crop damage - The Sakala

ଫସଲ କ୍ଷୟକ୍ଷତି ଯୋଗୁ ବିଲରେ ଟଳିପଡ଼ିଲେ ଚାଷୀ !
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ମଣିରାମ ମହାନ୍ତି। ସେ ଧାନବିଲକୁ ଯାଇଥିବାବେଳେ ବିଲରେ ହିଁ ଟଳିପଡି ଥିଲେ। ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ଲାଗି ବିଞ୍ଝାରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।