Digital Arrest - The Sakala
ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଭୟ; ଠକଙ୍କ କଥାରେ ପ୍ରାୟ ୩୫ ଘଣ୍ଟା ଧରି ଘରେ ନଜରବନ୍ଦୀ
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ । ଦେଢ଼ ଦିନ ଧରି ନଜରବନ୍ଦୀ । ନିଜକୁ ପୋଲିସର ପରିଚୟ ଦେଇ କଥା ହେଲେ ସାଇବର ଠକ । ଦମ୍ପତ୍ତିଙ୍କ ସହ ଆତଙ୍କି ଲିଙ୍କ ଥିବା କଥା କହି ଧମକାଇଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ତାଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କ ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସ୍ ରୁ ମୁକ୍ତି ମିଳିବ ବୋଲି କହି ଦମ୍ପତ୍ତିଙ୍କୁ ଧମକାଇଥିଲେ ଠକ । ଠକେଇର ଶିକାର ପୁରୁଷ ଜଣଙ୍କ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ମହିଳା ଜଣଙ୍କ ଅବସରପ୍ରାପ୍ତ ଅଧ୍ୟାପିକା। ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦୁଇ ଜଣ । ତେବେ ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ବ୍ୟାଙ୍କର ସହାୟତାରେ ସାଇବର ଥାନାକୁ ଜଣାଇବା ପରେ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତ୍ତି ।
ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ମହିଳାଙ୍କଠୁ ୩୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ
ଭୁବନେଶ୍ୱର: ରାଜଧାନୀରେ ଡିଜିଟାଲ ଆରେଷ୍ଟର ଶିକାର ହେଲେ ମହିଳା, ୩୦ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ହେବା ପରେ ସାଇବର ଠକକୁ ବାନ୍ଧିଛି ପୋଲିସ । ଉତ୍ତରପ୍ରଦେଶରୁ ଠକ ଗୁଲିପାଗି ଚିରଞ୍ଜିବକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଠକ ନିକଟରୁ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଏବଂ ଗୋଟିଏ ଆଧାର କାର୍ଡ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ୬ନଭେମ୍ବର ୨୦୨୫ରେ ଲିଙ୍ଗରାଜ ଗୌରୀ ନଗର ଅଞ୍ଚଳର ଜଣେ ମହିଳାଙ୍କ ପାଖକୁ ଅଜଣା ନମ୍ବରରୁ କଲ୍ ଆସିଥିଲା । ନିଜକୁ TRAI ର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଠକ । ତାଙ୍କ ସିମ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ସୁରମା ମଞ୍ଜରୀ ବୋଇଧରଙ୍କୁ ଭୟଭୀତ କରାଇଥିଲା ଠକ । ମୁମ୍ବାଇ କୋଲାବ ଥାନାକୁ କଲ ଟ୍ରାନ୍ସଫର ହେବ କହି ଆଉ ଏକ ଅଜଣା ନମ୍ବରରୁ ମହିଳାଙ୍କ ପାଖକୁ ଭିଡ଼ିଓ କଲ ଆସିଥିଲା । ଏହାପରେ ସାଇବର ଠକ ଭିଡ଼ିଓ କଲରେ ଆରେଷ୍ଟ ୱାରେଣ୍ଟ ଭଳି ବିଭିନ୍ନ କାଗଜ ପତ୍ର ଦେଖାଇଥିଲା । ଆଉ ମଧ୍ୟ ଏହି ମାମଲା ED କୁ ଟ୍ରାନ୍ସଫର ହେବ କହି ଠକ ମହିଳାଙ୍କୁ ଡରାଇଥିଲା । ଏହାସହ ଘରୁ ବାହାରକୁ ନଯିବା ସହ କାହାକୁ ଫୋନ ନକରିବା ପାଇଁ ମଧ୍ୟ କହିଥିଲା ସାଇବର ଠକ । ଟଙ୍କା ଟ୍ରାନ୍ସଫର ପାଇଁ ଠକ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲା । ଟଙ୍କା ଟ୍ରାନ୍ସପର ନକଲେ ଆରେଷ୍ଟ କରିବାକୁ ଭୟଭିତ କରାଇ ଥିଲା । ଏହାପରେ ମହିଳା ଜଣକ ଡରିଯାଇ ଲୁଇସ ରୋଡ଼ରେ ଥିବା SBI ବ୍ୟାଙ୍କକୁ ଯାଇ ଠକ ଦେଇଥିବା ୩ଟି ଆକାଉଣ୍ଟରେ ୩୦ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ସାଇବର ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ ।
ରାଜଧାନୀରେ ଚାଞ୍ଚଲ୍ୟ; ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ, ୧୦ ଦିନ ଧରି ରଖିଥିଲେ ଗୃହବନ୍ଦୀ..
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ସାଇବର ଲୁଟେରା ଜାଲରେ ବରିଷ୍ଠ ନାଗରିକ। ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ। ସାଇବର ଠକଙ୍କ ଦ୍ୱାରା ଡିଜିଟାଲ ଆରେଷ୍ଟ ହେଲେ ବରିଷ୍ଠ ନାଗରିକ। କଷ୍ଟମ ବିଭାଗ ଅଧିକାରୀ ପରିଚୟ ସହ ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ୍ । ୧୦ ଦିନ ଧରି ସାଇବର ଠକ କରିଥିଲେ ଗୃହ ବନ୍ଦୀ । ଦୁଇଟି ଫେଜରେ ଦେଢ଼ କୋଟି ଟଙ୍କା ଲୁଟିଲେ ସାଇବର ଫ୍ରଡ। ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି।
ଗଞ୍ଜାମ: ଗଞ୍ଜାମରେ ପୁଣି ଡିଜିଟାଲ ଆରେଷ୍ଟରେ ଠକେଇ । ପୂର୍ବତନ ନୌସେନା ଅଧିକାରୀଙ୍କ ଠାରୁ ଡିଜିଟାଲ ଆରେଷ୍ଟ କହି ଠକି ନେଲେ ୧ କୋଟି ୮ ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁରର ଜଣେ ପୂର୍ବତନ ନୌସେନା ଅଧିକାରୀ ।
ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଦିନ ବେହେରିନରୁ ଏକ ଫୋନ କଲ ଆସିଥିଲା ନୌସେନା ଅଧିକାରୀଙ୍କୁ । ଜଣେ ଦୁର୍ବୃତ୍ତ ନିଜକୁ ଇଆଇଡି ଅଫିସର କହି ନୌସେନା ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ। ସମସ୍ତ ପ୍ରକାରର ତଥ୍ୟ ନୌସେନା ଅଧିକାରୀ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଥିଲେ । କିଛି ସମୟ ପରେ ଜଣେ ୱାଟସଆପରେ ଦୁବୃର୍ତ୍ତ ନୌସେନା ଅଧିକାରୀଙ୍କୁ ଫୋନ କରି ନିଜକୁ ଦିଲ୍ଲୀ ପୁଲିସର ପରିଚୟ ଦେଇଥିଲା ।
ମନି ଲଣ୍ଡରିଂ ମାମଲାରେ ଆପଣଙ୍କ ନାମ ଅଛି ଆପଣ ଦିଲ୍ଲୀ ପୁଲିସ ଦ୍ବାରା ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି ନୌସେନା ଅଧିକାରୀଙ୍କୁ କହିଥିଲେ ଦୁବୃର୍ତ୍ତ । ଡିଜିଟାଲ ଆରେଷ୍ଟ କହି ନୌସେନା ଅଧିକାରୀଙ୍କୁ ୧ କୋଟି ୮ ଲକ୍ଷ ଟଙ୍କା ମାଗିଥିଲେ ଦୁବୃର୍ତ୍ତ ମାନେ । ଅନ୍ୟ କୌଣସି ଉପାୟ ନ ପାଇ ଦୁବୃର୍ତ୍ତକୁ ୧ କୋଟି ୮ ଲକ୍ଷ ଟଙ୍କା ଦେଇ ଦେଇଥିଲେ ନୌସେନା ଅଧିକାରୀ ।
ନିଜର ଇପିଏଫ ଓ ସେୟାର ମାର୍କେଟରେ ନିବେଶ କରିଥିବା ୧ କୋଟି ୮ ଲକ୍ଷ ଟଙ୍କା ଉଠାଇ ଦୁବୃର୍ତ୍ତଙ୍କୁ ଦେଇଥିଲେ ନୌସେନା ଅଧିକାରୀ । ନୌସେନା ଅଧିକାରୀ ଠକେଇର ଶୀକାର ହୋଇଥିବା ଜାଣି ପରେ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।
ଡିଜିଟାଲ ଆରେଷ୍ଟ ନାଁରେ କୋଟିଏ ଟଙ୍କା ଠକେଇ, ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ: ଡିଜିଟାଲ ଅରେଷ୍ଟ ନାଁରେ କୋଟିଏ ଟଙ୍କାର ଠକେଇ । ଏପରି ଘଟଣା ଘଟିଛି ବ୍ରହ୍ମପୁରର ୬୯ ବର୍ଷୀୟ ଅଶୋକ କୁମାର ବେହେରାଙ୍କ ସଙ୍ଗେ । ତାଙ୍କ ଠାରୁ କୋଟିଏ ଟଙ୍କା ଠକାମୀ ହୋଇଥିବାର ଅଭିଯୋଗ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ ସଲିମଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣକ ନିଜକୁ ଟ୍ରାଇ ତଥା ମୁଂବାଇ ପୋଲିସ ଅଧିକାରୀ ଭାବେ ନିଜର ପରିଚୟ ଦେଇ ଠକେଇ କରିଥିଲା । ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ଆଧାର କାର୍ଡରେ ଲିଙ୍କ୍ ହୋଇଥିବା ଏକ ଅଜଣା ମୋବାଇଲ୍ ନମ୍ବର ବିଷୟରେ ଅଭିଯୁକ୍ତ ପଚାରିଥିଲା ଏବଂ ଏହା ବେଆଇନ ଅସ୍ତ୍ରଶସ୍ତ୍ର, ଡ୍ରଗ୍ କ୍ରୟ ପାଇଁ ବ୍ୟବହୃତ ହୋଇଥିବା କହି ଡ଼ରାଇ ଏକ କୋଟି ଟଙ୍କାର ଚୁନ ମାରିଥିଲା ଅଭିଯୁକ୍ତ । ବର୍ତମାନ ଅଭିଯୁକ୍ତକୁ ଗିରଫ କରି ଲୋକାଲ ଥାନାରେ ରଖାଯାଇଛି । ଆଗକୁ ତାଙ୍କୁ ରିମାଣ୍ଡରେ ଆଣି ଆହୁରି ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଭିନୟତୋଶ ମିଶ୍ର । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ।
ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ । ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ । ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ । ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକମାନେ ତାଙ୍କୁ ଵାଟ୍ସ୍ଆପ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ । ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର ଆକାଉଣ୍ଟକୁ ଦୁଇଥରରେ ୧ କୋଟି ଟଙ୍କା ଜମା କରିଥିଲେ ।
ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଅଭିଯୁକ୍ତ ସଲିମ ୯ ମାସ ପାଇଁ ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।