Earthquake in Japan - The Sakala

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ, ସୁନାମୀ ଚେତାବନୀ ଜାରି
ନୂଆଦିଲ୍ଲୀ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରେକର୍ଡ ହୋଇଛି । ଦକ୍ଷିଣପ୍ରାନ୍ତରେ ଥିବା କ୍ୟୁଶୁ କ୍ଷେତ୍ର ରହିଛି ଭୁକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ଦେଶରେ ପାଣିପାଗ ବିଜ୍ଞାନ କେନ୍ଦ୍ର ସୁନାମୀ ଚେତାବନୀ ଜାରି କରିଛି ।

ସ୍ଥାନୀୟ ସମୟାନୁସାରେ, ରାତି ୯ଟା ୧୯ ମିନିଟରେ ଭୂମିକମ୍ପ ଆସିଥିଲା । ଭୂମିକମ୍ପର ଗଭୀର ଥିଲା ୩୭ କିଲୋମିଟର । କ୍ୟୁଶୁ ଦ୍ଵୀପର ମିୟାଜାକି ପ୍ରିଫେକ୍ଚର ନିକଟରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ନିକଟସ୍ଥ କୋଚ୍ଚି ପ୍ରାନ୍ତ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ୧ ମିଟର ଯାଏ ଲହରୀ ଉଠିବାର ଆଶଙ୍କା କରିଛି । ଏଣୁ ସମୁଦ୍ର ନିକଟକୁ ନଯିବାକୁ ବାରଣ କରିଛି ଜାପାନ ପାଣିପାଗ ବିଭାଗ । ସୁନାମୀ ବାରମ୍ବାର ମାଡ଼ ହୋଇପାରେ । ଏଣୁ ଏହାକୁ ନେଇ ସତର୍କ ରହିବାକୁ କୁହାଯାଇଛି । ତେବେ ଭୂମିକମ୍ପର ସମ୍ପୂର୍ଣ୍ଣ ପ୍ରଭାବ ତୁରନ୍ତ ଜଣାପଡ଼ି ନାହିଁ । ତେବେ ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ଆସିନାହିଁ ।