NandanKanan - The Sakala
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍
ଭୁବନେଶ୍ୱର: IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ । ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍ । ସେହିପରି ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ ମିଳିଛି । ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ବ ଦିଆଯାଇଛି ।
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ୧୯ ନୂଆ ପଶୁପକ୍ଷୀ
ଭୁବନେଶ୍ବର: ଶୁକ୍ରବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ପଶୁପକ୍ଷୀ ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ପଥର କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ସିଲଭର ଫିଜଣ୍ଟ ଆସିଛନ୍ତି। ଏମାନଙ୍କୁ ଖୁଆଡ଼ ମଧ୍ୟରେ ୨୦ରୁ ୩୦ ଦିନ ପାଇଁ ପୃଥକୀକରଣରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା..
ଭୁବନେଶ୍ବର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି । ଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି ।  ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି ।
ଭୁବନେଶ୍ୱର: ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମ ଥର ପାଇଁ ମା’ ହୋଇଛି । ଗୁରୁବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା’ ହେବା ପରେ ତା’ର ଛୁଆକୁ ଅଲଗା କରାଯାଇଛି । ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତା’ର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି।
ପ୍ରକାଶ ଯେ, ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ ତାକୁ ୭ ବର୍ଷ ୪ ମାସ ବୟସରେ ସେ ପଦାର୍ପଣ କରିଛି । ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନାରୁ ଆସିଥିବା ପୁରୁଷ ସିମ୍ପାଞ୍ଜୀ ଜୁଲୁ ସହିତ ଦୁର୍ଗାର ଚଳିତ ବର୍ଷ ମେ ମାସ ୨୬ ରୁ ୨୯ ତାରିଖରେ ପ୍ରଥମେ ମିଳନ କରାଯାଇଥିଲା । ପରେ ପୁଣି ଜୁନ ୨ ରୁ ୬ ତାରିଖରେରେ ମିଳନ କରାଯାଇଥିଲା । ନନ୍ଦନକାନନ ଡାକ୍ତର ଦୁର୍ଗାର ରକ୍ତ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଦୁର୍ଗା ମା’ ହେବାକୁ ଯାଉଛି । ସେହି ଦିନ ଠାରୁ ଦୁର୍ଗା ପ୍ରତି ସ୍ୱତନ୍ତ୍ର ସୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ । ଦୀର୍ଘ ୨୩୮ ଦିନ ଗର୍ଭଧାରଣ କରିବା ପରେ ଆଜି ଗୋଟିଏ ଶାବକ ଜନ୍ମ ଦେଇଛି। ଜନ୍ମ ଦେବା ପରେ ମା ଠାରୁ ଛୁଆକୁ ଅଲଗା ରଖାଯାଇଛି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକକୁ ମିଶାଇ ସିମ୍ପାଞ୍ଜୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ
ଭୁବନେଶ୍ବର: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ଘଟିଛି। ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା । ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ୨୦୨୪ ମସିହା ନଭେମ୍ବର ୨ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରୂପା ୪ଟି ଶାବକ ଜନ୍ମ ଦେଇଥିଲା। ତେବେ ସେଥି ମଧ୍ୟରୁ କିଛି ଦିନ ହେବ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ନନ୍ଦନକାନନରେ ଆଖି ବୁଜିଲା କୁନି ହାତୀ ଅଭି। ‘ହରପିସ’ ରୋଗରେ ସଂକ୍ରମିତ ହୋଇଥିଲା ଅଭି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା । ହର୍ପିସ ରୋଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୧୭ମାସର ହାତୀ ଶାବକ ‘ଅଭି’ର ମୃତ୍ୟୁ ଘଟିଛି। ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ଅଭି ହର୍ପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା। ତାର ହର୍ପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମାନେ ଆସି ଚିକିତ୍ସା ଜାରି ରଖିଥିଲେ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଶେଷରେ ଆଜି ଆଖି ବୁଜିଛି।
ସୋମବାର ସକାଳୁ ଅଭି ଗୋଟିଏ ସ୍ଥାନରେ ଶୋଇ ରହୁଥିବାବେଳେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା। ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟିଆ ଅଭି ଉପରେ ନଜର ରଖିଥିଲେ। ଅଭି’ କୁ ଶୀଘ୍ର ସୁସ୍ଥ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନର ହାତୀ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ କରି ଚିକିତ୍ସା ଜାରୀ ରଖିଥିଲେ ।
୨୦୨୩ ଜୁନ ମାସ ୨୫ ତାରିଖରେ ଅଭିକୁ ଦୁଇ ମାସର ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇଥିଲା। ଜଙ୍ଗଲରେ ହାତୀ ପଲରୁ ଅଲଗା ହୋଇ ଖାଲରେ ପଡ଼ି ଯାଇଥିଲା ଅଭି। ଘଟଗାଁରୁ ଉଦ୍ଧାର କରି ଅଭିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା।
ଏଣିକି ନନ୍ଦନକାନନର ସୁରକ୍ଷା ଦାୟିତ୍ୱରେ ରହିବେ OISF
ଭୁବନେଶ୍ୱର: ଏଣିକି ନନ୍ଦନକାନନର ସୁରକ୍ଷା ଦାୟିତ୍ୱ ନେଇଛି ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷାକୁ ମଜବୁତ କରିବା ପାଇଁ ଓଆଇଏସଏଫର ଏକ ପ୍ଲାଟୁନ୍ ଯବାନ ନିୟୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳଙ୍କ ସହିତ ଏହା ଏକ ୩୫ ଜଣିଆ ଟିମ । ୩୦ ଜୁଲାଇରେ ନନ୍ଦନକାନନ ଏବଂ ଓଆଇଏସଏଫ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଆଜିଠାରୁ ଏହି ଫୋର୍ସ ଅନ୍ତର୍ଭୁକ୍ତ କରାଯାଇଛି।
ବାରଙ୍ଗ: ମା’କୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ବାରଙ୍ଗ ଥାନା କାନପୁର ନିକଟସ୍ତ ପୁରୀ କେନାଲରେ ଘଟିଛି ଏହି ଅଘଟଣ ।
ସୂଚନା ଅନୁଯାୟୀ, ଆଜି ସକାଳ ୯ ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ ନିଜ ପିଲାମାନଙ୍କୁ ନେଇ ପୁରୀ କେନାଲକୁ ଆସିଥିଲେ । କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀଙ୍କ ମଧ୍ୟରୁ ଗୋଟିଏ ଭଉଣୀ ବୁଡି ଯାଉଥିଲେ । ମାଆ ବୁଡିଯାଉଥିବା ଦେଖି ଦୁଇ ପୁଅ ମାଆକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ପଶି ଯାଇଥିଲେ । ହେଲେ ଦୁଇ ନାବାଳକ ପୁଅଙ୍କୁ ପହଁରା ଆସୁନଥିବାରୁ ସେମାନେ ମଧ୍ୟ ବୁଡ଼ି ଯାଉଥିଲେ । ସେହି ସମୟରେ ନିକଟରେ ଗାଧୋଉଥିବା କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ । ଦୁଇ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ପରିବାର ଲୋକଙ୍କୁ ପଚରା ଉଚରା କରିବା ସହିତ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୩ନଂ ଖୁଆଡ଼ରେ ରହୁଥିବା ମହାବଳ ନାଲି ବାଘୁଣୀ ସାରାର ଆଜି ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥବାବେଳେ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିଲା ।  ୧୯ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛି ।
ସୂଚନା ଅନୁଯାୟୀ, ଅପ୍ରେଲ ୧୮ ତାରିଖ ୨୦୦୬ମସିହାରେ ଭୋପାଳ ଚିଡିଆଖାନାରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ମହାବଳ ବାଘ ରିଷି ଓ ସାରା ମିଳନରୁ ଜାନୁଆରୀ ୧୩ତାରିଖ ୨୦୧୨ରେ ସାରା ୩ଟି ଶାବକ ଜନ୍ମ ଦେଇଥିଲା । ଏମାନଙ୍କ ନାଁ  ଆଶା, ଅଙ୍କିତା, ଶୁଭଶ୍ରୀ ରଖାଯାଇଥିଲା । ଆଶା ବାଘୁଣୀ ଶାବକକୁ ନନ୍ଦନକାନନରୁ ହାଇଦ୍ରାବାଦ ଚିଡ଼ିଆ ଖାନାକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଠାଯାଇଛି। ବାଘ ମାନଙ୍କ ସଂଖ୍ୟା ଏବେ ୨୪ କୁ ଖସିଛି ବୋଲି କର୍ତ୍ତୃ ପକ୍ଷ ସୂଚନା ଦେଇଛନ୍ତି।
ନନ୍ଦନକାନନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା
ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତକାଲି ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଥିଲା । ଶୋଇରହିଥିବା ସ୍ଥାନରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପ୍ରାଣୀ ଉଦ୍ୟାନ ଅଧିକାରୀମାନେ ଓୟୁଏଟିର ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ସ୍ନେହାର ଚିକିତ୍ସା ଆରମ୍ଭ ହୋଇଥିଲା । ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଇଥିଲା । ଏହାସହ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା । ଶେଷରେ ଆଜି ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ନଲାଭ କରିଥିଲା ବାଘୁଣୀ ସ୍ନେହା । ସେ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକ ଜନ୍ମ କରିଛି । ବର୍ତ୍ତମାନ ବାଘୁଣୀ ସ୍ନେହାକୁ ୧୪ ବର୍ଷ ।
ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା ଜନ୍ମକଲା ୩ ଛୁଆ
ନନ୍ଦନକାନନ: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ ରୱା ଛୁଆଙ୍କୁ ନ ଆଦରିବାରୁ ତାଙ୍କୁ ବେବି ରିଅରିଙ୍ଗ ସେଣ୍ଟର୍‌ରେ ରଖାଯାଇଛି। ସୂଚନା ଥାଉକି ରେୱା ଓ ଜିତ୍‌ର ମିଳନ ହୋଇଥିଲା। ଫଳରେ ରେୱା ଗର୍ଭ ଧାରଣ କରିଥିଲା। ତେବେ ଆହୁରି ଛୁଆ ଜନ୍ମ କରିବାର ସମ୍ଭାବନା ଥିବା ନେଇ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହ ହେବ ପଶୁପକ୍ଷୀ ଅଦଳବଦଳ
ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ।
ଫଳରେ ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବେ। ବଦଳରେ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, ୧ଟି ମଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ , ବ୍ଲାକ ବକ୍ , ୧୦ଟି ବ୍ୟାକ୍ ହେଡେଡ୍ ଇବିସ । ଏଥିପାଇଁ ଏକ ୫ ଜଣିଆ ଟିମ୍ ଆଜି ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରାଣୀ ନନ୍ଦନକାନନରେ ପହଞ୍ଚିଯିବେ । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ଲାଗି ଏହି ପ୍ରାଣୀ ବିନମୟ କରାଯାଇଛି ।