି । ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ ।