Gold Rate - The Sakala
ସୁନା ଦର ରେକର୍ଡ ସ୍ତରରେ ବୃଦ୍ଧି; ୨୨ କ୍ୟାରେଟ୍‌ ସୁନା ୧୦ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା
ନୂଆଦିଲ୍ଲୀ: ସୁନା ଦରରେ ଲମ୍ବ ଡିଆଁ । ହୁ ହୁ ହୋଇ ବଢୁଛି ସୁନା ରେଟ୍ । ୧୦ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢ଼ି ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ଗ୍ରାମ ପିଛା ୧୦ ହଜାର ୮୦୦ ଟଙ୍କା ବଢ଼ି ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ହୋଇଛି ।
ରେକର୍ଡ ସ୍ତରରେ ବୃଦ୍ଧି ପାଇଛି ସୁନା ଦର । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ରୂପା କିଲୋଗ୍ରାମ ୨୦,୦୦୦ ଟଙ୍କା ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ₹୪ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।
Gold Rate Today: ହୁ ହୁ ହୋଇ ବଢୁଛି ସୁନା ଦର, ପ୍ରଥମ ଥର ପାଇଁ ୧୦ଗ୍ରାମକୁ ଦେଢ଼ଲକ୍ଷ ଟପିଲା ସୁନା ଦାମ୍
ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ । ହୁ ହୁ ହୋଇ ବଢୁଛି ସୁନା ଦର । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ୧୦ଗ୍ରାମ ସୁନାର ଦର ଦେଢ ଲକ୍ଷ ଟପିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୭ହଜାର ୨୬୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୧ ଲକ୍ଷ ୪୪ ହଜାର ୧୫୦ ଟଙ୍କା। ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି। ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଆମେରିକା ଏବଂ ୟୁରୋପ ମଧ୍ୟରେ ଗମ୍ଭୀର ହେବାରେ ଲାଗିଥିବା କୂଟନୈତିକ ଏବଂ ବାଣିଜ୍ୟ ଉତ୍ତେଜନା ବର୍ତ୍ତମାନ ବିଶ୍ୱ ଆର୍ଥିକ ବଜାରକୁ ସିଧାସଳଖ ପ୍ରଭାବିତ କରୁଛି। ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଆମେରିକାର ଆକ୍ରମଣାତ୍ମକ ରଣନୀତି ଏବଂ ୟୁରୋପୀୟ ଦେଶଗୁଡ଼ିକ ଉପରେ ସମ୍ଭାବ୍ୟ ଶୁଳ୍କ ଲାଗୁ ଧମକ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଏହି ଅନିଶ୍ଚିତ ପରିବେଶରେ ସୁରକ୍ଷିତ ନିବେଶ ଭାବରେ ବିବେଚିତ ସୁନା ଏବଂ ରୂପାର ଚାହିଦା ବୃଦ୍ଧି ପାଇଛି, ଯାହା ଉଭୟ ଧାତୁକୁ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚାଇଛି। ବଜାର ବିଶେଷଜ୍ଞଙ୍କ ମତରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟ ଯୁଦ୍ଧର ସମ୍ଭାବନା ଭବିଷ୍ୟତରେ ବଜାର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମ ପିଛା ଲକ୍ଷେ ୨୭ ଛୁଇଁଲା ୨୨ କ୍ୟାରେଟ୍
