Bus Falls - The Sakala

ନଦୀକୁ ଖସିଲା ବସ୍‌; ୧ ମୃତ, ୧୧ ନିଖୋଜ
ଉତ୍ତରାଖଣ୍ଡ: ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଘୋଲଥିରରେ ଅଳକନନ୍ଦା ନଦୀରେ ଏକ ସମ୍ପୂର୍ଣ୍ଣ ବସ୍ ବୁଡ଼ି ଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଝଊଜୠ ଦଳ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁହାଯାଉଛି ଯେ ବର୍ତ୍ତମାନ ୧୧ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି।

ସୂଚନା ଅନୁଯାୟୀ, ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ଏକ ମିନି ବସ୍ ଖାଇକୁ ଖସି ପଡ଼ିଥିଲା । ବସରେ ୧୯ ଜଣ ଥିଲେ, ଯେଉଁଥିରୁ ୭ ଜଣ ବସରୁ ବାହାରକୁ ଡେଇଁ ପଡ଼ିଥିଲେ । ବସର ଅନ୍ୟ ଲୋକମାନେ ନଦୀରେ ବୁଡ଼ି ଯାଇଥିଲେ । କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରୁଦ୍ରପ୍ରୟାଗରେ ରାତିସାରା ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ବସଟି ଖାଇକୁ ଖସି ପଡ଼ିଲା ଏବଂ ତା’ ପରେ ଅଳକନନ୍ଦା ନଦୀରେ ବୁଡ଼ିଗଲା ।

ପୋଲିସ ମୁଖ୍ୟାଳୟର ମୁଖପାତ୍ର ଆଇଜି ନିଲେଶ ଆନନ୍ଦ ଭରଣେ କହିଛନ୍ତି, ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲାଥିର ଅଞ୍ଚଳରେ ଏକ ବସ୍ ନିୟନ୍ତ୍ରଣ ହରାଇ ଅଳକନନ୍ଦା ନଦୀକୁ ଖସି ପଡ଼ିଲା ।  ମିଳିଥିବା ସୂଚନା ଅନୁଯାୟୀ, ବସରେ ୧୮ ଜଣ ଲୋକ ଥିଲେ ।

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ମର୍ମନ୍ତୁଦ ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସେହିପରି ଅନେକ ଆହତ ହୋଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା। ଏହି ବସ୍‌ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ଖାଇକୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଖବର ପାଇ ଏସ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।