depression - The Sakala
‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ବିଗ୍ ବସ୍ ୧୭ ଫେମ୍ ଅନୁରାଗ ଡୋଭାଲ ବା 'ୟୁକେ ୦୭ ରାଇଡର' ନିଜର ଏକ ଭିଡିଓ ଜାରି କରି ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଖୁଲାସା କରିବା ସହ ୟୁଟ୍ୟୁବ୍ ଛାଡ଼ିବାକୁ ଘୋଷଣା କରିଛନ୍ତି। ପରିବାର ଲୋକଙ୍କ ମାନସିକ ନିର୍ଯାତନା ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି। ଅନୁରାଗ ସୋସିଆଲ ମିଡିଆରେ ଏକ ଦୀର୍ଘ ଭିଡିଓ ପୋଷ୍ଟ କରି ଏହାକୁ ନିଜର 'ଶେଷ ଭ୍ଲଗ୍' ବୋଲି କହିଛନ୍ତି।
ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ
ଅନୁରାଗ ତାଙ୍କର ଦୁଇ ଘଣ୍ଟାର ଭିଡିଓରେ ନିଜ ଜୀବନର ସଂଘର୍ଷ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅନ୍ତର୍ଜାତୀୟ ବିବାହ (Inter-caste marriage) କରିଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି। ବିବାହର ମାତ୍ର ୬ ଦିନ ପୂର୍ବରୁ ତାଙ୍କ ବାପା-ମାଆ ବିବାହରେ ଯୋଗ ଦେବାକୁ ମନା କରିଦେଇଥିଲେ, ଫଳରେ ତାଙ୍କୁ ଏକାକୀ ସମସ୍ତ ଦାୟିତ୍ୱ ତୁଲାଇବାକୁ ପଡିଥିଲା। ପରିବାର ସଦସ୍ୟଙ୍କ ସାମ୍ନାରେ କ୍ଷମା ମାଗିବା ସହ ଗୋଡ଼ ତଳେ ପଡ଼ିବାକୁ ମଧ୍ୟ ବାଧ୍ୟ କରାଯାଇଥିବା ସେ କହିଛନ୍ତି।
ପତ୍ନୀ ମଧ୍ୟ ଛାଡି ଚାଲିଗଲେ
ଅନୁରାଗଙ୍କ କହିବା ଅନୁଯାୟୀ, ପରିବାରର ଅତ୍ୟଧିକ ଚାପ ଓ ଅଶାନ୍ତି ଯୋଗୁଁ ତାଙ୍କ ପତ୍ନୀ ରିତିକା ମଧ୍ୟ ତାଙ୍କୁ ଛାଡି ଚାଲିଯାଇଛନ୍ତି। ଅନ୍ୟ ଜାତିର ହୋଇଥିବାରୁ ତାଙ୍କ ବାପା-ମାଆ ରିତିକାଙ୍କୁ ବୋହୂ ଭାବେ ଗ୍ରହଣ କରିନଥିଲେ ଏବଂ ଘରେ ପଶିବାକୁ ଦେଇନଥିଲେ। ଅନୁରାଗ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ କଲମ ତାଙ୍କର ସମସ୍ତ ସମ୍ପତ୍ତି ଓ ପୋଷା ଜନ୍ତୁଙ୍କୁ ଛଡ଼ାଇ ନେଇଛନ୍ତି।
୫ ଦିନ ହେଲା ଖାଦ୍ୟ ଛାଡିଛନ୍ତି ଅନୁରାଗ
ଭିଡିଓରେ ଅନୁରାଗ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି, "ମୁଁ ଗତ ୫ ଦିନ ହେଲା କିଛି ଖାଇନାହିଁ ଏବଂ ଘୋର ଅବସାଦରେ (Depression) ଅଛି। ମୋ ମୃତ୍ୟୁ ପାଇଁ କେବଳ ମୋ ବାପା, ମାଆ, ଭାଇ ଏବଂ ଶ୍ରେୟା ଦାୟୀ ରହିବେ।" ସୂଚନାଯୋଗ୍ୟ ଯେ, ଗତ ବର୍ଷ ମେ ମାସରେ ଅନୁରାଗ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ରିତିକାଙ୍କୁ ବିବାହ କରିଥିଲେ ଏବଂ ସେପ୍ଟେମ୍ବର ମାସରେ ଉଭୟ ବାପା-ମା ହେବାକୁ ଯାଉଥିବା ଘୋଷଣା କରିଥିଲେ।
ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।