satyabadi - The Sakala

ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ମହିଳା !
ପୁରୀ: ଜିଅନ୍ତା ଜଳିଗଲେ ମହିଳା । କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଆତ୍ମହତ୍ୟା । ପୁରୀ ସତ୍ୟବାଦୀ ବ୍ଲକ୍ ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତରେ ଘଟିଛି ଏପରି ଅଘଟଣ । ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଛନ୍ତି ପିପିଲି SDPO । ସୂଚନା ଅନୁସାରେ, ସକାଳ ସାଢେ଼ ଆଠ ସମୟରେ ଘର ଭିତରେ କବାଟ କିଳୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଘରୁ ଧୂଆଁ ବାହାରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା । କବାଟ ଭାଙ୍ଗି ଉଦ୍ଧାର କଲାବେଳକୁ ମହିଳାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିଲା । କିଛି ସମୟ ପରେ ମହିଳା ଜଣକ ମୃତ୍ୟୁବରଣ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ  ଜବତ କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଚାଷୀଙ୍କ କୋହ ଶୁଣିଲେ ନବୀନ; ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ କଲେ ଦାବି
ସତ୍ୟବାଦୀ/ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ ନେତା ନବୀନଙ୍କୁ ପାଖରେ ପାଇ କୋହ ବଖାଣିବା ସହ ନୂଆ ସରକାରଙ୍କ ଅପାରଗତାକୁ କଟୁ ସମାଲୋଚନା କରିଛନ୍ତି। ପୂର୍ବ ସରକାର ସମୟରେ ଚାଷୀଙ୍କୁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଚାଷୀ କିନ୍ତୁ ନୂଆ ସରକାର କିପରି ଚାଷୀଙ୍କୁ ହତାଦର କରୁଛନ୍ତି ସେନେଇ ନବୀନଙ୍କ ଆଗରେ ବଖାଣିଛନ୍ତି ।

ଅରପକ୍ଷରେ ଚାଷୀଙ୍କ ଛଳ ଛଳ ଆଖି ଦେଖି ନବୀନ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ଚାଷୀଙ୍କ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଦୁଃଖରେ ସମଦୁଃଖୀ ନବୀନ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରରେ ନଥିଲେ ମଧ୍ୟ ସେ ଲୋକଙ୍କ ସହ ଥିବା ନେଇ କହିଛନ୍ତି। ଜିଲ୍ଲା ଗସ୍ତ ଅବସରରେ ନବୀନ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।

ବିଜେଡିରେ ସାମିଲ ହେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ
ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ । ସେ ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ବିଜେପି ଛାଡିବା ପରେ ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ ରମାରଞ୍ଜନ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କଲେ ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସସ୍ମିତ ପାତ୍ର ।

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଦେବାଶିଷ ବିଶ୍ୱାଳ, ଦେବାଶିଷ ଅମର ରହେ ଧ୍ବନିରେ କମ୍ପିଲା ସମଗ୍ର ଅଞ୍ଚଳ
ସତ୍ୟବାଦୀ: ପଞ୍ଚଭୂତରେ ଲୀନ ହେଲା ଶହୀଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇଛି ଶେଷକୃତ୍ୟ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକାକୂଳ ପରିବେଶରେ ଦେବାଶିଷ ଅମର ରହେ ଧ୍ବନିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶହୀଦ ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଅଶ୍ରୁଳ ଆଖିରେ ସମସ୍ତେ ଲଢ଼ୁଆ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଭୁବନେଶ୍ୱରରୁ ସତ୍ୟବାଦୀ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଦେବାଶିଷଙ୍କ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ସାକ୍ଷୀଗୋପାଳ ନିକଟରେ ପ୍ରାୟ ୫ହଜାରରୁ ଅଧିକ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଆଖି ଲୁହରେ ଭିଜିଥିଲା ସତ୍ୟବାଦୀ ଅଳଗୁମ ଶ୍ମଶାନ । ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ଲୁହରେ ଭିଜିଥିଲା ଅଳଗୁମ ଶ୍ମଶାନ ପଡ଼ିଆ ।