ଭୁବନେଶ୍ୱର: ସୁନା ଦରରେ ଲାଗିଛି ନିଆଁ । ଆଜି ରେକର୍ଡ ସ୍ତରରେ ସୁନା ଦର ଛୁଇଁଛି । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୨୪ ଶହ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୫ଶହ ୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ୨୨ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି ।
ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।
ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ବର୍ଷ ସୁନା ଏବଂ ରୁପା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରିଟର୍ଣ୍ଣ ଦୃଷ୍ଟିରୁ, ଗତ ୧୦ ବର୍ଷ ମଧ୍ୟରେ ୨୦୨୫ ଉଭୟ ସୁନା ଓ ରୁପା ପାଇଁ ସର୍ବୋତ୍ତମ ବର୍ଷ ପ୍ରମାଣିତ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ରୁପା ବିଶ୍ୱ ବଜାରରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଚଳିତବର୍ଷ ରୁପା ମୂଲ୍ୟରେ ମଧ୍ୟ ପ୍ରାୟ ୧୦୦% ବୃଦ୍ଧି ଦେଖାଯାଇଛି।  ବିଶେଷଜ୍ଞମାନେ କୁହନ୍ତି ଯେ ବର୍ତ୍ତମାନର ଉଚ୍ଚ ସ୍ତର ସତ୍ତ୍ୱେ, ନିବେଶକମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଦୀର୍ଘକାଳୀନ ନିବେଶକମାନଙ୍କ ପାଇଁ ଧୀରେ ଧୀରେ କିଣିବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ।
ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଆକଳନ: ୨୦୨୬ରେ ଦୁଇ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ: ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି। ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନାଁ ଧରୁନାହିଁ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମା ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି।  ବୃଦ୍ଧି ପାଇସାରିଛି। ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି। କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ। ସେହିପରି ବର୍ଷ ୨୦୨୬ରେ ମଧ୍ୟ ରୁପା ମୂଲ୍ୟ ଅଢ଼େଇ ଲକ୍ଷ ସ୍ତ ଛୁଇଁପାରେ।
୨୦୨୫ ଭଳି ୨୦୨୬ରେ ସୁନା ମୂଲ୍ୟରେ  ବୃଦ୍ଧି କ୍ଷେତ୍ରରେ ବର୍ତ୍ତମାନର ଧାରା ଜାରି ରହିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ। ଅନେକ ଲୋକ ଏ ନେଇ ଭବିଷ୍ୟବାଣୀ କରୁଛନ୍ତି, କିନ୍ତୁ ଏଥର ଭବିଷ୍ୟବାଣୀ ବହୁତ ଭୟଙ୍କର। ଯଦି ବିଶ୍ୱ ସ୍ୱର୍ଣ୍ଣ ପରିଷଦର ସିଇଓ ଡେଭିଡ୍ ଟେଟ୍‌ଙ୍କ ଆକଳନ ସତ  ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୬,୦୦୦ ଡଲାର ଅତିକ୍ରମ କରିଯିବ। ଭାରତୀୟ ଟଙ୍କାରେ, ସୁନାର ମୂଲ୍ୟ ୧,୯୦,୦୦୦ରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ସେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ମୂଲ୍ୟ ୨୦୨୬ରେ ମଧ୍ୟ ଉଚ୍ଚରେ ରହିବ।  