ASI - The Sakala

ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI, କେସ୍ କୋହଳ ପାଇଁ ନେଉଥିଲେ ଲାଞ୍ଚ
ମାହାଙ୍ଗା: ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI ଆଲୋକ ଶଢ଼ଙ୍ଗୀ ।  ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେ ASI ଆଲୋକ ଶଢ଼ଙ୍ଗୀ। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାସନ୍ସର ଦୁଇ ଜଣିଆ ଟିମ୍ ଭଦ୍ରେଶ୍ୱର ଥାନ ASI ଆଲୋକ ଶଢ଼ଙ୍ଗୀଙ୍କୁ କାବୁ କରିଥିଲା।

ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ASI ଟିମ୍‌ର ସର୍ଭେ ଆରମ୍ଭ
ନୂଆଦିଲ୍ଲୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି। ସର୍ଭେ ଟିମରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ ଅଛନ୍ତି।

ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେବା ବେଳେ କିଛି ସର୍ତ୍ତ ରଖିଥିଲେ କୋର୍ଟ। କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ। କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି। ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ ରଖିଥିଲେ ବାରାଣାସୀ କୋର୍ଟ। କିନ୍ତୁ ୧୬ ତାରିଖରେ କିଛି ମହିଳାଗୋଷ୍ଠୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ, ବିବାଦୀୟ ସ୍ଥାନକୁ ଛାଡ଼ି ASI ଅନ୍ୟ ସବୁ ସ୍ଥାନକୁ ସର୍ଭେ ଅନ୍ତର୍ଭୁକ୍ତ କରନ୍ତୁ। ପରେ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା।

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ: କେସରୁ ନାଁ କାଟିବା ପାଇଁ ନେଉଥିଲେ ୧୫ ହଜାର ଟଙ୍କା
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢାଉ ଚାଲିଛି। ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଆଜି ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ଭିଜିଲାନ୍ସ ଏନେଇ ଖୋଳତାଡ଼ କରୁଛି। ତେବେ କମିଶନରେଟ୍ ପୋଲିସର ଜଣେ ପରେ ଜଣେ ପୋଲିସ ଅଧିକାରୀ ଧରା ପଡୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡଗିରି ଥାନାର ଜଣେ ସବଇନସପେକ୍ଟର ଲାଞ୍ଚ ନେଇ ଧରା ପଡିଥିଲେ।

ଖୋଳା ହେବ କୁତବ ମୀନାର ପରିସର, ଏଏସଆଇକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ
ନୂଆଦିଲ୍ଲୀ : ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଏଏସଆଇ)କୁ ନିର୍ଦେଶ ଦେଇଛନ୍ତି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ।

କୁତବ ମୀନାର ପରିସରରେ ଖନନ କରାଯିବାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।

କୁତବ ମୀନାର ପରିସରରେ ଖନନ କରାଯିବା ପାଇଁ ନିର୍ଦେଶ ଦେବା ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଅନ୍ୟ ୧୨ ଜଣ ଟିମ ସହ ଏହାର ନିରୀକ୍ଷଣ କରିଥିଲେ । ଏହି ଟିମରେ ୩ ଜଣ ଇତିହାସକାର, ଏଏସଆଇର ୪ ଜଣ ଅଧିକାରୀ ଉପସ୍ଥିତ ଥିଲେ । ଏହି ମାମଲାରେ ଏଏସଆଇର ଜଣେ ଅଧିକାରୀ କହିଛନ୍ତି କି ୧୯୯୧ ମସିହାରେ ପରେ କେବେ ବି କୁତବ ମୀନାର ପରିସର ଖୋଳାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଏଠାରେ ସୂଚନାଯୋଗ୍ୟ କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ତାଙ୍କ ଦାବି ଅନୁସାରେ କୁତବ ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ । ସୂର୍ଯ୍ୟଙ୍କ ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ। କୁତବ ମୀନାର ଭିତରୁ ୧୨୦୦ ବର୍ଷ ପୁରୁଣା ଭଗବାନ ନରସିଂହଙ୍କର ଏକ ମୂର୍ତ୍ତି, ଶ୍ରୀ ଗଣେଷ ଓ ଶ୍ରୀକୃଷ୍ଣଙ୍କର ପୁରୁଣା ମୂର୍ତ୍ତୀ ଉଦ୍ଧାର ହୋଇଥିଲା। ଏଥିପାଇଁ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ନାଁରେ ପୁନଃ ନାମିତ କରିବାକୁ ଅନେକ ହିନ୍ଦୁ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିରୋଧରେ ହନୁମାନ ଚାଳିଶା ପଢ଼ିଥିଲେ।

ଏଣିକି ରାଜ୍ୟରେ ଥିବା ଏଏସ୍‍ଆଇ କୀର୍ତ୍ତିରାଜି ଉପରେ ଉଡ଼ିବ ଡ୍ରୋନ୍
ଭୁବନେଶ୍ୱର: ଏଣିକି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ପୁରୁଣା କୀର୍ତ୍ତିରାଜିଗୁଡିକର ଆକାଶ ମାର୍ଗରୁ ସର୍ବେକ୍ଷଣ ହେବ। ଯେଉଁଥିରେ ଫଟୋଗ୍ରାଫିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆନୁସଙ୍ଗିକ ଭାବେ ଭୁବନେଶ୍ୱର ଲିଙ୍ଗରାଜମନ୍ଦିର ଓ ରାଜାରାଣୀ ମନ୍ଦିରରେ ଡ୍ରୋନ୍‍ ଇଡାଇବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସ୍ଥଳରେ ଏହା ଲୁଗୁ ହେବ। ବିଶେଷ କରି ପୁରୁଣା କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଫଟୋଗ୍ରାଫି କାମରେ ଆସିବ ବୋଲି କେନ୍ଦ୍ର ସରକାର ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ଥିତଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର)କୁ ଅନୁମୋଦନ ମିଳିଛି। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ବିଭାଗ ଜର୍ଭାନ ସ୍ଥିତ ଡେଜଲ୍ଡ କମ୍ପାନୀ ସହ ମିଶି ଏହି କାମ କରିବ। ଏଥପାଇଁ ଅନ୍‍ମେନ୍‍ଡ ଏୟାରକ୍ରାଫ୍ଟ ସିଷ୍ଟମ (ଯାନବିହିନ ବିମାନ ବ୍ୟବସ୍ଥା) ନିୟମାବାଳୀ ୨୦୨୧କୁ ସର୍ତ୍ତମୂଳକ ଭାବେ କୋହଳ କରାଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍‍ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି। ସର୍ତ୍ତ କୋହଳ ହେବା ପରେ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସର୍ବେକ୍ଷଣ ଓ ଫଟୋଗ୍ରାଫି ସହଜ ହେବ। ଏହାବାଦ୍‍ କୀର୍ତ୍ତିରାଜିର ଅବସ୍ଥିତି ଓ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ତଥ୍ୟ ସଂଗ୍ରହ କରାଯାଇ ପାରିବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ସହଭାଗିତାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଏସବୁ କାମ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ପୁଣିଥରେ ଆଦେଶ ନ ହେବା ଯାଏଁ ଏହି ଫଟ୍ରୋଫି ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଚାଲି ପାରିବ। ଏଥିରେ ଡିଜିସିଏ ଦ୍ୱାରା ଲାଗୁ କରାଯାଇଥିବା ଏସ୍‍ଓପିର ନିୟମ ଓ ସର୍ତ୍ତାବଳୀ ଲାଗୁ ହେବ।

ଏ ବାବଦରେ ନାଇଜରର ରେଜିଷ୍ଟ୍ରାର ଅକ୍ଷୟ ନାୟକ କହିଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସରଙ୍କ ନେତତ୍ୱରେ ଏହି କାମ କରାଯିବ। ଏଥିପାଇଁ କୀର୍ତ୍ତିରାଜି ଉପରେ ଡ୍ରୋନ୍‍ ଉଡାଯାଇ ବିଭିନ୍ନ ଦିଗରୁ ଏହାର ଫଟୋ ଉତ୍ତୋଳନ କରାଯିବ। ପରବର୍ତ୍ତୀ ସମୟରେ ଏହାର ଥ୍ରିଡି ଇମେଜ୍‍ ସୃଷ୍ଟି କରାଯିବ। ଯାହାକି ଗଭିଷ୍ୟତ ପିଢ଼ିପାଇଁ ଡକ୍ୟୁମେଣ୍ଟ ହୋଇ ରହିବ। ଭବିଷ୍ୟତରେ ପୁରୁଣା କୀର୍ତ୍ତିରାଜିର ଅବକ୍ଷୟ ହେଲେ ଏହାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଥ୍ରିଡି ଇମେଜ ସାହାଯ୍ୟ କରିବ। ଏହାଦ୍ୱାରା ପୁରୁଣା କୀର୍ତ୍ତିରାଜିର ଅବସ୍ଥିତିର ଏହାର ଡିଜାଇନ ଓ ସ୍ଥପତି, ନିର୍ମାଣ ଶୈଳୀର ତଥ୍ୟ ମଧ୍ୟ ସଂଗ୍ରହ କରି ରଖାଯାଇପାରିବ।

ଏ ବାବଦରେ ଏଏସ୍‍ଆଇ ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ କହିଛନ୍ତି ଗତ ଏକ ବର୍ଷ ହେବ ନାଇଜର ଏନେଇ ଆମକୁ ପ୍ରସ୍ତାବ ଦେଇଥିଲେ। ଯାହାକି ଏବେ ଫଳପ୍ରଦ ହୋଇଛି। ଏହା ଯଦିଓ ନାଇଜରର ନିଜସ୍ୱ ସର୍ବେକ୍ଷଣ ହେଲେ ଏଥିରେ ମନ୍ଦିର ଭିତର, ବାହାର ଏପରିକି ପ୍ରତିଟି ସ୍ଥାପତ୍ୟକଳା, ସ୍ଥପତି ଓ କାରିଗରୀର ତଥ୍ୟ ସଂଗ୍ରହ କରାଯିବ। ଥ୍ରିଡି ଇମେଜ୍‍, ଲେଜର ସ୍କାନିଂ ଦ୍ୱାରା ଉଭୟ ମନ୍ଦିର ଭିତର ଓ ବାହାରେ ଏରିୟଲ୍‍ ସର୍ଟ ନିଆଯିବ। ଯାହାକି ଆଗାମୀ ଦିନର କାର୍ଯ୍ୟପନ୍ଥାକୁ ରୂପାୟନ କରିବା ଦିଗରେ ସାହାଯ୍ୟ କରିବ। ପୂର୍ବରୁ ଚଳିତ ମାସ ଆରମ୍ଭରେ ହିସାର, ପଞ୍ଚକୁଲା, ଅମ୍ବାଲା, ସହରାଞ୍ଚଳରେ ଅମୃତ ସହରଗୁଡିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ, ୱେବଆଧାରିତ ଜିଆଇଏସ୍‍ ଫ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ଟିକସ ସଂଗ୍ରହ କରିବା ନିମନ୍ତେ ହରିଆଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ଡିୟୁଏଲ୍‍ବି)ଗୁଡିକୁ ଡ୍ରୋନ୍‍ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା।

୫କେଜି ଚିଙ୍ଗୁଡ଼ି ଓ ୫ହଜାର ଟଙ୍କା ଲାଞ୍ଚ ମାଗି ନିଲମ୍ବିତ ହେଲେ ଥାନା ଏଏସଆଇ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଏଏସ୍ଆଇ ହରେକୃଷ୍ଣ ପାଢ଼ୀ ଜଣେ ବ୍ୟକ୍ତିଙ୍କ ଏକ ମାମଲାକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ସହ ୫ କିଲୋ ବାଗଦା ଚିଙ୍ଗୁଡ଼ି ଲାଞ୍ଚ ମାଗିବାର ଅଡ଼ିଓ ଭାଇରାଲ ହେବାପରେ ଭଦ୍ରକ ଏସପି ଚରଣ ସିଂ ମୀନା ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ଏସ୍.ଡ଼ି.ପି.ଓ ଉମାଶଙ୍କର ମହାରଣା ତଦନ୍ତ କରି ରିପୋର୍ଟ ଦେବା ପରେ ଏସପି ଶ୍ରୀ ମୀନା ଏଏସ୍ଆଇ ହରେକୃଷ୍ଣ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନାଅନୁଯାୟୀ, ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଖସାଇ ଦେବା ସହ ତା ନାଁ କାଟିଦେବାକୁ ଟଙ୍କା ଓ ଚିଙ୍ଗୁଡ଼ି ମାଛ ଲାଞ୍ଚ ମାଗୁଥିବାର ଅଡ଼ିଓ ୨ଦିନ ତଳେ ଭାଇରାଲ ହୋଇଥିଲା ।