Arun Kumar Sahoo - The Sakala
ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ବୈଠକରେ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। ଆୟୁଷ୍ମାନ ଯୋଜନା ଏବେ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁୱାର୍ଡ ଯୋଜନା ଥିଲା। ଏହି ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥଲେ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଇନ୍ସୁରାନ୍ସ। ଚିକିତ୍ସା ହେଲା ପରେ ଅର୍ଥ ମିଳିବ। ଏଥିରେ ଆଠ ପ୍ରକାର ଓଟିପି ଆସୁଛି। ଡାକ୍ତରଙ୍କ ଫଟୋ ଅପଲୋଡ଼ ହେଉଛି। ଡାକ୍ତର ଓଟି ଭିତରେ ଥିଲେ ଗୁରୁତର ରୋଗୀ କଣ ଅପେକ୍ଷା କରି ବସିବ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ଆୟୁଷ୍ମାନ ଭାରତ ଟୋଟାଲି ଫେଲ ମାରିଛି। ୨୦୧୭ ମସିହାରେ ଯେତେବେଳେ ବିଏସକେୱାଇ ଆରମ୍ଭ ହେଲା ସେତେବେଳେ ୩୦୦- ୪୦୦ କୋଟି ଖର୍ଚ୍ଚ ହେଲା। ୨୩-୨୪ ବେଳକୁ ୪ ହଜାର କୋଟିରେ ପହଞ୍ଚିଥିଲା ଏହି ଯୋଜନା। କିନ୍ତୁ ଆୟୁଷ୍ମାନ ଭାରତରେ ସାରା ଭାରତର ଖର୍ଚ୍ଚ ହେଉଛି ୫ ହଜାରରୁ ୬ ହଜାର କୋଟି। ଯଦି ଗୋଟିଏ ରାଜ୍ୟର ଯୋଜନା ବାର୍ଷିକ ୪ ହଜାର କୋଟିରେ ପହଞ୍ଚିଥିଲା। ସେପଟେ ସମଗ୍ର ଭାରତରେ ଆୟୁଷ୍ମାନ ଯୋଜନାର ମୋଟ ଖର୍ଚ୍ଚ ୫, ୬ ହଜାର କୋଟି। ତାହେଲେ ଆୟୁଷ୍ମାନ ଭାରତରେ ଓଡ଼ିଶାର ଭାଗ କେତେ ଓ ରୋଗୀ କ’ଣ ପାଇବେ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ଭୋଟ ରାଜନୀତି ନ କରି ଟିକେ ହୋସକୁ ଆସନ୍ତୁ। ଲୋକଙ୍କ ପାଇଁ ଚିନ୍ତା କରନ୍ତୁ । ସିଧାସଳଖ ଓଡ଼ିଶାବାସୀ ଯେଉଁ ସୁବିଧା ପାଇଥିଲେ ତାକୁ ଏନସୁୟର କରନ୍ତୁ ନ ହେଲେ ସରକାରର ବ୍ୟାଣ୍ଡ ବାଜିବ। ଆୟୁଷ୍ମାନ ଯୋଜନାରେ ସ୍ମଶାନ ଯାତ୍ରା ଆରମ୍ଭ ହୋଇଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।
ଭୁବନଶ୍ବର: ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ। କାମ ହୋଇଥିଲେ ବିଲ ଦିଆଯାଉ। ବଜେଟ ତ ଖର୍ଚ୍ଚ ହୋଇନି। ଏତେ ବଡ଼ ବଜେଟ ଆଣିଲେ କ’ଣ ହେବ ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ତ୍ବ ଦେବାକୁ ସେ ଗୃହରେ ଦାବି କରିଛନ୍ତି।
ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ୫ ଦଫା ଦାବି ନେଇ ଧାରଣାରେ ବସିଥିବା ଜନପ୍ରତିନିଧିଙ୍କ ଉପରେ ବିଧାୟକଙ୍କ ସମର୍ଥକମାନଙ୍କ ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ଖଣ୍ଡଯୁଦ୍ଧ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏପରିକି ବିଧାୟକ ସମର୍ଥକମାନଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ପୂର୍ବ ସରକାର ଅମଳରେ କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିଲ୍‌‌କୁ ବ୍ଲକ ପ୍ରଶାସନ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ଅଟକାଇ ରଖିଛି। ଫଳରେ ଦୀର୍ଘ ୮ମାସ ଧରି ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ବୁଧବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଗତକାଲି ଦ୍ୱିତୀୟ ଦିନ ମଧ୍ୟ ଧାରଣା ଜାରି ରହିଥିଲା। ମାତ୍ରବିଧାୟକଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଜଣେ ମହିଳା ଜନ ପ୍ରତିନିଧି ସୁସ୍ମିତା ଦାସଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏଥିରେ ସୁସ୍ମିତା ଆହତ ହୋଇଥିଲେ। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ସାଲେପୁର ଏସ୍‌‌ଡିପିଓ ବିରଞ୍ଚି ପତି ମଧ୍ୟ ବିଧାୟକ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଯାହାଫଳରେ ଶ୍ରୀ ପତିଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ଗତକାଲି ପହଞ୍ଚି ଧାରଣାରତ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ତଥା ୩୪ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଧାୟକ ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା କରିଛନ୍ତି। ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦର ସିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଶାସନ ବ୍ଲକରେ ଉପୁଜିଥିବା ସ୍ଥିତାବସ୍ଥାକୁ ତୁରନ୍ତ ନ କଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି। ଏହି ସମୟରେ ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।
ବିଜେପି ସରକାରକୁ ଗୃହରେ କଡ଼ା ସମାଲୋଚନା କଲେ ବିଧାୟକ ଅରୁଣ ସାହୁ
ଭୁବନେଶ୍ବର: ୩ୟ ଦିନରେ ସୁରୁଖୁରୁରେ ଚାଲିଛି ବିଧାସଭାର ଶୀତକାଳୀନ ଅଧିବେଶନ। ବିଜେଡ଼ି ବିଧାୟକ ଅରୁଣ ସାହୁ ମୁଲତବି ଆଲୋଚନାରେ ଭାଗ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ୧୦୦ ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ। ହେଲେ ୧୫୦ ଦିନ ବିତିବାକୁ ବସିଲାଣି। ଶ୍ରୀମନ୍ଦିର ୪ ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ। ଆଜି୪ ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ଅରୁଣ ସାହୁ। ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ ବୋଲି ପ୍ରଶ୍ନ କରିଥିଲେ।
ଜୁନରୁ ଅକ୍ଟୋବର ମଧ୍ୟରେ ୧୨୫୦ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଚୋରି ଲୁଟ ଛିନ ତାଇରେ ଭୁବନେଶ୍ବର ଏକ ନମ୍ବର। ଏହା କେବଳ ଦାୟିତ୍ଵ ହୀନ ମନ୍ତବ୍ୟର ପ୍ରତିଫଳନ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି । ଡକାୟତିରେ ସମ୍ବଲପୁର ପ୍ରଥମ। ଭରତପୁର ଥାନା ଘଟଣାରେ ଦିଲ୍ଲୀରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ। ନାବାଳିକା ବିବାହ, ଶିଶୁ ବିକ୍ରି ବଢୁଛି। ମୟୁରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ ୫୨ଟି ଦୁଷ୍କର୍ମ ଘଟଣା ଘଟିଛି। ଆମ୍ବ ଟାକୁଆ ଯାଉ ଖଣି ମହିଳାଙ୍କ ଜୀବନ ଗଲା। ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି। କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଗକୁ DG ସମ୍ମିଳନୀ ଅଛି, ସେଥିରେ ବିଜେପି ସଦସ୍ୟମାନେ ଏକଥା ଉଠାନ୍ତୁ। ତାସହ ଦିଲ୍ଲୀରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡିଶାକୁ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।