Encounter - The Sakala

ଚମ୍ପୁଆ ପୋଲିସର ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ
ଚମ୍ପୁଆ: ଚମ୍ପୁଆ ପୋଲିସକୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ  । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନ୍‌କାଉଣ୍ଟର ପରେ ଚମ୍ପୁଆ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ । ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଅଭିଯୁକ୍ତ ପୋଲିସ ଟିମ୍ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା  ନାଫିସ । ଆତ୍ମରକ୍ଷା ପାଇଁ ପୋଲିସ ତା' ଉପରକୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯିବା ସହ ତାଠାରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି।

ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର
ପୁରୀ: ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍‌କାଉଣ୍ଟର । ଓମ୍‌କାରେଶ୍ୱର ରୋଡ୍‌ରେ ଚନ୍ଦନକୁ ଏନ୍‌କାଉଣ୍ଟର୍‌ କଲା ପୁରୀ ପୋଲିସ । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ପୋଲିସ ଗୁଳିରେ ଗୁରୁତର ଚନ୍ଦନ ପଲାରକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀର ବଳିଆପଣ୍ଡା ହୋଟେଲ୍‌ ମାଲିକ ହତ୍ୟାକାଣ୍ଡରେ ଚନ୍ଦନ ପାଲାରର ସଂପୃକ୍ତି ଥିବା ସୂଚନା ।

ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।

କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସ ଏନକାଉଣ୍ଟର
କେନ୍ଦୁଝର: କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲଡିହା ଜଙ୍ଗଲ ନିକଟରେ ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର ହୋଇଛି । ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା। ପ୍ରଭାତ ଦୀର୍ଘ ଦିନ ଧରି ଫେରାର ଥିଲା ଏବଂ କେନ୍ଦୁଝର ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ପ୍ରଭାତର ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ । ଟଙ୍କା ଉଦ୍ଧାର ଏବଂ ପଚରାଉଚରା କରିବା ପାଇଁ ପୋଲିସ ଟିମ୍ ଅଭିଯୁକ୍ତ ପ୍ରଭାତ ମଲ୍ଲିକକୁ ବାଉରୀପଡ଼ା ଜଙ୍ଗଲକୁ ନେଇଥିଲା। ଯେତେବେଳେ ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଆହତ ଅବସ୍ଥାରେ ଅପରାଧୀକୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର, କଟକ ଏସସିବି ସ୍ଥାନାନ୍ତର
ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆଙ୍କୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା ବେଳେ ଆହତ ହୋଇଥିଲେ ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅପରାଧୀଙ୍କୁ ଦମନ ପାଇଁ ସାରା ଓଡ଼ିଶାରେ ଜାରି ରହିଛି ଏନକାଉଣ୍ଟର ଫଣ୍ଡା।

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ
ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା। ପୋଲିସର ଏନକାଉଣ୍ଟରରେ ମୁକେଶର ହାତରେ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଟିଫିନ୍‌ କରିବା ପାଇଁ ଗିରିରୋଡ଼ରେ ରହିଥିବା ବେଳେ ମୁକେଶ ଓ ଆଶିଷ ଦୁଇଭାଇ ସମେତ କିଛି ଯୁବକ ଆସି ହଠାତ୍‌ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ଏପରିକି ଉମେଶଙ୍କୁ ତଳେ ପକାଇ କିଛି ସମୟ ଧରି ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ସେଭଳି ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉମେଶଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଉତ୍ତମ ଚିକିତ୍ସା ପାଇଁ ବିଶାଖାପାଟଣା ର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି।

ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର; ୨ ଅପରାଧୀ ଆହତ
ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଦୁଇ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଉକ୍ତ ଦୁଇ ଅଭିଯୁକ୍ତ । ଏନକାଉଣ୍ଟରରେ ଆହତ ଦୁଇ ଅପରାଧୀଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏସରେ ଭର୍ତ୍ତି କରିଛି ପୋଲିସ । ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା ।

ଗତକାଲି ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ । ମାମଲାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି ।

