ID Market sealed - The Sakala

୨୪ ଘଣ୍ଟା ପାଇଁ ଆଇଡି ମାର୍କେଟ ସିଲ୍‌ କଲା ବିଏମ୍‌ସି
ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି ) ପକ୍ଷରୁ ଆଇଡ଼ି ମାର୍କେଟକୁ ଆଜି ସିଲ୍ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଓ ସାମାଜିକ ଦୂରତ ପାଳନରେ ଅବହେଳା ଯୋଗୁଁ ୨୪ ଘଣ୍ଟା ପାଇଁ ମାକେର୍ଟକୁ ସିଲ୍ କରିଛି ବିଏମ୍‌ସି।ଲୋକେ ଅମାନିଆ ହୋଇ କିଣାବିକା କରୁଥିବାରୁ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ।

ସୂଚନା ମୁତାବକ, କୋଭିଡ ନିୟମକୁ ଉଲଂଘନ କରୁଥିବା ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟ ସିଲ୍‌ କରିଛି ବିଏମ୍‌ସି । ମାର୍କେଟରେ ଭିଡ଼ ଜମାଇବା କାରଣରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଆଇଡ଼ି ମାର୍କେଟ। ଆସନ୍ତା କାଲି ଶନି ଓ ରବି ଦୁଇଦିନ ସପ୍ତାହାନ୍ତ ସଟଡାଉନ ରହିଛି। ଏଣୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାିଛି। ଗତ କାଲି ସନ୍ଧ୍ୟାରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ। ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ ପୂର୍ବରୁ ମାର୍କେଟ୍‌ ବିଲ୍ଡିଂ ଏବଂ ଭିଏସଏସନଗର ହାଟ ଓ ୟୁନିଟ-୧ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି ।