Gangster Lawrence Bishnoi - The Sakala

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନ୍‌ମୋଲ୍‌ ଆମେରିକାରେ ଗିରଫ
ୱାଶିଂଟନ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନ୍‌ମୋଲକୁ ଆମେରିକାର କାଲିଫର୍ଣ୍ଣିଆରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଅପରାଧୀ ଭାରତର ଅନେକ ଆପରାଧିକ ମାମଲାରେ ସଂଶ୍ଲିଷ୍ଟ ରହିଛି। ଅଭିନେତା ସଲ୍‌ମନ ଖାନ୍‌ଙ୍କ ଘର ଉପରେ ଗୁଳିମାଡ଼ ହେଉ କି ପଞ୍ଜାବୀ ଗୀତିକାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା, ସବୁଥିରେ ଅନ୍‌ମୋଲର ନାମ ସାମ୍‌ନାକୁ ଆସିଥିଲା। ବାବା ସିଦ୍ଦିକ ହତ୍ୟାରେ ମଧ୍ୟ ତା ନାମ ଉଠିଥିଲା। ତେବେ ଏ ପର୍ଯ୍ୟନ୍ତ ମୁମ୍ବଇ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ଅନମୋଲ ଗିରଫ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଗୁଇନ୍ଦା ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ସପ୍ତାହ ତଳେ ଆମେରିକା ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। କିଛି ଦିନ ତଳେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଅନମୋଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏବେ ସୁଦ୍ଧା ଦେଶରେ ଅନମୋଲ ବିରୋଧରେ ୨୨ଟି ମାମଲା ରହିଛି।