Odia Cinema - The Sakala

ଓଲିଉଡର ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟଙ୍କ ପରଲୋକ
କଟକ: ଆରପାରିରେ ଓଲିଉଡର ଜଣାଶୁଣା କ୍ୟାମେରାମ୍ୟାନ ଦୀଲ୍ଲିପ ରାୟ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୀଲ୍ଲିପ ରାୟଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭଲ ପାଉଥିବା ଅନେକ ଶୁଭେଚ୍ଛୁ, ବନ୍ଧୁ ଓ ଆତ୍ମୀୟସ୍ୱଜନ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସୂଚନା ଅନୁସାରେ, ବର୍ତ୍ତମାନ କଟକ ଗୋରାକବର ବାସଭବନରେ ଦୀଲ୍ଲିପ ରାୟଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।

ଶ୍ରୀ ରାୟ ୧୯୫୭ରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ବେଙ୍ଗାଲୁରୁ ଏଫ୍ଟିଆଇରୁ ମୋସନ୍ ପିକ୍ଚର ଫଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଥିଲେ । ୪ ଦଶନ୍ଧିରୁ ଅଧିକ ସମୟ ଧରି ସର୍ବଭାରତୀୟ ସିନେମା ଓ ଟେଲିଭିଜନ ଜଗତରେ କାର୍ଯ୍ୟ କରିଥିଲେ । ପାଖାପାଖି ୭୦ ଓଡ଼ିଆ, ୧୫ ବଙ୍ଗଳା ଏବଂ ୮ ଛତିଶଗଡ଼ି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅନେକ ପ୍ରାମାଣିକ ଚିତ୍ର ଓ ଟେଲି ଧାରାବାହିକରେ କାମ କରିଛନ୍ତି । ଦୂରଦର୍ଶନ ପାଇଁ ପ୍ରାମାଣିକ ଚିତ୍ର ଓ କିଛି ସିରିଜ୍ ଲାଗି ନିର୍ଦ୍ଦେଶନା ବି ଦେଇଥିଲେ । ବହୁ ବଡ଼ ବଡ଼ ସିନେ ନିର୍ମାତାଙ୍କ ସହ କାମ କରିବା ସାଙ୍ଗକୁ ଅନେକ ପୁରସ୍କାର ଓ ପ୍ରଶଂସା ସାଉଁଟିଥିଲେ । ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ୩ ଥର (୧୯୮୬ରେ ‘ତ୍ରିସନ୍ଧ୍ୟା’, ୨୦୧୬ରେ ‘ଚିନି’, ୨୦୨୨ରେ ‘ଭିଜା ମାଟିର ସ୍ୱର୍ଗ’) ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌' ଶ୍ରେଷ୍ଠ ଚଳଚ୍ଚିତ୍ର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷଣା ହୋଇଛି । 'ପୁଷ୍କରା' ଏବଂ 'ମାଇଁ ସ୍ୱିଟ୍ ହାଉସୱାଇଫ୍' ଯୁଗ୍ମ ଭାବରେ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ବିଜୟୀ ହୋଇଛନ୍ତି। ଓଡ଼ିଆ ସିନେମାର ସଫଳତାକୁ ପ୍ରଶଂସା କରି ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବିଧିବଦ୍ଧ ଘୋଷଣା କରିଛନ୍ତି।

ଏହି ପୁରସ୍କାର ବିଭିନ୍ନ ବିଭାଗରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି। ଏଥିରେ ନିଜର ଶକ୍ତିଶାଳୀ କାହାଣୀ ଏବଂ ସାଂସ୍କୃତିକ ଗଭୀରତା ପାଇଁ 'ପୁଷ୍କରା' ବିଶେଷ ପ୍ରଶଂସା ସାଉଁଟିଥିବା ବେଳେ ଏହାର ନିଆରା ବର୍ଣ୍ଣନା ଏବଂ ଦମଦାର ଅଭିନୟ ପାଇଁ 'ମାଇଁ ସ୍ୱିଟ୍ ହାଉସୱାଇଫ୍' ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ର ଓଡ଼ିଆ ନିର୍ମାତାମାନଙ୍କର ସୃଜନଶୀଳତାକୁ ପ୍ରତିଫଳିତ କରିବା ସହ ଅନ୍ୟ ସମସ୍ତ ଚଳଚ୍ଚିତ୍ର ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।

