odiasha news - The Sakala
ବାଲେଶ୍ବର: ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା  ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉସା। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପିଡୀତାଙ୍କ ପରିବାରଲୋକେ। ଖବରପାଇ ଘଟଣାସ୍ଥଳରେ ସିଂଲା ଥାନା ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଭାନୁପୁର ଗ୍ରାମର ୧୩ ବର୍ଷର ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ପୂର୍ବରୁ ବାହାନା କରି ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଥିଲା। ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା ଅଭିଯୁକ୍ତ ପିଉସା। ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ଜଣା ପଡିବା ପରେ ପିଡୀତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବାପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା।
ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା। ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ। ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି । ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଆମେ ନାରୀ ବନ୍ଦନ ଆଇନ ଆଣିଛୁ । ଆରମ୍ଭରୁ ହିଁ ଆମ ସମ୍ବିଧାନ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଛି। ଆମର ଗଣତନ୍ତ୍ର ବହୁତ ସମୃଦ୍ଧ। ଆମର ସଂସ୍କୃତିରେ ହିଁ ଗଣତନ୍ତ୍ର ରହିଛି।
ଆଗକୁ ସେ କହିଛନ୍ତି, ଦେଶ ଏବେ ଦ୍ରୁତ ଗତିରେ ବିକାଶ କରୁଛି। ଭାରତର ଏକତା ରକ୍ଷା ପାଇଁ ଆମେ ୩୭୦ ଧାରା ହଟାଇଛୁ। ୱାନ ନେସନ ୱାନ ଟାକ୍ସ ପାଇଁ ଜିଏସଟି ଲାଗୁ କରାଯାଇଛି। ମୋଦୀ ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା। ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର କଂଗ୍ରେସ ଛଡ଼ାଇ ନେଇଥିଲା କହି ମୋଦି କଡ଼ା ସମାଲୋଚନା କରିଛନ୍ତି।