ଟେଟ୍ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ପାଇଁ ଅନେକ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛିସୁନା ଏକ  ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିବା  ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରୟ  ଓ  ଇଟିଏଫ୍‌ରେ ନିବେଶ।  ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୩୪,୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୨୩,୩୦୦ ଟଙ୍କା ହୋଇଛି।
ଅପରପକ୍ଷେ ଗୁରୁବାର (ଗକ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ରୁପା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭୁବନେଶ୍ବରରେ ଆଜି ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୨,୦୦୦ ଟଙ୍କା ବୃଦ୍ଧି ପାଇ  ୨,୨୧,୦୦୦ ରେ ବନ୍ଦ ହୋଇଛି। ଗତକାଲି, ରୁପା ମୂଲ୍ୟ କିଲୋ ପିଛା ୨,୧୯,୦୦୦ ଟଙ୍କା ଥିଲା।  ଚଳିତବର୍ଷ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧,୧୫,୨୩୩ ଟଙ୍କା ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ବୃଦ୍ଧିର ୪ ପ୍ରମୁଖ କାରଣ। ଶିଳ୍ପ ଚାହିଦାରେ ବୃଦ୍ଧି । ଯଥା ସୌର, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ବ୍ୟାପକ ବ୍ୟବହାର ଯୋଗୁ, ରୂପା ଆଉ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ନାହିଁ।
ଟ୍ରମ୍ପଙ୍କ ସମ୍ଭାବ୍ୟ ଶୁଳ୍କ ନୀତିର ଭୟ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ଷ୍ଟକ୍ ସଂଗ୍ରହ କରୁଛନ୍ତି। ଏହା ବିଶ୍ୱ ଯୋଗାଣ ଉପରେ ଚାପ ପକାଇଛି। ୩ୟ ଟି ହେଉଛି, ଉତ୍ପାଦନ ବନ୍ଦ ହେବାର ଭୟ ଯୋଗୁଁ ନିର୍ମାତାମାନେ ଆଗୁଆ କ୍ରୟ କରୁଛନ୍ତି, ଯାହା ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି କରିବ। ଚତୁର୍ଥ କାରଣ ହେଉଛି,  ନିବେଶକମାନେ ରୁପା ଇଟିଏଫ୍‌  ମାଧ୍ୟମରେ ରୁପାରେ ସେମାନଙ୍କର ନିବେଶ ବୃଦ୍ଧି କରୁଛନ୍ତି, ଯାହା ଚାହିଦାକୁ ଆହୁରି ମଜବୁତ କରୁଛି।
ୱାଶିଂଟନ୍: ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଥିଲା। ଏଥିରେ ବଡ଼ କଥା ହେଉଛି ସୁନା ଶସ୍ତା ଏବଂ ମହଙ୍ଗା ହେବା ପଛରେ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କର ନିଷ୍ପତ୍ତି ଏକ ନିଷ୍ପତ୍ତି ମୁଖ୍ୟ କାରଣ।
ଏବେ ପ୍ରଶ୍ନ ଉଠୁଛି, ସୁନା ଦର ହଠାତ୍ ଏତେ ବଢ଼ିଗଲା କିପରି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ ହେଉଛି ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି। ୨୦୨୫ରେ ଟ୍ରମ୍ପ ନୂଆ ଶୁଳ୍କ ନୀତି ଘୋଷଣା କରିବା ପରିସ୍ଥିତିକୁ ଆହୁରି ଗରମ କରିଦେଇଥିଲା। ଟ୍ରମ୍ପ ସମସ୍ତ ଦେଶ ଉପରେ ‘ପାରସ୍ପରିକ ଶୁଳ୍କ’ ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରବଳ ଚାପର ଭୟ ସୃଷ୍ଟି କରିଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ସୁନାକୁ ସମର୍ଥନ କରିଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ପ୍ରତ୍ୟେକ ଗତିକୁ କୌଣସି ସ୍ଥାନରେ ବିରାମ ମଧ୍ୟ ମିଳିଥାଏ। ସୁନା ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏପ୍ରିଲ ୨୨ରେ ସୁନା ୩୫୦୦ ଡଲାରରେ ପହଞ୍ଚିଥିଲା ଏବଂ ତା’ପରେ ହଠାତ୍ ଏଥିରେ ୨୦୦ ଡଲାର ହ୍ରାସ ପାଇଥିଲା। ବର୍ତ୍ତମାନ ଦର ପ୍ରାୟ ପ୍ରତି ଆଉନ୍ସ ୩୩୦୦ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ଏପ୍ରିଲ ୨୨ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ସ୍ତର ଛୁଇଁଥିଲା, ଯାହା ବର୍ତ୍ତମାନ ୯୫,୩୨୦ ଟଙ୍କାକୁ ହ୍ରାସ ପାଇଛି। ଯଦି ଆର୍ଥିକ ପରିସ୍ଥିତିରେ ଆହୁରି ଉନ୍ନତି ହୁଏ, ତେବେ ନିବେଶକମାନେ ଇକ୍ୱିଟି ଭଳି ବିପଦପୂର୍ଣ୍ଣ କିନ୍ତୁ ଅଧିକ ରିଟର୍ଣ୍ଣ ଦେଉଥିବା ଉପକରଣ ଆଡକୁ ମୁହାଁଇପାରନ୍ତି। ଏହା ସୁନାର ନିରାପଦ ଚାହିଦାକୁ ହ୍ରାସ କରିପାରେ।
ଡିସେମ୍ବର ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର, ଗୋଟିଏ ଦଶନ୍ଧିରେ ମୂଲ୍ୟ ୨୫ ହଜାରରୁ ୮୪,୦୦୦ ଟପିଲାଣି
ନୂଆଦିଲ୍ଲୀ : ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏହା ୨୫,୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୪,୩୦୦ ଟଙ୍କା ହୋଇଛି। ୨୦୨୨ ଅଗଷ୍ଟରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ୨୫,୦୦୦ ଟଙ୍କା ସ୍ତରକୁ ପହଞ୍ଚିଥିଲା ​​ଏବଂ ୨୦୨୦ ଜୁଲାଇରେ ୫୦,୦୦୦ ଟଙ୍କା ପାର ହୋଇଥିଲା। ସୁନାକୁ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାରେ ପହଞ୍ଚିବାକୁ ୧୦୮ ମାସ ଲାଗିଥିଲା, କିନ୍ତୁ ୫୦,୦୦୦ ଟଙ୍କା ସ୍ତରରୁ ୭୫,୦୦୦ ଟଙ୍କାରେ ପହଞ୍ଚିବାକୁ ମାତ୍ର ୪୮ ମାସ ଲାଗିଥିଲା।
୨୦୨୪ ସେପ୍ଟେମ୍ବରରେ ସୁନା ମୂଲ୍ୟ ୭୫,୦୦୦ ଟଙ୍କାରେ ପହଞ୍ଚିଥିଲା। ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୮୪୩୦ ଟଙ୍କା। ସୁନା ପାଇଁ ପରବର୍ତ୍ତୀ ବଡ଼ ମାଇଲଖୁଣ୍ଟ ହେଉଛି ୧ ଲକ୍ଷ ଟଙ୍କା ସ୍ତର। ଏଠାରେ ପ୍ରଶ୍ନ ଉଠୁଛି ୨୦୨୫ର ବାକି ୩୦୦ରୁ ୩୩୦ ଦିନ ମଧ୍ୟରେ ସୁନା ୧ ଲକ୍ଷ ଟଙ୍କା ଛୁଇଁ ଯାଇପାରେ। ଯଦି ଚଳିତବର୍ଷ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିଯାଏ, ତେବେ ଏହାକୁ ବର୍ତ୍ତମାନର ସ୍ତରଠାରୁ ମାତ୍ର ୧୩.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ପଡିବ।
ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ଯେ ଚଳିତବର୍ଷ ସୁନା ମୂଲ୍ୟ ପ୍ରାୟ ୧.୫୦ ଲକ୍ଷ ଟଙ୍କାରେ ପହଞ୍ଚିିଯିବ। ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କ୍ଷମତା ଗ୍ରହଣ କରିବା ପରଠାରୁ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଟ୍ରମ୍ପଙ୍କ ଶୁଳ୍କ ସମ୍ପର୍କିତ ନୀତି ଯୋଗୁଁ ସାଧାରଣ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଏବେ ଯେତେବେଳେ ଆମେ ଏଥିରେ ବିଶ୍ୱସ୍ତରୀୟ ଅନିଶ୍ଚିତତାକୁ ଯୋଡିବା, ଏହା ସ୍ପଷ୍ଟ ହୋଇଯିବ ଯେ ସୁନା ମୂଲ୍ୟରେ ବୃଦ୍ଧି ଆଉ ଖୁବ୍‌ ଶୀଘ୍ର ଶେଷ ହେବ ନାହିଁ।
ଏକ ରିପୋର୍ଟରେ, କାମା ଜୁଏଲରୀର ଏମ୍‌ କଲିନ୍ ଶାହ କହିଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଧମକ ଅର୍ଥନୈତିକ ଅନିଶ୍ଚିତତାକୁ ଇନ୍ଧନ ଦେଇଛି। ଏଥିଯୋଗୁ ସୁନାର ଆକର୍ଷଣ ବଢ଼ୁଛି ଏବଂ ମୂଲ୍ୟ ମଧ୍ୟ ବୃଦ୍ଧି ହେଉଛି। ଭୂ-ରାଜନୈତିକ ଉତ୍ତେଜନା, ସମ୍ଭାବ୍ୟ ଆମେରିକାର ଶୁଳ୍କ ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ଚିନ୍ତା ସହିତ ନିବେଶକମାନେ ସୁରକ୍ଷିତ ନିବେଶ ମାଧ୍ୟମର ସନ୍ଧାନରେ ଥିବାରୁ ସୁନା ୨୦୨୫ରେ ନୂତନ ଉଚ୍ଚ ସ୍ତର ଛୁଇଁବାକୁ ଯାଉଛି।
ଅପରପକ୍ଷେ ଆମେରିକୀୟ ଡଲାରରେ ସୁନା ମଧ୍ୟ ୩୦୦୦ ଡଲାର ମାଇଲଖୁଣ୍ଟର ନିକଟତର ହେଉଛି। ବର୍ତ୍ତମାନ, ଗୋଟିଏ ଆଉନ୍ସ ସୁନା ପ୍ରାୟ ୨୮୫୮ଡଲାରରେ କାରବାର ହେଉଛି। ଏହା ପ୍ରତି ୧୦ ଗ୍ରାମ ପାଇଁ ପ୍ରାୟ ୧୦୨୭ ଡଲାର ପଡୁଛି। ଟ୍ରମ୍ପଙ୍କ ଶୁଳ୍କ ଲାଗୁ ସୁନା ମୂଲ୍ୟକୁ ପ୍ରଭାବିତ କରିବା ବ୍ୟତୀତ, ଆମେରିକୀୟ ଫେଡେରାଲ ରିଜର୍ଭର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ୧୦୦ ବିପିଏସ୍ ଅର୍ଥାତ୍ ୧% ହାର ହ୍ରାସ କରିବା ପରେ, ଆମେରିକା ଫେଡ୍ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ସୁଧହାରରେ ହ୍ରାସ ଖୁବ୍‌ ଶୀଘ୍ର ମଧ୍ୟ ହେବାକୁ ଯାଉନାହିଁ। ଯଦି ମୁଦ୍ରାସ୍ଫୀତି ବୃଦ୍ଧି ପାଏ, ତେବେ ଫେଡେରାଲ ରିଜର୍ଭ ସୁଧ୍ୟ ହାର ବୃଦ୍ଧି କରିପାରେ।
ନୂଆଦିଲ୍ଲୀ: ଚଳିତବର୍ଷ ସୁନା ଦର ଯେଉଁ ଗତିରେ ବୃଦ୍ଧି ପାଉଛି ନିକଟ ଭବିଷ୍ୟତରେ ସେଥିରେ ବ୍ରେକ୍‌ ଲାଗିବାର ସମ୍ଭାବନା କମ୍‌। ନୂଆଦିଲ୍ଲୀର ସ୍ପଟ୍ ଏବଂ ଫ୍ୟୁଚର ବଜାରରେ ସୁନା ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନାଦର। ଆଜି ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ଟଙ୍କା ରହିଛି। ଏଥିସହ ଆଜି ୨୪ କ୍ୟାରେଟ୍ ୮୭୦ ଓ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବୃଦ୍ଧି ପାଇଛି।
ଏପରି ପରିସ୍ଥିତିରେ, ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରିବା ସ୍ୱାଭାବିକ। ତଥାପି, ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ବର୍ତ୍ତମାନର ପରିସ୍ଥିତି ସମାନ ରୁହେ, ତେବେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ଲାଗୁ ଘୋଷଣା ସ ନା ବଜାରକୁ ଆହୁରି ମହଙ୍ଗା କରିଦେଇଛି। ଏହାର ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଅଧିକ ଦୁର୍ବଳ ହେବାକୁ ଯୋଗୁ ଦେଶକୁ ଆମଦାନୀ ମହଙ୍ଗା ହୋଇଛି। ଫଳସ୍ବରୂପ ସୁନା ମହଙ୍ଗା ହୋଇଛି। ଆହୁରିମଧ୍ୟ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟୁଥିବାବେଳେ ସାରା ବିଶ୍ବର ସେୟାର ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ଏହି କାରଣରୁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍‌ୟମ ଭାବେ ବିବେଚନା କରୁଛନ୍ତି। ଯାହା ଫଳରେ ସୁନା ଚାହିଦା ବଢ଼ିବା ଯୋଗୁ ମୂଲ୍ୟ ବୃଦ୍ଧି ହେଉଛି। ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ। ଚଳିତ ବର୍ଷ, ସୁନା ମୂଲ୍ୟ ରକେଟ୍ ପରି ବୃଦ୍ଧି ପାଉଛି।
ନୂଆଦିଲ୍ଲୀ:  ସମ୍ପ୍ରତି ଦେଶରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୮୦ ହଜାର ନିକଟତର ହୋଇ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚଛି। ସେହିପରି ରୁପା ଦର ୧ ଲକ୍ଷ ଟଙ୍କା ଉପରେ ରହିଛି।
ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଚମକିବାରେ ଲାଗିଛି। ସୁନା ଚାହିଦାରେ ବୃଦ୍ଧି ଯୋଗୁ ଦର ଦୈନିକ ବଢ଼ିବାରେ ଲାଗିଛି। ସୁନା ମୂଲ୍ୟରେ ଲଗାତାର ରେକର୍ଡ ସ୍ତରରେ ପହଞ୍ଚୁଛି। ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୨,୭୯୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୯,୪୧୦ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯,୬୪୦ ଟଙ୍କାରେ ପହଞ୍ଚି ୮୦ ହଜାର ସ୍ତର ଛୁଇଁବାକୁ ବସିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩ ହଜାର ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଆଜି ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ଘଟିଛି।
କୌତୂହଳର ବିଷୟ ହେଉଛି ଯେ, ମାତ୍ର କିଛି ଦିନ ମଧ୍ୟରେ ବଜାରରେ ସୁନା ମୂଲ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। ଅପରପକ୍ଷେ ରୁପା ମୂଲ୍ୟ କିଲୋ ପିଛା ୧ ଲକ୍ଷ ଟଙ୍କା ଛୁଇଁଛି। ଭୁବନେଶ୍ବରରେ ରୁପା କିଲୋ ପିଛା ୧,୦୦,୧୦୦ ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟ ରୁପା ମୂଲ୍ୟରେ ଆଉ ଏକ ବଡ଼ ରେକର୍ଡ। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ହୋଇପାରେ। ପାର୍ବଣରେ ସୁନା ଦରରେ ଏଭଳି ବୃଦ୍ଧି ଏବେ ଲୋକଙ୍କ ଚିନ୍ତା ବଢାଉଛି। କାରଣ ଆଗକୁ ବିବାହ ଋତୁ ରହିଛି। ଯଦି ଦର ଏଭଳି ଭାବେ ବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ବିବାହ ଖର୍ଚ୍ଚ ବଢିଯିବ। ଆଗକୁ ଦୀପାବଳୀ ଆସୁଥିବାବେଳେ ଅନେକ ଗ୍ରାହକ ସୁନା କିଣିବା ପାଇଁ ମନ ବଳାଇଥିବେ, କିନ୍ତୁ ସୁନାର ଏହି ଦର ଗ୍ରାହକଙ୍କ ମନରେ ସଙ୍କୋଚ ଆଣି ଦେଇଛି।