ଏହି ଘୋଷଣା ପରେ ଚଳଚ୍ଚିତ୍ର ପ୍ରେମୀ ଏବଂ ସିନେମା ଜଗତର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଜାତୀୟ ସ୍ତରରେ ଓଡ଼ିଆ ସିନେମାର ପ୍ରଚାର ପ୍ରସାର କରିବା ସହ କଳାତ୍ମକ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ ଜାରି ରଖିବ। 'ପୁଷ୍କରା' ଏବଂ 'ମାଇଁ ସ୍ୱିଟ୍ ହାଉସୱାଇଫ୍' କୁ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ ଅଧିକ ସଂଖ୍ୟକ ନିର୍ମାତାଙ୍କୁ ଅଭିନବ କାହାଣୀ ପ୍ରସ୍ତୁତ କରିବାକୁ ପ୍ରେରଣା ଯୋଗାଇବ।

ସାଇବର ଥାନାରେ ଅଭିଯୋଗ ପରେ ପ୍ରେସମିଟ୍‌ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର
ଭୁବନେଶ୍ୱର: ବଢ଼ିଲା ଓଲିଉଡ୍ କଳି । ସାଇବର ଥାନାରେ ଅଭିଯୋଗ ପରେ ପ୍ରେସମିଟ୍‌ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର । କିଛି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ନନେଇ ବର୍ଷିଛନ୍ତି ମନୋଜ ମିଶ୍ର । ଆଉ କହିଛନ୍ତି କି, ସିନେମା କାହାର ପୈତୃକ ସଂପତ୍ତି ନୁହେଁ । ଏହା ସାରା ରାଜ୍ଯବାସୀଙ୍କର । ଏଥିରେ ତ୍ରୁଟି ଦେଖାଗଲେ ସେ ନିଶ୍ଚୟ ମୁହଁ ଖୋଲିବେ ବୋଲି କହିଛନ୍ତି ମନୋଜ । ‘ପ୍ରଯୋଜକଙ୍କ କ୍ଷତି ହେଲେ ସମସ୍ତଙ୍କର କ୍ଷତି ହେବ । ଯିଏ ଓଡ଼ିଆ ସିନେମାର ଶତ୍ରୁ ସେ ମୋର ଶତ୍ରୁ’ ।

ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି । ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ । ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ । ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ । ବେଶି ନୁହେଁ ବରଂ ଦମନ ଓ କର୍ମ ପରି ଗୋଟିଏ ଗୋଟି କଣ୍ଟେଣ୍ଟ ଥିବା ଫିଲ୍ମ ବନାଇବାକୁ ପଡିବ । ତେଣୁ ନିଜ ଦୋଷ ଦୁର୍ବଳତା ନଦେଖି ମୋତେ ଦୋଷାରୋପ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି ମନୋଜ ।

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେଇଥିଲା ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ । ସାମାଜିକ ଗଣମାଧ୍ୟମରେ ଓଲିଉଡକୁ ବଦନାମ କରୁଥିବା ଅଭିଯୋଗ ଆଣି ମାମଲା ରୁଜୁ କରିଛି ସଂଘ ।

ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ୩୦ରୁ ଅଧିକ ସଂଘର କର୍ମକର୍ତ୍ତା ଥାନାରେ ପହଞ୍ଚି ମନୋଜଙ୍କ ବିରୋଧରେ ଏତଲା ଦେଇଥିଲେ। ସାଇବର ଥାନା ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ଆଇଟି ଆକ୍ଟ ଲଗାଇ ତଦନ୍ତ ଜାରି ରଖିଥିବା କହିଛି।