Sanjay Malhotra - The Sakala
ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍‌ରେ ହେଲାନି ପରିବର୍ତ୍ତନ, ୫.୨୫%ରେ ରହିଲା ସ୍ଥିର
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଲା ଆରବିଆଇ । ଆରବିଆଇର ମନିଟାରୀ ପଲିସି କମିଟିର ବୈଠକରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏନେଇ ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ମୁଦ୍ରାନୀତି କମିଟି (MPC) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏକ ବଡ଼ ଘୋଷଣା କରିଛନ୍ତି। ବଜାରର ଆଶା ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ (Repo Rate) ରେ କୌଣସି ପରିବର୍ତ୍ତନ ନକରି ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଛଅ ଜଣିଆ ମୁଦ୍ରାନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ 'ଦ୍ୱିପାକ୍ଷିକ ଯୁଦ୍ଧବିରାମ' ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ଆସିଛି, ଯାହା ଫଳରେ ବିଶ୍ୱ ବଜାରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। ଭାରତୀୟ ସେୟାର ବଜାର ମଧ୍ୟ ଆଜି ବୃଦ୍ଧି ସହ ଖୋଲିଛି। ପୂର୍ବରୁ ଅଗଷ୍ଟ, ଅକ୍ଟୋବର ଏବଂ ଫେବୃଆରୀ ୨୦୨୬ ର ମୁଦ୍ରାନୀତିରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ ସ୍ଥିର ରଖିଥିଲା।
ବ୍ୟବସାୟିକ କାର୍ଯ୍ୟକଳାପକୁ ସହଜ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି। ବିଭିନ୍ନ ବାଣିଜ୍ୟ ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ ହେବା ପାଇଁ ଏମଏସଏମଇ (MSME) ଗୁଡିକ ପାଇଁ ଲାଗୁ ହେଉଥିବା 'ଡ୍ୟୁ-ଡିଲିଜେନ୍ସ' ଆବଶ୍ୟକତାକୁ ନିଲମ୍ବିତ କରାଯାଇଛି ବୋଲି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।
ଭାରତର ମାକ୍ରୋ-ଇକୋନୋମିକ୍ ସ୍ଥିତି ଦୃଢ଼ ରହିଛି, କିନ୍ତୁ ଇରାନ ଯୁଦ୍ଧ କାରଣରୁ ମାର୍ଚ୍ଚ ମାସରେ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ଥିଲା ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଶକ୍ତି ଦର ବୃଦ୍ଧି କାରଣରୁ ବିଶ୍ୱ ଅଭିବୃଦ୍ଧି ପ୍ରତି ବିପଦ ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୬-୨୭ (FY27) ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବା ନେଇ ଆକଳନ କରିଛି। ପ୍ରଥମ ତ୍ରୈମାସିକରେ ଏହା ୬.୮%, ଦ୍ୱିତୀୟରେ ୬.୭%, ତୃତୀୟରେ ୭% ଏବଂ ଚତୁର୍ଥ ତ୍ରୈମାସିକରେ ୭.୨% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ୬୯୭.୧ ବିଲିୟନ ଡଲାରରେ ସୁଦୃଢ଼ ରହିଛି। ଏସଡିଏଫ (SDF) ରେଟ୍ ୫ ପ୍ରତିଶତ ରହିଥିବା ବେଳେ ଏମଏସଏଫ (MSF) ଏବଂ ବ୍ୟାଙ୍କ ରେଟ୍ ୫.୫ ପ୍ରତିଶତ ରହିଛି।
ଡିଜିଟାଲ ଠକେଇ ହେଲେ ମିଳିବ ୨୫,୦୦୦ ଟଙ୍କାର କ୍ଷତିପୂରଣ: ନୂଆ ନିୟମ ଆଣୁଛି RBI
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗ୍ରାହକ ସୁରକ୍ଷା ନିୟମରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଡିଜିଟାଲ ଠକେଇ, ମିସ୍-ସେଲିଂ ଏବଂ ଋଣ ଆଦାୟକାରୀଙ୍କ ଜୁଲମରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛି। ଏହି ପ୍ରସ୍ତାବ ଅନୁଯାୟୀ, ଛୋଟ ଧରଣର ଡିଜିଟାଲ ଠକେଇର ଶିକାର ହୋଇଥିବା ଗ୍ରାହକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ।
