Corona Positive - The Sakala
ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ୨ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍ । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଗତକାଲି ଓଡିଶାରୁ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବହୁବିଧ ରୋଗରେ ପୀଡ଼ିତ ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍, ଡିସେମ୍ବର ୩ ପରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍ । ଡିସେମ୍ବର ୩ ପରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି ଏବଂ ସେ ଡାକ୍ତରଖାନା ଯାଇନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି ।
ବିଶ୍ୱର ଅନେକ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ.୧ ସଂକ୍ରମଣ ଚିନ୍ତା ବଢ଼ାଇଛି । ଭାରତରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବ୍ୟାପିବାରେ ଲାଗିଛି । କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଜେଏନ.1 ସଂକ୍ରମିତଙ୍କ ସଂଖ୍ଯା ୨୬ ହୋଇଛି । କେବଳ ଗୋଆରେ ୧୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୪ ଜଣ, କେରଳରେ ଜଣେ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ପେକିଂ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ସାଙ୍ଘାତିକ ତଥ୍ୟ: ଚୀନ୍‌ରେ ମୋଟ ଜନସଂଖ୍ୟାର ୬୪ ପ୍ରତିଶତ କରୋନା ସଂକ୍ରମିତ
ବେଜିଂ(ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ଏବେ ଚୀନ୍ର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଛି ଯେ ସ୍ଥିତି ସମ୍ଭାଳିବା କଠିନ ହୋଇପଡ଼ିଛି। ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ତରରେ କରାଯାଇଥିବା ଆକଳନ ଅନୁସାରେ ଦୁଇରୁ ତିନି ମାସ ମଧ୍ୟରେ ଚୀନ୍ ରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ଯେଉଁ ରିପୋର୍ଟ ପ୍ରକାଶ କରିଛି ତଦ୍ବାରା ମୃତ୍ୟୁସଂଖ୍ୟା ଢେର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଜାନୁଆରୀ ୧୧ ତାରିଖ ସୁଦ୍ଧା ଚୀନରେ ୯୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଯାହାକି ମୋଟ ଜନସଂଖ୍ୟାର ୬୪ ପ୍ରତିଶତ।
ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତ୍ୟେକ ଭାଗରେ ଲୋକ ସଂକ୍ରମଣର ଶିକାର ହୋଇସାରିଥିଲା ବେଳେ ଗାନ୍ସୁ ପ୍ରଦେଶରେ ପ୍ରାୟ ଶତପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଏହି ପ୍ରଦେଶର ୯୧ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ରିପୋର୍ଟ ଆସିବାକୁ ବାକି ରହିଛି। ସେହିପରି ୟୁନାନ୍ ପ୍ରଦେଶର ୮୪ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଥିଲା ବେଳେ ଏହା ପଛକୁ କିଂଘାଇ ପ୍ରଦେଶର ୮୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି।
ଅନ୍ୟପକ୍ଷରେ ଏବେ ଗ୍ରାମାଞ୍ଚଳରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିବ ବୋଲି କୁହାଯାଇଛି। ଚୀନ୍ ରେ ବର୍ତ୍ତମାନ ନବବର୍ଷ ପାଳନ କରାଯାଉଛ। ଯାହାକୁ ନେଇ ସହରାଞ୍ଚଳରୁ ଅଧିକାଂଶ ଲୋକ ନିଜ ନିଜ ଗାଁକୁ ଯାଇଛନ୍ତି। ଏହାଦ୍ବାରା ଆଉ କିଛି ସପ୍ତାହ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ସେହିପରି ଚୀନ୍ ରେ କରୋନା ସଂକ୍ରମଣ ଆହୁରି ଦୁଇ ରୁ ତିନି ମାସ ଯାଏଁ ରହିବ। ଫଳରେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଚୀନ୍ ର ଏଭଳି ସ୍ଥିତିକୁ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିଶେଷକରି ଚୀନ୍ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାକୁ ନେଇ ସଠିକ୍ ତଥ୍ୟ ଦେଉ ନଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହୋଇଥିବା ‘ହୁ’ କହିଛି। ଏଭଳି ସ୍ଥିତି ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ବିପଦ ଆଣିପାରେ ବୋଲି ମଧ୍ୟ ହୁ କହିଛି।
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୩ ମାସରେ କୋଭିଡ କେସ କମି କମି ଆସିଛି। ଓଡିଶାରେ ୫ରୁ ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏବେ ସୁଦ୍ଧା କୋଭିଡ କେସ ସମାନ ସ୍ଥିତିରେ ରହିଛି। ଜାତୀୟ ସ୍ତରରୁ ଅଧିକ କୋଭିଡ ଟେଷ୍ଟ ହେଉଛି ଓଡ଼ିଶାରେ। ଓଡ଼ିଶାରେ ପଜିଟିଭ ହାର .୦୪ % , ଜାତୀୟ ସ୍ତରରେ .୦୩ ପ୍ରତିଶତ ରହିଛି। ସେଥିପାଇଁ ଓଡ଼ିଶାରେ କୋଭିଡ କଟକଣା ହାଇଟାଇ ଦିଆଯାଇଛି। ହସପିଟାଲରେ କୋଭିଡ ପାଇଁ ସମସ୍ତ ସରଞ୍ଜାମ ମହଜୁଦ ରହିଛି। କୋଭିଡ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ବି ସଜାଗ ଅଛନ୍ତି। ଚୀନ ଭ୍ଯାରିଆଣ୍ଟ କୁହା ଯାଉଥିବା BF.7  ଗତ ୩ରୁ ୪ ମାସ ଧରି ଅଛି। BF.7 ଭ୍ୟାରିଆଣ୍ଟ ପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ  ବୋଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତାହାଲେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକା ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।
ପୁଣି କରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । ଦ୍ବିତୀୟ ଥର ପାଇଁ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ଚଳିତବର୍ଷ ଜୁନ୍‌ ମାସରେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଏକ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସର ସାଂସଦ ଜୟରାମ ରମେଶ। ସେ କହିଛନ୍ତି, ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏବେ ଆଇସୋଲେସନରେ ଅଛନ୍ତି। ଏଥିସହ ସରକାରଙ୍କ ତରଫରୁ ଜାରି ସବୁ ପ୍ରୋଟକଲ ପାଳନ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ କୋଭିଡ୍ ଟେଷ୍ଟ୍ କରାଇବାକୁ ରମେଶ କହିଛନ୍ତି ।
Congress President Smt.Sonia Gandhi has tested positive for Covid-19 today. She will remain in isolation as per Govt. protocol.
आज कांग्रेस अध्यक्ष श्रीमती सोनिया गांधी का कोविड-19 टेस्ट रिपोर्ट पॉजिटिव आया है। वह सरकार द्वारा जारी प्रोटोकॉल का पालन करते हुए आइसोलेशन में रहेंगी।
— Jairam Ramesh (@Jairam_Ramesh) August 13, 2022
ଏହାପୂର୍ବରୁ ଜୁନ୍ ମାସରେ ସୋନିଆ କରୋନା ପଜିଟିଭ୍ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସୋନିଆଙ୍କ ଝିଅ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ । ପ୍ରିୟଙ୍କା ମଧ୍ୟ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ହୋଇଥିଲେ।
ରାଜ୍ୟରେ ବଢୁଛି କରୋନା ଗ୍ରାଫ୍: ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ୧୦୦ ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୪୪୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
6. Sundargarh: 6
7. State Pool: 14
New recoveries: 52
Cumulative tested: 32055784
Positive: 1289441
Recovered: 1279745
Active cases: 517
— I & PR Department, Odisha (@IPR_Odisha) June 28, 2022
ଆଜି ଚିହ୍ନଟ ହୋଇଥିବା ୧୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫ ଜଣ, କଟକରୁ ୨୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ସମ୍ବଲପୁରରୁ ୪ ଜଣ, ଯାଜପୁରରୁ ୨ ଜଣ, ପୁରୀରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି।
ରାଜ୍ଯରେ ଚିହ୍ନଟ ହେଲେ ଆଉ ୬୮ କୋଭିଡ଼ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୬୯୪କୁ ବୃଦ୍ଧି ପାଇଥିବା ବେଳେ ୧୨୭୬୬୭୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୮୫୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 13th March
New Positive Cases: 68
Of which 0-18 years: 12
In quarantine: 41
Local contacts: 27
(Details of local contacts will be shared by concerned District)
1. Angul: 4
2. Balasore: 3
3. Bhadrak: 1
4. Balangir: 1
5. Cuttack: 4
6. Gajapati: 7
— I & PR Department, Odisha (@IPR_Odisha) March 14, 2022
7. Ganjam: 12
8. Jagatsinghpur: 1
9. Jajpur: 3
10. Jharsuguda: 2
11. Kalahandi: 2
12. Kandhamal: 1
13. Khurda: 4
14. Koraput: 3
15. Mayurbhanj: 2
16. Nawarangpur: 1
17. Nayagarh: 1
18. Nuapada: 1
19. Puri: 1
20. Sambalpur: 11
21. Sonepur: 1
22. Sundargarh: 1
23. State Pool: 1
— I & PR Department, Odisha (@IPR_Odisha) March 14, 2022
New recoveries: 110
Cumulative tested: 29919332
Positive: 1286694
Recovered: 1276675
Active cases: 851
— I & PR Department, Odisha (@IPR_Odisha) March 14, 2022
ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୩ କୋଭିଡ଼ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୪ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୫୪୦କୁ ବୃଦ୍ଧି ପାଇଥିବା ବେଳେ ୧୨୭୬୪୦୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୯୭୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 11th March
New Positive Cases: 83
Of which 0-18 years: 22
In quarantine: 49
Local contacts: 34
(Details of local contacts will be shared by concerned District)
1. Angul: 1
2. Balasore: 4
3. Bargarh: 1
4. Bhadrak: 1
5. Balangir: 4
6. Cuttack: 5
— I & PR Department, Odisha (@IPR_Odisha) March 12, 2022
7. Gajapati: 8
8. Ganjam: 2
9. Jajpur: 1
10. Kalahandi: 1
11. Kandhamal: 1
12. Kendrapada: 4
13. Khurda: 5
14. Koraput: 3
15. Mayurbhanj: 5
16. Nawarangpur: 6
17. Nayagarh: 1
18. Nuapada: 1
19. Puri: 1
20. Sambalpur: 12
21. Sonepur: 5
22. Sundargarh: 10
23. State Pool: 1
— I & PR Department, Odisha (@IPR_Odisha) March 12, 2022
New recoveries: 117
Cumulative tested: 29831243
Positive: 1286540
Recovered: 1276402
Active cases: 977
— I & PR Department, Odisha (@IPR_Odisha) March 12, 2022
ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୬୭୧ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୭୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୪୫୫ କୁ ବୃଦ୍ଧି ପାଇଥିବା ବେଳେ ୧୨୬୬୪୫୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୭୮୫୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 17th Feb
New Positive Cases: 671
Of which 0-18 years: 131
In quarantine: 393
Local contacts: 278
(Details of local contacts will be shared by concerned District)
1. Angul: 22
2. Balasore: 12
3. Bargarh: 16
4. Bhadrak: 7
5. Balangir: 7
6. Boudh: 16
— I & PR Department, Odisha (@IPR_Odisha) February 18, 2022
23. Nawarangpur: 4
24. Nayagarh: 18
25. Nuapada: 14
26. Puri: 12
27. Rayagada: 9
28. Sambalpur: 28
29. Sonepur: 1
30. Sundargarh: 105
31. State Pool: 23
New recoveries: 1465
Cumulative tested: 28715496
Positive: 1281455
Recovered: 1264571
Active cases: 7855
— I & PR Department, Odisha (@IPR_Odisha) February 18, 2022
ରାଜ୍ଯରେ ଚିହ୍ନଟ ହେଲେ ଆଉ ୯୨୫ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୧ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୮୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୦୩ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୯୦୪୬ କୁ ବୃଦ୍ଧି ପାଇଥିବା ବେଳେ ୧୨୫୯୭୯୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୧୦୨୭୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 14th Feb
New Positive Cases: 925
Of which 0-18 years: 203
In quarantine: 542
Local contacts: 383
(Details of local contacts will be shared by concerned District)
1. Angul: 44
2. Balasore: 22
3. Bargarh: 13
4. Bhadrak: 16
5. Balangir: 2
6. Boudh: 23
— I & PR Department, Odisha (@IPR_Odisha) February 15, 2022
7. Cuttack: 52
8. Deogarh: 17
9. Dhenkanal: 15
10. Gajapati: 38
11. Ganjam: 26
12. Jagatsinghpur: 50
13. Jajpur: 47
14. Jharsuguda: 24
15. Kalahandi: 10
16. Kandhamal: 5
17. Kendrapada: 34
18. Keonjhar: 20
19. Khurda: 159
20. Koraput: 46
21. Malkangiri: 6
22. Mayurbhanj: 31
— I & PR Department, Odisha (@IPR_Odisha) February 15, 2022
23. Nawarangpur: 6
24. Nayagarh: 21
25. Nuapada: 8
26. Puri: 13
27. Rayagada: 18
28. Sambalpur: 29
29. Sonepur: 18
30. Sundargarh: 88
31. State Pool: 24
New recoveries: 1956
Cumulative tested: 28533646
Positive: 1279046
Recovered: 1259796
Active cases: 10271
— I & PR Department, Odisha (@IPR_Odisha) February 15, 2022
ରାଜ୍ଯରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ଯା: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୫୭୨ ଜଣ ପଜିଟିଭ୍
ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । ଦିନେ ବଢିଲେ ଦିନେ କମୁଛି ସଂକ୍ରମିତଙ୍କ ସଂଖ୍ଯା । ଦୁଇ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିପଦ ଟଳିନି । ଆମକୁ ସତର୍କ ହୋଇ ରହିବାକୁ ପଡିବ ଏବଂ ସରକାରଙ୍କ ସମସ୍ତ ଗାଇଡଲାଇନ୍କୁ ମାନିବାକୁ ପଡିବ । ଗତ ୨୪ ଘଣ୍ଟାରେ ଆଉ ୧୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୦୯ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 10th Feb
New Positive Cases: 1572
Of which 0-18 years: 309
In quarantine: 918
Local contacts: 654
(Details of local contacts will be shared by concerned District)
1. Angul: 9
2. Balasore: 62
3. Bargarh: 25
4. Bhadrak: 27
5. Balangir: 40
6. Boudh: 25
— I & PR Department, Odisha (@IPR_Odisha) February 11, 2022
23. Nawarangpur: 20
24. Nayagarh: 35
25. Nuapada: 23
26. Puri: 39
27. Rayagada: 74
28. Sambalpur: 73
29. Sonepur: 12
30. Sundargarh: 113
31. State Pool: 49
New recoveries: 3279
Cumulative tested: 28293841
Positive: 1274575
Recovered: 1251431
Active cases: 14253
— I & PR Department, Odisha (@IPR_Odisha) February 11, 2022
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୪୫୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୨୫୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୧୪୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୨୯୩୮୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ରାଜ୍ଯରେ ତଳମୁହାଁ କରୋନା ଗ୍ରାଫ: ଆଜି ଚିହ୍ନଟ ହେଲେ ଆଉ ୩୦୮୬ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ଲାଗିଛି ବ୍ରେକ । ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୯୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୨୮୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୫୪ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୩୨୬କୁ ବୃଦ୍ଧି ପାଇଥିବା ବେଳେ ୧୨୦୧୫୪୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୨୦୯୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 31st Jan
New Positive Cases: 3086
Of which 0-18 years: 454
In quarantine: 1797
Local contacts: 1289
(Details of local contacts will be shared by concerned District)
1. Angul: 82
2. Balasore: 76
3. Bargarh: 36
4. Bhadrak: 77
5. Balangir: 76
6. Boudh: 16
— I & PR Department, Odisha (@IPR_Odisha) February 1, 2022
23. Nawarangpur: 84
24. Nayagarh: 110
25. Nuapada: 106
26. Puri: 42
27. Rayagada: 40
28. Sambalpur: 75
29. Sonepur: 35
30. Sundargarh: 216
31. State Pool: 125
New recoveries: 8181
Cumulative tested: 27686482
Positive: 1252326
Recovered: 1201546
Active cases: 42098
— I & PR Department, Odisha (@IPR_Odisha) February 1, 2022