Election Date Announcement - The Sakala

ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ। ଆଜି ଅପରାହ୍ନ ୩.୩୦ରେ ରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ। ନିର୍ବାଚନ କେତେ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ କେମିତି ଏହାର ପ୍ରସ୍ତୁତି ଚାଲିଛି ଏ ନେଇ ସୂଚନା ଦେବେ ନିର୍ବାଚନ କମିଶନ। ତେବେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟାକାଳ ୨୬ ନଭେମ୍ବରରେ ଶେଷ ହେଉଥିବା ବେଳେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟାକାଳ ଆସନ୍ତା ବର୍ଷ ଜାନୁୟାରୀ ୫ ରେ ଶେଷ ହେବ।

ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ନିର୍ବାଚନ ସହ ଜଡିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିଛି ସମୟ ପୂର୍ବରୁ ନିର୍ବାଚନ ଆୟୋଗ ଦଳ ଉଭୟ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିଥିଲେ।