Cyclone Dana - The Sakala
ଭୁବନେଶ୍ବର: ବାତ୍ୟା ‘ଦାନା’ର କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଦେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧୬୩୭ ଗାଁ ପ୍ରଭାବିତ ହୋଇଥିଲେ। ୪୧ ଲକ୍ଷ ୪ ହାଜର ଲୋକ ପ୍ରଭାବିତ ହୋଇଥିଲେ । ୩,୬୨,୯୩୫.୩୭ ହେକ୍ଟର ଜମି ପ୍ରଭାବିତ ହୋଇଥିଲା। ଫସଲ ପ୍ରଭାବିତ ଅଞ୍ଚଳ ୧,୭୨,୩୫୬.୮୧ ହେକ୍ଟର ଜମି । ୮,୨୯୨.୮୨ ଲକ୍ଷ ଫସଲ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।
୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତି ପୂରଣ ଇନପୁଟ ସବସିଡି ଭିତରକୁ ଆସିବ । ୮୭୮୫୫.୪୭ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ୮୨ କୋଟି ୯୨ ଲକ୍ଷ ୮୨ ହାଜର ଟଙ୍କାର ଫସଲ ନଷ୍ଟ। ୧୬୪୧୭ ଘର ଆଂଶିକ ବା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି। ଏହି ସବୁ ବିଭାଗରେ ୫୧୨ କୋଟି ୨୬ ଲକ୍ଷ ୧୬ ହାଜର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୩ କୋଟି ୭୩ ଲକ୍ଷ ୭୬ ହାଜର ଟଙ୍କା ଖର୍ଚ୍ଚ ହୋଇଛି। ମୋଟ ୬୧୬ କୋଟି ୧୯ ଲକ୍ଷ ୩୦ ହାଜର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି। ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ।
ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ ବାତ୍ୟା କ୍ଷୟକ୍ଷତିର ହିସାବ, ଶକ୍ତି ବିଭାଗର ହୋଇଛି ଅଧିକ କ୍ଷତି: ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ବର: ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୪ ଜିଲ୍ଲା ପ୍ରଭାବିତ ହୋଇଛି। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିଲାୟ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ପ୍ରଥମ ରିପୋର୍ଟ। ଦ୍ଵିତୀୟ ହେଉଛି ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ। ପଞ୍ଚାୟତିରାଜ ସୁଦ୍ଧା ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ ଆସିବ। ସେମାନେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନାରେ କେନ୍ଦ୍ର ଅଛି। କେବେ ଆସିବ ଟିମ ସେ ନେଇ ଖୁବ ଶୀଘ୍ର ଜଣା ପଡିବ।
ତେବେ ବାତ୍ୟା ‘ଦାନା’ରେ ସବୁଠାରୁ ଅଧିକ ଶକ୍ତି ବିଭାଗର କ୍ଷତି ହୋଇଛି। ପ୍ରାଥମିକ ଆକଳନ ୬୦୦ କୋଟି ବୋଲି ଜଣା ପଡିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବ୍ୟାପକ କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଅଛି।  ଏଥିରୁ ୧୩୧ କ୍ଷତି ସହିଛନ୍ତି। ୧୧୬୩୭ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି। ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି। ୧୬୪୧୭ ଘର କ୍ଷତିଗ୍ରସ୍ତ ହୋଇଛି। ସମ୍ପୂର୍ଣ୍ଣ ନଷ୍ଟ କଚାଘର ସଂଖ୍ୟା ୨୭, ସେହିପରି ୧୪୬୮୦ ଆଂଶିକ ଭାବେ ଘର ଭାଙ୍ଗିଛି। ୪୦ ହଜାର ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ନଷ୍ଟ ହୋଇଛନ୍ତି। କେନ୍ଦ୍ରର ଅର୍ଥ ଆସିବା ପୂର୍ବରୁ ଫସଲ ଓ ଘର କ୍ଷତିପୂରଣ ପ୍ରଦାନ ଦିନେ ଦୁଇ ଭିତରେ ଆରମ୍ଭ ହେବ। ତା ପରେ ବିଭାଗୀୟ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ବାଲେଶ୍ୱର: ଭରା ସଭାରେ ସରକାରଙ୍କ ମୁଖା ଖୋଲିଲେ ନିଜ ଦଳର ବିଧାୟକ। ବାତ୍ୟା ‘ଦାନା’ରେ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶହଶହ ବିଜୁଳି ଖୁଣ୍ଟ ମାଟିରେ ଶୋଇଛି। ଏବେ ବି ଗଛ ପଡ଼ି ବହୁ ଗାଁକୁ ରାସ୍ତା ବନ୍ଦ, ଘର ଅନ୍ଧାର। କିନ୍ତୁ ଉଦ୍ଧାରକାରୀ ଦଳଙ୍କ ଦେଖାନାହିଁ। ନା କେହି ଗଛ କାଟିବାକୁ ଆସୁଛନ୍ତି ନା ଖୁଣ୍ଟ ସଜାଡ଼ିବାକୁ; ମରାମତି କାର୍ଯ୍ୟ ଦୂରର କଥା। ବାଲେଶ୍ବର ଡିଆର୍‌ଡିଓ ସମ୍ମିଳନୀ କକ୍ଷରେ ଆଜି ହୋଇଥିବା ବାତ୍ୟା ସମ୍ବନ୍ଧୀୟ କ୍ଷୟକ୍ଷତିର ସମୀକ୍ଷା ବୈଠକରେ ଏପରି ଅଭିଯୋଗ ଆଣି ସରକାରଙ୍କ ମୁଖା ଖୋଲିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ଫଳରେ ସଫଳ ବାତ୍ୟା ପରିଚାଳନାର ଡିଣ୍ଡିମ ପିଟୁଥିବା ସରକାରଙ୍କ ମୁଖା ଖୋଲିଯାଇଛି। ପ୍ରଚାର ଓ ବାସ୍ତବତା ଭିତରେ କେତେ ଭିନ୍ନ, ତାହା ପଦାକୁ ଆସିଛି।
ଅପରପକ୍ଷେ ଏହି ଘଟଣାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ] ଗୋଟିଏ ଛୋଟ ବାତ୍ୟାକୁ ଏ ଶିଶୁ ସରକାର ସଠିକ୍‌ ଭାବେ ମୁକାବିଲା କରିପାରିଲେ ନାହିଁ। ବିପର୍ଯ୍ୟୟ ମୁକାବିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମଡେଲ୍‌ ତିଆରି କରିଥିଲେ, ସେ ମଡେଲ୍‌ ଆଜି ଦେଶରେ ଶ୍ରେଷ୍ଠ ବିବେଚିତ ହେଉଛି ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରୁଛନ୍ତି। ଅଥଚ ସବୁ ପୁରୁଣା ବ୍ୟବସ୍ଥା ଥାଇ ମଧ୍ୟ ଏ ସରକାର ତାହାକୁ ଲାଗୁ କରିପାରିଲେ ନାହିଁ। ବର୍ତ୍ତମାନ ସେମାନେ ଡିଣ୍ଡିମ ପିଟୁଛନ୍ତି ଯେ ବାତ୍ୟାର ସଫଳ ମୁକାବିଲା କରିଛନ୍ତି।
ବିଧାୟକ ଶ୍ରୀ ଦାସ କହିଛନ୍ତି ଯେ ସରକାର କହୁଛନ୍ତି ବର୍ତ୍ତମାନ ସୁଦ୍ଧା ୯୬% କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଏବେ ବି ଶହ ଶହ ଗାଁରେ ଅନ୍ଧାର ରାଜୁତି କୁରଛି। ତେଣୁ ଏଇ ଯେଉଁ ମିଛ କଥା କହି ସରକାର ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି, ସେଥିରୁ କ୍ଷାନ୍ତ ରହିବା ଉଚିତ। ‌ଖୋଦ୍‌ ମୁଖ୍ୟମନ୍ତ୍ରୀ ଆଜି ବୈଠକ‌‌ରେ ଯେଉଁ ପ୍ରକାର ଅଭିଯୋଗ ଶୁଣିକି ଯାଇଛନ୍ତି, ସେଥିରୁ ସେ ନିଶ୍ଚୟ ଅନୁଭବ କରିପାରିଥିବେ ଯେ ପ୍ରଚାରଠାରୁ ବାସ୍ତବତା କେତେ ଭିନ୍ନ। କେତେ ମିଛ କୁହାଯାଉଛି।
କେବଳ ସେତିକି ନୁହେଁ, ବାତ୍ୟା ପୂର୍ବରୁ ସରକାର ଯେମିତି ଏକ ଉତ୍ସବ ପାଳନ କଲେ। ମନ୍ତ୍ରୀମାନେ ବାଲେଶ୍ବର ଗସ୍ତରେ ଆସିଲେ ଏବଂ ତାକୁ ରାଜନୀତୀକରଣ କଲେ। ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ୱର ଆସିଥିଲେ ଏବଂ ସ୍ଥିତି ସମୀକ୍ଷା ମଧ୍ୟ କଲେ। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବୁଲିଲେ। କିନ୍ତୁ ଭୋଗରାଇ ନିର୍ବାଚନମଣ୍ଡଳୀକୁ ବୁଲିବାକୁ ଯାଇଥିବା ବେଳେ ସେଠାକାର ନିର୍ବାଚିତ ବିଧାୟକଙ୍କୁ ଖବର ଦେଲେ ନାହିଁ। ସେଠାରେ ତାଙ୍କର ବିଜେପିର କିଛି ନେତାମାନଙ୍କୁ ଧରି ବୁଲିଲେ। ବିଜେପିର ବିଧାୟକମାନେ ସେଠାରେ ବୁଲିଲେ। ଏହା କ’ଣ ଗୋଟେ ଦଳୀୟ କାର୍ଯ୍ୟକ୍ରମ ଥିଲା କି ବୋଲି ଭୋଗରାଇ ବିଧାୟକ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।
‌‌ସେହିପରି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ନିଜେ ରିଲିଫ୍‌ କୋଡ୍‌ର ନିୟମ ଜାଣିନାହାନ୍ତି। ତଳସ୍ତରରେ କାର୍ଯ୍ୟ କରୁଥିବା ଲୋକପ୍ରତିନିଧି ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, କାଉନସିଲରମାନେ ଦିନରାତି ପରିଶ୍ରମ କରି ବାତ୍ୟାର ମୁକାବିଲା କଲେ। ସେମାନେ ହେଉଛନ୍ତି ଅସଲ ନାୟକ। ଅଥଚ ସେମାନଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଗଲା। ସାଂସଦ ଲୋକଙ୍କୁ ଭୁଲ ତଥ୍ୟ ଦେଇ କହିଲେ ଯେ ଫ୍ରି-କିଚେନ୍‌ ପାଇଁ ସରକାର ମିଲ୍ ପିଛା ୧୦୦ ଟଙ୍କା ଦେଉଛନ୍ତି। ବାତ୍ୟା ପରିଚାଳନା ପାଇଁ ଦିଆଯାଉଥିବା ଏହି ଟଙ୍କାକୁ ସେମାନେ ଆତ୍ମସାତ୍‌ କରୁଛନ୍ତି। ତେଣୁ ଏ ପ୍ରକାର ମିଛରୁ କ୍ଷାନ୍ତ ରହିବା ଦରକାର ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି।
ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା; ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ, ପାଣିରେ ବୁଡ଼ିରହିଛି ହଜାର ହଜାର ହେକ୍ଟର ଚାଷ ଜମି
ବାଲେଶ୍ୱର/ବାରିପଦା/ ଭଦ୍ରକ: ଉତ୍ତର ଓଡ଼ିଶାର ୩ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବାତ୍ୟା ‘ଦାନା’ର ପ୍ରଭାବ ଏତେଟା ଘାତକ ହୋଇ ନଥିଲେ ହେଁ ବାତ୍ୟା ପରବର୍ତ୍ତୀ ବର୍ଷା ଦୁର୍ଦ୍ଦଶା ବଢ଼ାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଥିବା ବେଳେ ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଲୋକମାନଙ୍କ ପାଖରେ ଆବଶ୍ୟକ ରିଲିଫ ପହଞ୍ଚି ନ ଥିବା ଅଭିଯୋଗ କରି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପବନ ଯୋଗୁଁ କ୍ଷତିଗ୍ରସ୍ତ ଅନେକ ଗାଁରେ ଏବେ ବି ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରିନାହିଁ। ରାସ୍ତା ଉପରେ ଭାଙ୍ଗିପଡ଼ିଥିବା ଗଛ ଓ ଡାଳ ସଫା ହୋଇ ନ ଥିବାରୁ ଅନେକ ଗାଁ ଭିତରକୁ ପଶିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ଉପନଦୀଗୁଡ଼ିକ ଫୁଲିବାକୁ ଲାଗିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବୁଢ଼ାବଳଙ୍ଗ ସମେତ ଗଙ୍ଗାହାର, ସୋନ, ନାଲୁଆ, କାଂଶବାଂଶ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଶୁକ୍ରବାର ଶିମିଳିପାଳରେ ବାଦଲଫଟା ବର୍ଷା ହୋଇଥିବାରୁ ବୁଢ଼ାବଳଙ୍ଗ ଫୁଲିବାରେ ଲାଗିଛି। ରିପୋର୍ଟ ଅନୁସାରେ, ବାରିପଦା ଅସ୍ତିଆ ପୋଲରେ ବୁଢ଼ାବଳଙ୍ଗ ନଦୀର ସତର୍କ ସଙ୍କେତ ୨୯.୭୦ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ବେଳକୁ ୨୬.୮୬ ମିଟରରେ ପାଣି ପ୍ରବାହିତ ହେଉଥିଲା। ଏହାର ପ୍ରଭାବ ବାଲେଶ୍ବର ଜିଲ୍ଲା ଉପରେ ମଧ୍ୟ ପଡ଼ିଛି। ଶୁକ୍ରବାର ରାତିଠାରୁ ଆଜି ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବାଲେଶ୍ବରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ବହୁ ଗାଁ ଜଳବନ୍ଦି ହୋଇଯାଇଛି। ବାଲେଶ୍ବର ସଦର ବ୍ଲକ୍‌ର ୬ଟି ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ଗାଁଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ବୋଟ୍‌ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ଗଙ୍ଗାହାର ନଦୀରେ ବନ୍ୟା ହେବାରୁ ଗୋପବନ୍ଧୁନଗର ଓ ବଡ଼ସାହି ବ୍ଲକର ଅନୁରୂପ ନଦୀ ସଂଲଗ୍ନ ଗ୍ରାମ ଓ ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବଡ଼ସାହି-କୁଆମରା ରାସ୍ତାର ଖଡିକାପଦା ଓ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ନିକଟ ବିତନୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଣତ୍ରୀର ପ୍ରସିଦ୍ଧ କଖାରୁଆ ବୈଦନାଥ ଶୈବପୀଠରେ ଜ୍ୟୋତିର୍ଲିଙ୍ଗ ବୁଡ଼ିଯାଇଛି।
ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ, ଧାମନଗର, ଚାନ୍ଦବାଲି ଆଦି ବ୍ଲକ୍‌‌ରେ ବହୁ ଲୋକ ପାଣିଘେରରେ ରହିଛନ୍ତି। ସହରାଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବା ସହରତଳି ଓ ଗ୍ରାମାଞ୍ଚଳରେ ସ୍ଥିତି ସଂଗିନ୍‌ ହୋଇପଡ଼ିଛି। ଭଦ୍ରକ ଓ ଧାମନଗର ସହର ଓ ଗ୍ରାମାଞ୍ଚଳର ବହୁ ତଳିଆ ଅଞ୍ଚଳବାସୀ ଜଳବନ୍ଦି ହୋଇରହିଛନ୍ତି। ଚାନ୍ଦବାଲି ବ୍ଲକ ଓ ଏନ୍‌ଏସି ଅଞ୍ଚଳ(ଧାମରା ଅଞ୍ଚଳର ୮ପଞ୍ଚାୟତ ସହ) ମୋଟ ୩୯ପଞ୍ଚାୟତ, ବାସୁବେଦପୁର ବ୍ଲକର ୩୬ ପଞ୍ଚାୟତ ସହ ପୌରପାଳିକାର ୨୩ ୱାର୍ଡ ପ୍ରଭାବିତ ହୋଇଛି। ଅପରପକ୍ଷେ ବାତ୍ୟା ଜନିତ ବର୍ଷା ପବନ ଯୋଗୁଁ ୩ଜିଲ୍ଲାର ବହୁ ଗାଁ ଓ ହଜାର ହଜାର ହେକ୍ଟର୍‌ ଜମି ପାଣି ଘେରରେ ରହିଛି। ଚାଷ ଜମିରେ ଧାନଗଛଗୁଡ଼ିକ ଲୋଟି ପଡ଼ିଛି। ବର୍ତ୍ତମାନ ଧାନର ଗର୍ଭଧାରଣ ସମୟ ହୋଇଥିବା ବେଳେ ଦାନା ସେସବୁକୁ ଉଜାଡ଼ି ଦେଇଛି। ତେବେ ଜମିରୁ ଶୀଘ୍ର ପାଣି ନ ଛାଡ଼ିଲେ, ପୂରା ଫସଲ ଉଜୁଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏପରି ହେଲେ ଚାଷୀର ବର୍ଷଯାକର ପରିଶ୍ରମ ବର୍ଷାଜଳରେ ଧୋଇଯିବ। ସେହିପରି ପନିପରିବା ଚାଷ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।
ବାତ୍ୟା ଯୋଗୁଁ ୩ ଜିଲ୍ଲାରେ ହଜାର ହଜାର ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ବର୍ଷା ଯୋଗୁଁ ବହୁ କଚ୍ଚାଘର ପାଣିରେ ବତୁରି ଯାଇଛି। ଗମନାଗମନ ଓ ବିଜୁଳି ସେବା ସ୍ବାଭାବିକ ପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ପୁଲିସ୍‌ ପକ୍ଷରୁ ଜୋରସୋରରେ ପ୍ରୟାସ ଚାଲିଥିଲେ ହେଁ ଏବେ ବି ବହୁ ଅଞ୍ଚଳରୁ ଗଛ ଉଠିପାରିନାହିଁ। ସେହିପରି ବହୁ ଗାଁ ଏବେ ବି ଅନ୍ଧାରରେ ରହିଛି। ବହୁ ସଂଖ୍ୟା ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ଆହୁରି ସମୟ ଲାଗିବ ବୋଲି କୁହାଯାଉଛି।
ଅନେକ ଅଞ୍ଚଳରେ ଏବେ ବି ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ । ପାଣିପାଗ ବିଭାଗର ଏ ଆକଳନ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତ କରିଥିଲେ ହେଁ ଆସନ୍ନ ବନ୍ୟା ପରିସ୍ଥିତି, ଘର ଭାଙ୍ଗିଯିବା ଓ ଚାଷଜନିତ କ୍ଷୟକ୍ଷତି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।
ଭୁବନେଶ୍ୱର: ଆସିଲା ବାତ୍ୟାଜନିତ କୃଷି କ୍ଷୟକ୍ଷତିର ରିପୋର୍ଟ । କୃଷି ଭବନରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜକନିକା, ଆଳି, ମହlକlଳପଡ଼ା କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି । ବୈଠକରେ କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ,SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାଁହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ SRC ଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଗତକାଲି 90 % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ 10 % ରହିଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ ।KV Si
ବାତ୍ୟା ଦାନା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଆଜି ଅପରାହ୍ନ ସୁଦ୍ଧା ପ୍ରଭାବିତ ଜିଲ୍ଲାରେ ସ୍ବାଭାବିକ ହେବ ବିଦ୍ୟୁତ୍ ସେବା
ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍‌ଆର୍‌ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରାୟ ୧.୭୫ଲକ୍ଷ ଏକର ଚାଷଜମିରେ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ବାସଗୃହ ମଧ୍ୟ ନଷ୍ଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରାକ୍‌ ଆକଳନରୁ ସୂଚନା ମିଳିଛି। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ଓ ସରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି ତା’ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଶନିବାର ପାଗ ଭଲ ରହେ, ତେବେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ଦାନା’ ଯୋଗୁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି। ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟା ଏବେ ଦୁର୍ବଳ ହୋଇଥଲେ ମଧ୍ୟ ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି। ତେଣୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ତେବେ ଗତକାଲି ଅପରାହ୍ନ ସୁଦ୍ଧା ଗଛ କଟାଯାଇ ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ସେହିପରି ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଶନିବାର ସୁଦ୍ଧା ଏହି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ରାତି ୯ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବିଦ୍ୟୁତଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟ ସହ ବାତ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି ବୋଲି କହିବା ସହ ସରକାରଙ୍କ “ଶୂନ୍ୟ ଜୀବନ ହାନୀ’ ଲକ୍ଷ୍ୟ ହାସଲ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ବାତ୍ୟା “ଦାନା’ ସମୟରେ ରାଜ୍ୟରେ ବିଭିନ୍ନ ମେଡିକାଲରେ ୨୨୦୦ ଶିଶୁ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ମା’ ଯାଅାଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ସମସ୍ତ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ବି ବାତ୍ୟା ପ୍ରଭାବିତ ଅଂଚଳରେ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ସହାୟତା ପାଇଁ ମୁତୟନ ଅଛନ୍ତି। ସବୁ ବିଭାଗର ସମନ୍ୱ୍ୱୟ, ରାଜ୍ୟ ଓ ଜିଲ୍ଲାସ୍ତରର ଅଫିସ ମଧ୍ୟରେ ଉତ୍ତମ ତାଳମେଳ ଓ ଟିମ୍‌ ୱାର୍କ ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ଏସ୍‌ଆରସି କାର୍ଯ୍ୟାଳୟ ଯାଇ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ସ୍ଥିତି ବୁଝିଥିଲେ। ଏହି ସମୟରେ ସେ ସମସ୍ତ ସହଯୋଗ ପାଇଁ ସରକାରୀ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ; ୭ଦିନ ପାଇଁ ବିପନ୍ନଙ୍କୁ ରିଲିଫ ଦେବାକୁ କହିଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୭ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବାତ୍ୟା ବିପନ୍ନମାନଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ପ୍ରମିଳା।
ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।
ବାତ୍ୟାରେ ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର, ୭ ଦିନ ଭିତରେ ହେବ କ୍ଷୟକ୍ଷତିର ଆକଳନ: ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ବର: ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା ।
ବାତ୍ୟାପରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ଏହା ମୋ ପାଇଁ ନିଆରା ଅନୁଭୂତି। ସମସ୍ତଙ୍କ ସହ ବୈଠକ କରିଛି। ଚେହେରା ଚାପ ମୁକ୍ତ ହୋଇଛି। ଓଡ଼ିଶାବାସୀଙ୍କ ବିଜୟ ହେଲା। ବିରୋଧୀ ଦଳ ଭାବରେ ଓଡ଼ିଶା ପୁଲିସର ଚେହେରା ଦେଖିଥିଲି ଏବେ ପୁଲିସ ପ୍ରତି ସମ୍ବେଦନଶୀଳ ଆସିଲା । ଗୋଟେ ମଣିଷ ପ୍ରେମୀ ଚେହେରା ଦେଖିଲି।
ରାସ୍ତା ସଫା ସରିଲାଣି। ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି। ଟେଲିକମ ର କୌଣସି ଅଭିଯୋଗ ଆସିନାହିଁ। କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗ୍ୟ ବିଦ୍ୟୁତ ବ୍ୟାଘାତସେବା ହେଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ। ୧୬ ସହ ମାଆ ମାନେ ପ୍ରସବ କରିଛନ୍ତି। ୧୩ ଜଣ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି। ଏବେ ମଧ୍ୟ ଖାଲୁଆ ଜାଗାରେ ପାଣି କାଟିନି ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ ରନ୍ଧା ଖାଦ୍ୟ ଦିଆଯିବ। ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ।
ଆଶା ଦିଦି ଶ୍ରାବଣୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜସ୍ବ ମନ୍ତ୍ରୀ। ଗୋ ସମ୍ପଦକୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମନ୍ତ୍ରୀ। ସୁରେଶ ପୂଜାରୀ ଦାନାର ଅର୍ଥ ଦୟା॥ ବାତ୍ୟା ଓଡ଼ିଶା ପ୍ରତି ସମ୍ବେଦନଶୀଳ ଥିଲା। ଅତୀତରେ ସଫଳତା ପାଇଛୁ । ଆସନ୍ତକାଲି କ୍ଷେତ୍ର ପରିଦର୍ଶନ କରାଯିବ। ୨୬ ତାରିଖରେ ଫିଲ୍ଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯି॥ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି।
ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଆଶାକର୍ମୀ ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି।
ଏହି ଖବର ପ୍ରସାରଣ ହେବା ପରେ ଉକ୍ତ ଆଶାକର୍ମୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛ। ଏହି ଘଟଣାଟି ଘଟିଛି  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମରେ। ଆଉ ବୃଦ୍ଧାକୁ ବୋହି ଆଣୁଥିବା ସେ ଆଶାଭଉଣୀ ହେଉଛନ୍ତି ଶିବାନୀ ମଣ୍ଡଳ।
ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏହି କାମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସୋସିଆଲ ମିଡିଆ ‘ଏକ୍ସ’ ରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,  ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।
ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି
ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା। #CycloneDana #OdishaBravesDana pic.twitter.com/AUjkNsrdIE
— Mohan Charan Majhi (@MohanMOdisha) October 24, 2024
କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ ବୋଲି ଉପମୁଖ୍ୟନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମର ଆଶାଭଉଣୀ ଶିବାନୀ ମଣ୍ଡଳ କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ। #OdishaBravesDana pic.twitter.com/dZhvNlTYxh
— Pravati Parida (@PravatiPOdisha) October 24, 2024
ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା । ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା। ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି । ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ ୨ ଟି ଆଣ୍ଟି -ସ୍ଲାଇକ୍ଲୋନ ରହିଥିଲା ସେଥିପାଇଁ ବାତ୍ୟା ଦାନା ଲାଣ୍ଡଫଲ କରିବାରେ ବିଳମ୍ଭ ହୋଇଥିଲା। ଆଜି ପାଇଁ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତ କାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ରେକର୍ଡ ହୋଇଛି ବର୍ଷାର ପରିମାଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ସର୍ବାଧିକ ୧୫୬ମିମି ରେକର୍ଡ କରାଯାଇଛି। ସେହିପରି ମାର୍ଶାଘାଇ- ୧୧୦ମିମି ଓ ରାଜନଗରରେ ୧୦୦ ମିମି ରେକର୍ଡ ହୋଇଛି।
ଭଦ୍ରକ ଜିଲ୍ଲା: ବାସୁଦେବପୁର- ୧୧୦ମିମି, ଚାନ୍ଦବାଲି- ୧୦୫ମିମି ଓ ଭଦ୍ରକ- ୭୦ମିମି
ବାଲେଶ୍ୱର ଜିଲ୍ଲା: ଓଉପଡା- ୧୦୯ ମିମି ଓ ବାଲେଶ୍ୱରରେ- ୭୪ମିମି ରେକର୍ଡ କରାଯାଇଛି।
ଭୁବନେଶ୍ୱର: ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା । ବାତ୍ୟାର ପଛଭାଗ ଅତିକ୍ରମ କରିବାକୁ କିଛି ଘଣ୍ଟା ସମୟ ଲାଗି ଯାଇଥିଲା । ଆଗମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତଳର ରୂପ ନେବ।