ଭଦ୍ରକରେ ପୋଲିସର ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଆହତ
ଭଦ୍ରକ: ଭଦ୍ରକରେ ପୋଲିସର ଏନକାଉଣ୍ଟର୍ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆ ଆହତ । ଭଦ୍ରକ ଟାଉନ ଥାନା ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ । ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅପରାଧୀକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଡକାୟତି ଉଦ୍ୟମ ବେଳେ ପୋଲିସ ସହ ମୁହାମୁହିଁ  ହୋଇଥିବା ସୂଚନା ମିଳିଛି । ପୋଲିସକୁ ଦେଖି ପ୍ରଥମେ ବୁଦ୍ଧିଆ ୪ ରାଉଣ୍ଡ ଗୁଳି ଚାଳାଇଥିଲା । ପୋଲିସର ପାଲଟା ଗୁଳିମାଡ଼ରେ କମଳାକାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି । ବୁଦ୍ଧିଆ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୪ରୁ ଅଧିକ ଲୁଟ୍‌ ଓ ଗୁଳିକାଣ୍ଡ ମାମଲା ରହିଛି । ତେବେ ଏହି ଏନ୍‌କାଉଣ୍ଟର ସମୟରେ ବୁଦ୍ଧିଆର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ।

ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା। ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।  ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର ।  ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ ଏନକାଉଣ୍ଟର । ସମସ୍ତ ଅପରାଧୀଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ସୋମାନଙ୍କ ନିକଟରୁ ୩ଟି ଵନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜଵତ କରାଯାଇଛି । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।

ପୁଣି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ...
ନୂଆଦିଲ୍ଲୀ: ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ୭ ମାଓବାଦୀଙ୍କ ମୃତ୍ୟୁ ସୂଚନା। ଘଟଣା ସ୍ଥଳରେ ଯବାନଙ୍କ ଜୋରଦାର ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ମଧ୍ୟରେ ମାଓନେତା ଥିପୂରି ତିରୁପତି ରହିଥିବା ସୂଚନା। ଏକେ ୪୭ ବନ୍ଧୁକ ସହ ୮ଟି ବନ୍ଧୁକ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୃତକଙ୍କ ମଧ୍ୟରେ ୪ପୁରୁଷ ଓ ୩ ମହିଳା ମାଓବାଦୀ ରହିଥିବା ଜଣାପଡ଼ିଛି। ମାଓନେତା ଟେକ ଶଙ୍କର, ସୀତା ଡିଭିସିଏମ କ୍ୟାଡର ମାଓବାଦୀ ସହ ମୋଟ ୫ଜଣ କୁଖ୍ୟାତ ମାଓବାଦୀ ଥିବା ଜଣାପଡିଛି। ଗତକାଲି ହିଡମା ଓ ତାଙ୍କ ପତ୍ନୀଙ୍କ ସମେତ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।

ରାଜଧାନୀ ଦିଲ୍ଲୀରେ ଏନ୍‌କାଉଣ୍ଟର, ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ନିହତ..
ନୂଆଦିଲ୍ଲୀ: ଦିଲ୍ଲୀରେ ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରକ ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି।ଅଭିଯୁକ୍ତମାନେ ପୁଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଫଳରେ ପୁଲିସ ଗୁଳିରେ ୪ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।

ପୁଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୁଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି।

କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ, ବାମ ଗୋଡ଼ରେ ବାଜିଛି ଗୁଳି
ସମ୍ବଲପୁର: ସମ୍ବଲପୁରରେ ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାଯାଇଛି। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ମହମ୍ମଦ ସାମଦକୁ ଏନକାଉଣ୍ଟର କରିଛି ପୁଲିସ। ତାର ବାମ ଗୋଡ଼ରେ ଗୁଳି ବାଜିଛି।

ସୂଚନା ଅନୁଯାୟୀ, ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଆହତ ହୋଇଛି ଅପରାଧୀ ମହମ୍ମଦ ସାମଦ। ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି। ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି।

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲକୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି..
ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ସୁନିଲଙ୍କୁ ଏନକାଉଣ୍ଟର। ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରାଯାଇଛି। ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି ।ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ବିବେକନନ୍ଦ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ସୂଚନା । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନିଲର ବାମ ଗୋଡ଼କୁ ଗୁଳି ବାଜିଥିବା ସୂଚନା ରହିଛି ।