କ୍ଷତିପୂରଣ ପାଇଁ ନୂଆ ବ୍ୟବସ୍ଥା
ପ୍ରସ୍ତାବିତ ନିୟମ ଅନୁସାରେ, ଠକେଇ ହୋଇଥିବା ଅର୍ଥରାଶିର ୮୫% କିମ୍ବା ୨୫,୦୦୦ ଟଙ୍କା (ଯେଉଁଟି କମ୍ ଥିବ) କ୍ଷତିପୂରଣ ଆକାରରେ ମିଳିବ। ଏହି ସୁବିଧା ଜଣେ ଗ୍ରାହକଙ୍କୁ ଜୀବନରେ କେବଳ ଥରେ ମିଳିବ। ଏପରିକି ଯେଉଁ ଗ୍ରାହକମାନେ ନିଜର OTP ସେୟାର କରି ଠକେଇର ଶିକାର ହୋଇଛନ୍ତି, ସେମାନେ ମଧ୍ୟ ଏହାର ଲାଭ ପାଇପାରିବେ। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ପ୍ରଥମ ଥର ପାଇଁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ RBI ୭୦% ଅର୍ଥ ଭରଣା କରିବ ଏବଂ ବାକି ୩୦% ବ୍ୟାଙ୍କ ଓ ଗ୍ରାହକ ସମାନ ଭାବେ ବହନ କରିବେ।
ଆର୍ଥିକ ଦ୍ରବ୍ୟ ବିକ୍ରି ଏବଂ ଋଣ ଆଦାୟ
ଡିଜିଟାଲ ଠକେଇ ବ୍ୟତୀତ, ବ୍ୟାଙ୍କଗୁଡ଼ିକ ଦ୍ୱାରା ଆର୍ଥିକ ଦ୍ରବ୍ୟର ଭୁଲ ବିକ୍ରି ବା 'ମିସ୍-ସେଲିଂ' (Mis-selling) ରୋକିବାକୁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଉଛି। ବ୍ୟାଙ୍କ କାଉଣ୍ଟରରେ ବିକ୍ରି ହେଉଥିବା ଥାର୍ଡ-ପାର୍ଟି ପ୍ରଡକ୍ଟ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ହେବା ଜରୁରୀ। ଏହା ସହିତ ଋଣ ଆଦାୟ ପାଇଁ ନିୟୋଜିତ ଏଜେଣ୍ଟମାନଙ୍କ ପାଇଁ ଏକକ ନିୟମାବଳୀ ପ୍ରଣୟନ କରାଯିବ, ଯାହା ଦ୍ୱାରା ଗ୍ରାହକଙ୍କୁ ଅଯଥା ହয়রାଣ ହେବାକୁ ପଡ଼ିବ ନାହିଁ। ଏହି ସମସ୍ତ ବିଷୟରେ ଖୁବଶୀଘ୍ର ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରାଯିବ।
ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ ।  ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।
ଏଣିକି ଗୃହ ଋଣ ଉପରେ ସୁଧ ହାର ୮ ପ୍ରତିଶତରୁ ଖସି ୭.୫ ପ୍ରତିଶତ ହୋଇଛି। ଏହାସହିତ କ୍ୟାସ ରିଜର୍ଭ ରେସିଓ CRRକୁ ଶତ ପ୍ରତିଶତ ହ୍ରାସ କରାଯାଇଛି । ପୂର୍ବରୁ ସିଆରଆର ୪ ପ୍ରତିଶତ ଥିଲା । ୧ ପ୍ରତିଶତ କମି ୩ ପ୍ରତିଶତ ହୋଇଛି। ଏହାଦ୍ବାରା ବ୍ୟାଙ୍କମାନଙ୍କୁ ଋଣ ଦେବା ପାଇଁ ନଗଦ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ପୁଞ୍ଜି ମିଳିବ। ବିଶେଷକରି ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ସିଆରଆର ହ୍ରାସ ଆସନ୍ତା ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ମେ ୩୦ ସୁଦ୍ଧା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିମାଣ ୬୯,୧୫୦ କୋଟି ଡଲାର ପହଞ୍ଚିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତରେ ସୀମିତ ରହିବ ବୋଲି ଆରବିଆଇ ଆକଳନ କରିଛି ।
ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ, ଆସନ୍ତା ୧୧ ତାରିଖରୁ ନେବେ ଦାୟିତ୍ବ
ନୂଆଦିଲ୍ଲୀ: ବଦଳିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର। ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସଞ୍ଜୟ ମାଲହୋତ୍ରା। ଆସନ୍ତା ଡିସେମ୍ବର ୧୧ ତାରିଖରେ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ କେନ୍ଦ୍ର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ମାଲହୋତ୍ରା ହେବେ ନୂଆ ଗଭର୍ଣ୍ଣର। ଶକ୍ତିକାନ୍ତ ଦାସଙ୍କ ଠାରୁ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ଆସନ୍ତା ୩ବର୍ଷ ପାଇଁ ସେ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ।
ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ ।