School and mass education - The Sakala
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଦୁର୍ଘଟଣାରେ କୌଣସି ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଲେ କିମ୍ବା ସେମାନେ ସ୍ଥାୟୀ ଭାବେ ବିକଳାଙ୍ଗ ହେଲେ, ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ନିୟମ ଅଧୀନରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଏବଂ ଓଡ଼ିଶା ମଡେଲ ଆଦର୍ଶ ବିଦ୍ୟାଳୟ (OMAVs) ରେ ପଢ଼ୁଥିବା ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସାମିଲ ହେବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଦୁର୍ଘଟଣା କାରଣରୁ ସ୍ଥାୟୀ ବିକଳାଙ୍ଗ ହେଲେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
କେବଳ ମୃତ୍ୟୁ ବା ବିକଳାଙ୍ଗ ନୁହେଁ, ବରଂ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ଉନ୍ନତ ଚିକିତ୍ସା ପାଇଁ ପରିବହନ ସହାୟତାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଯଦି କୌଣସି ବିଶେଷ ଚିକିତ୍ସା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରାଯାଏ, ତେବେ ପରିବହନ ବାବଦକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପରିବହନ ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।
ସରକାରୀ ଡାକ୍ତରଖାନାରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ମାଗଣାରେ ଚିକିତ୍ସା ସୁବିଧା ପାଇବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ପ୍ରଯୁଜ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ଏବଂ ରେଡ୍ କ୍ରସ୍ ଭଳି ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ମଧ୍ୟ ସେମାନେ ସହାୟତା ପାଇପାରିବେ।
ଆର୍ଥିକ ସହାୟତା ଯେପରି ପ୍ରଭାବିତ ପରିବାର ନିକଟରେ ବିଳମ୍ବ ନକରି ପହଞ୍ଚିପାରିବ, ସେନେଇ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ମାମଲାର ପ୍ରକୃତିକୁ ଭିତ୍ତି କରି ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ (BEO), ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲାପାଳଙ୍କ ଭଳି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ସହାୟତା ଅନୁମୋଦନ କରାଯିବ।
ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲେ ସହାୟତା ରାଶି ପାଇବାରେ ପରିବାର ସଦସ୍ୟଙ୍କ ପ୍ରାଥମିକତା ମଧ୍ୟ ସ୍ଥିର କରାଯାଇଛି। ପ୍ରଥମ ହିତାଧିକାରୀ ଭାବେ ଛାତ୍ରଛାତ୍ରୀଙ୍କ ମା' ଙ୍କୁ ଏହି ରାଶି ପ୍ରଦାନ କରାଯିବ। ଯଦି ମା' ଜୀବିତ ନଥାନ୍ତି, ତେବେ ବାପାଙ୍କୁ ଏହି ଅର୍ଥ ମିଳିବ। ଉଭୟ ପିତାମାତା ଜୀବିତ ନଥିବା କ୍ଷେତ୍ରରେ, ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଜଣେ ଅଭିଭାବକଙ୍କୁ ଏହି ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ କ୍ଲାସ୍, ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ସୁବିଧା
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମୋଟ ୭୧ଟି ସରକାରୀ ହାଇସ୍କୁଲରେ ଏଣିକି ଯୁକ୍ତ ଦୁଇ (+୨) କ୍ଲାସ୍ ଆରମ୍ଭ ହେବାକୁ ଯାଉଛି। ଏହି ପଦକ୍ଷେପ ଫଳରେ ଦଶମ ଶ୍ରେଣୀ ପାସ୍ କରିବା ପରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ନିଜ ପଞ୍ଚାୟତ ବା ନିକଟସ୍ଥ ହାଇସ୍କୁଲରେ ହିଁ ସେମାନେ ନିଜର ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିପାରିବେ।
ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଲାଭଦାୟକ
ସାଧାରଣତଃ ମାଟ୍ରିକ ପାସ୍ କରିବା ପରେ ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନେ କଲେଜ ଦୂରରେ ଥିବାରୁ ଆଗକୁ ପାଠ ପଢ଼ିବାରୁ ବଞ୍ଚିତ ହେଉଥିଲେ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନୂତନ ପଦକ୍ଷେପ ପରେ ପିଲାମାନେ ନିଜ ଅଞ୍ଚଳରେ ହିଁ ସହଜରେ ପାଠ ପଢ଼ିପାରିବେ। ନୂତନ ଭାବେ ଉନ୍ନୀତ ହୋଇଥିବା ଏହି ୭୧ଟି ସ୍କୁଲରେ ଆବଶ୍ୟକତା ଅନୁଯାୟୀ କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗରେ ନାମଲେଖା ପାଇଁ ସୁଯୋଗ ସୃଷ୍ଟି ହେବ। ଏହା ଦ୍ୱାରା ରାଜ୍ୟରେ ଡ୍ରପ୍-ଆଉଟ୍ ବା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ଯଥେଷ୍ଟ କମିବ ବୋଲି ଶିକ୍ଷାବିତ୍‌ମାନେ ଆଶା ବ୍ୟକ୍ତ କରିଛନ୍ତି।
ଭିତ୍ତିଭୂମି ବିକାଶ ଓ ନାମଲେଖା ପ୍ରକ୍ରିୟା
ଆଗାମୀ ଶିକ୍ଷାବର୍ଷରୁ ଏହି ନୂତନ ଯୁକ୍ତ ଦୁଇ କ୍ଲାସ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଚିହ୍ନଟ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ଯେପରିକି ଅତିରିକ୍ତ ଶ୍ରେଣୀଗୃହ, ପରୀକ୍ଷାଗାର ଏବଂ ପାଠାଗାରର ବ୍ୟବସ୍ଥା କରାଯିବ। ପାଠପଢ଼ା ପରିଚାଳନା ନିମନ୍ତେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇବେ। ରାଜ୍ୟ ସରକାରଙ୍କ ସାମ୍ସ (SAMS) ପୋର୍ଟାଲ୍ ଜରିଆରେ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟଗୁଡ଼ିକରେ ଇ-ଆଡମିସନ୍ (e-Admission) ମାଧ୍ୟମରେ ସ୍ୱଚ୍ଛତାର ସହ ନିଜର ନାମ ଲେଖାଇପାରିବେ।
ଶିକ୍ଷକ ଆନ୍ଦୋଳନ ଦମନ ପାଇଁ ଉଦ୍ୟମ ! ଆନ୍ଦୋଳନରତ ଶିକ୍ଷକଙ୍କ ତାଲିକା ମାଗିଲା ଗଣଶିକ୍ଷା ବିଭାଗ...
ଭୁବନେଶ୍ୱର: ପର୍ଯ୍ୟାୟକ୍ରମେ ଶିକ୍ଷକ ଆନ୍ଦୋଳନ ବ୍ୟାପକ ହେଉଛି। ବିଧାନସଭା ସମୟରେ ସରକାରଙ୍କ ଶିରପୀଡ଼ା ବଢ଼ୁଛି। ବିରୋଧୀ ବିଧାନସଭାରେ ଶିକ୍ଷକଙ୍କ ଦାବିକୁ ପ୍ରସଙ୍ଗ କରୁଥିବା ବେଳେ ବାହାରେ ମଧ୍ୟ ସରକାରଙ୍କୁ ଘେରୁଛନ୍ତି। ବିରୋଧୀ ଦଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ କାହିଁକି ପାଳନ କରୁନାହାନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏପରି ସ୍ଥିତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ଦୈନିକ ଉପସ୍ଥାନ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଛନ୍ତି। ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ନାମ ସହିତ ସବିଶେଷ ତଥ୍ୟ ପ୍ରତିଦିନ ପ୍ରଦାନ କରିବାକୁ କୁହାଯାଇଛି।
ସେହିପରି ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି। କୌଣସି ଶିକ୍ଷକଙ୍କୁ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡିବାକୁ ଅନୁମତି ଦିଆଯିବନାହିଁ। ଏଥିରେ ଖିଲାପ ହେଲେ ଗମ୍ଭୀରତାର ସହ ବିଚାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ କରାଯାଇଛି। ବିଭାଗର ଏପରି ଚିଠି ପରେ ଶିକ୍ଷକଙ୍କ ଅକଲଗୁଡ଼ୁମ୍‌ ହୋଇଛି। ଛୁଟି ନେଇଥିଲେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ନ ଥିବାରୁ ଅକଳରେ ପଡ଼ିଛନ୍ତି। ଏଣୁ ଅନେକ ଶିକ୍ଷକ ଅନିଚ୍ଛା ସତ୍ତ୍ବେ ଆନ୍ଦୋଳନରୁ ଫେରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଅପପରପକ୍ଷେ, ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରାଥମିକ ଶିକ୍ଷକ ମହାସଂଘର ନେତାମାନେ ନିନ୍ଦା କରିଛନ୍ତି। ସରକାର ଶିକ୍ଷକଙ୍କ ସ୍ୱରକୁ ଚାପିବା ପାଇଁ ଏପରି କରୁଛନ୍ତି। ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ।  ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ। ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖଛି। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସ୍କୁଲରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ଚିଠି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ହେବ। ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ। ଓମେନ ହେଲ୍ପଲାଇନ- ୧୮୧, ଶିଶୁ ହେଲ୍ପଲାଇନ-୧୦୯୮। ପୋଲିସ ହେଲ୍ପଲାଇନ-୧୧୨। ଆବଶ୍ୟକୀୟ ଜରୁରୀ ସହାୟତା ପାଇଁ ଏହି ହେଲପ ଲାଇନ ନମ୍ବର ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର-୧୮୦୦୩୪୫୬୭୨୨। ସୁଦୃଶ୍ୟ ସ୍ଥାନରେ ହେଲ୍ପଲାଇନ ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ର, ବିଦ୍ୟାଳୟ ଓ ହଷ୍ଟେଲରେ ହେଲ୍ପଲାଇନ ନଂ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ପ୍ରାୟ ଦୁଇ ମାସର ଛୁଟି ପରେ ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ୍‌। ଏଥିପାଇଁ ୧୯ ତାରିଖରେ ବିଦ୍ୟାଳୟ ପରିସର ସଫାସୁତୁରା କରାଯିବ। ସ୍କୁଲର ବୈଦ୍ୟୁତିକ ସରଞ୍ଜାମ ଓ ବିଦ୍ୟୁତ୍‌ ସଂଯୋଗ ଯାଞ୍ଚ କରାଯିବ। ପାଣି ଟାଙ୍କି ସଫା କରାଯିବ ଓ ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ପରିସ୍କାର କରାଯିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଚାଉଳ, ଡ଼ାଲି ଓ ଅନ୍ୟ ଖାଦ୍ୟ ପଦାର୍ଥର ଯାଞ୍ଚ ହେବ ଓ ୨୦ ତାରିଖଠାରୁ ପାଠପଢ଼ା ଚାଲିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବହୁ ପୂର୍ବରୁ ଖରାଛୁଟି ହୋଇଥିଲା। ମେ ୬ରୁ ଛୁଟି କରିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଖରା ପାଇଁ ଏପ୍ରିଲ୍‌ ୨୩ ତାରିଖରୁ ଖରାଛୁଟି ଘୋଷଣା କରିଥିଲେ ସରକାର। ଫଳରେ ପ୍ରାୟ ୧୩ ଦିନ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା।
ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୬ ତାରିଖ ମଧ୍ୟରେ ଆବେଦନ ଶେଷ ହେବା ପରେ ୯ରୁ ୧୬ ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦ୍ବାରା ଯାଞ୍ଚ କରାଯିବ। ପରେ ଫାଇନାଲ ମେରିଟ ଲିଷ୍ଟ ଜୁଲଇ ୧୮ରେ ୱେବସାଇଟରେ ପ୍ରାକାଶ ପାଇବ।  ଏହାପରେ ଜୁଲାଇ ୧୮ ଓ ୧୯ରେ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରାଯିବ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।
ରାଜ୍ୟରେ ନୂଆ ଜାତୀୟ ଶିକ୍ଷା ନୀତିଲାଗୁ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ରାଜ୍ୟରେ ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ବୁଧବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଶିକ୍ଷାନୀତି ଲାଗୁ ହେବା ପରେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯାଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।
[wp-embedder-pack width=”100%” height=”400px” download=”all” download-text=”” attachment_id=”143965″ /]