Happy New Year 2025 - The Sakala
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି । ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ । ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା ପୂରଣ ପାଇଁ ନୂତନ ଉତ୍ସାହ ସହିତ ଆଗକୁ ବଢିବାକୁ ଏକ ସୁଯୋଗ ଦେଇଥାଏ । ଆସନ୍ତୁ ନୂତନ ବର୍ଷ ୨୦୨୫କୁ ଆନନ୍ଦ ଏବଂ ଉତ୍ସାହ ସହିତ ସ୍ୱାଗତ କରିବା । ଏକତା ଏବଂ ଉତ୍କର୍ଷର ପଥରେ ଆମର ସମାଜ ଏବଂ ରାଷ୍ଟ୍ରକୁ ଆଗକୁ ନେବା ।
Wishing everyone a very Happy New Year! May the year 2025 bring joy, harmony and prosperity to all! On this occasion, let us renew our commitment to work together for creating a brighter, more inclusive and sustainable future for India and the world.
— President of India (@rashtrapatibhvn) January 1, 2025
ସେହିପରି ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂତନ ବର୍ଷ ଜୀବନରେ ସୁଯୋଗ, ସଫଳତା ସହ ଅସୁମାରୀ ସୁଖ ଆଣିଦେଉ ବୋଲି ମୋଦୀ କହିଛନ୍ତି। ସମୃଦ୍ଧି ସହ ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
Happy 2025!
May this year bring everyone new opportunities, success and endless joy. May everybody be blessed with wonderful health and prosperity.
— Narendra Modi (@narendramodi) January 1, 2025
ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର: ନବବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ ।
ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear pic.twitter.com/xFbVT0Ui5n
— Naveen Patnaik (@Naveen_Odisha) January 1, 2025
ଆଜି ନୂଆ ବର୍ଷ। ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୪ରେ ଘଟିତ ଅସୁମାରି ଘଟଣାବଳୀର ତିକ୍ତ ମଧୁର ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା ଓ ବିଫଳତାର ଚିତ୍ର। ସବୁ ଅନ୍ତ କିଛି ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି ୨୦୨୪ର ଅନ୍ତ ସହ ଆରମ୍ଭ ହୋଇଛି ୨୦୨୫ । ଇଂରାଜୀ ନବବର୍ଷ ୨୦୨୫ ନୂଆ ଆଶା, ଆକାଂକ୍ଷା, ସମ୍ଭାବନା, ଉଦ୍ଦୀପନା ନେଇ ଧରାପୃଷ୍ଠରେ ପାଦ ଥାପିଛି। ନବବର୍ଷ ୨୦୨୫, ସମସ୍ତଙ୍କ ପାଇଁ ଆଣିଛି ନାନାଦି ଆହ୍ବାନ, ପୁଣି ସମାଧାନର ଅସୀମ ସମ୍ଭାବନା। ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ବିଦାୟୀ ବର୍ଷର ଘାତପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମ୍‌ରେ ସ୍ବାଗତ କରାଯାଇଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ କମ୍ପିଛି ଗାଁରୁ ସହର। ନୂଆବର୍ଷର ସ୍ବାଗତ ପାଇଁ ବିଭିନ୍ନ ହୋଟେଲ ଓ ପବ୍‌ମାନଙ୍କରେ ଜମିଥିଲା ଭିଡ଼। ନାଚ, ଗୀତ ସହ ଜମିଥିଲା ଖିଆପିଆ। ରାତି ୧୨ଟାରେ ଲୋକେ ପରସ୍ପରକୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ନୂଆବର୍ଷ ବାର୍ତ୍ତାରେ ଚଳଚଞ୍ଚଳ। ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ବର୍ଷ ଆରମ୍ଭରେ ସଂକଳ୍ପ ନେଇଛନ୍ତି ଲୋକେ । କ୍ୟାଲେଣ୍ଡର ବଦଳିଗଲେ ଯେ, ଭାଗ୍ୟ ବଦଳିଯାଏ ସେ କଥା ନୁହେଁ । ତେବେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଏ। ନୂଆ ବର୍ଷ ୨୦୨୫କୁ ପ୍ରଥମେ ସ୍ବାଗତ କରିଛି ନ୍ୟୁଜିଲ୍ୟାଣ୍ଡ। ଅକ୍‌ଲ୍ୟାଣ୍ଡ ସହରବାସୀ ପ୍ରଥମେ ନୂତନ ବର୍ଷ ପାଳନ କରନ୍ତି। କ୍ରମାନୁସାରେ ଅନ୍ୟ  ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି। ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ମଧ୍ୟ ନବବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରାଯାଇଛି। ଆମ ଦେଶରେ କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ସବୁଠି ନୂଆବର୍ଷର ଉତ୍ସାହ। ଗୀତଗାଇ, ନାଚି ଓ ବାଣ ଫୁଟାଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି। ଭାରତର ବିଭିନ୍ନ ପସିଦ୍ଧ ମନ୍ଦିରଗୁଡ଼ିକରେ ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନୂଆବର୍ଷ ମଙ୍ଗଳମୟ ହେଉ କାମନା କରି ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଲୋକେ ପରସ୍ପରକୁ ‘ହ୍ୟାପି ନ୍ୟୁ ଇଅର୍‌’ କହି ଅଭିନନ୍ଦନ ଜଣାଉଛନ୍ତି। ନୂଆ ରୂପରେ ନୂଆ ଆଶାରେ ନୂଆ ଜୀବନଯାତ୍ରା ଆରମ୍ଭ କରିବାକୁ ଲୋକେ ବର୍ଷାରମ୍ଭରେ ସଂକଳ୍ପ ନେଇଛନ୍ତି।