BMC sealed - The Sakala

ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କଲା ବିଏମସି
ଭୁବନେଶ୍ୱର: କାୟା ବିସ୍ତାର କରିବାରେ ଲାଗିଛି କରୋନା । ଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥି ଡିସିପି ଅଫିସରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକାଧିକ ପଜିଟିଭ ଚିହ୍ନଟ ପରେ ଡିସିପି ଅଫିସ ସିଲ୍‌ କରିଛି  ବିଏମ୍‌ସି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍‌ କରିଛି ବିଏମ୍‌ସି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର।

କୋଭିଡ୍ ପଜିଟିଭ୍ ଚିହ୍ନଟଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଛି । କୌଣସି କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଲେ ବିଏମସିକୁ ଜଣାଇବ ଡିସିପି ଅଫିସ୍ । କୌଣସି ଜରୁରୀ ପରିସ୍ଥିତିରେ ବିଏମସିର କଣ୍ଟ୍ରୋଲ ରୁମ ନମ୍ବର ୭୮୪୭୮୭୩୦୪୦ କିମ୍ବା ୧୯୨୯ରେ ଯୋଗାଯୋଗ କରିବାକୁ ହେବ ।

ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନି। ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ସେମାନଙ୍କୁ କାର୍ଯ୍ଯାଳୟ ଭିତରେ ହିଁ ରହିବାକୁ କୁହାଯାଇଛି।

ୟୁନିଟ-୧ ଭିତର ହାଟକୁ ସିଲ୍ କଲା ବିଏମସି, ଜୁଲାଇ ୧ ଯାଏଁ ଉଭୟ ହୋଲସେଲ୍ ଓ ଖୁଚୁରା ବ୍ୟବସାୟ ବନ୍ଦ
ଭୁବନେଶ୍ୱର: ରାଜଧାନୀର ୟୁନିଟ-୧ ଭିତର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୟୁନିଟ-୧ ଭିତର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ଉଭୟ ସମସ୍ତ ହୋଲସେଲ୍ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ-୧ ଭିତର ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ ସିଲ୍
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡରେ ଥିବା ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ। ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

କରୋନା ସଂକ୍ରମିତ ମାନେ ନିଜ ନିଜ ବାସଭବନରେ ଆଇସୋଲେସନରେ ରହିପାରିବେ। ଯଦି କେହି ସଂକ୍ରମିତଙ୍କୁ ମେଡିକାଲ୍ ଚିକିତ୍ସା ଆବଶ୍ୟକ ପଡେ, ତାହେଲେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସିକୁ ଜଣାଇବେ । ଆବଶ୍ୟକ ସ୍ଥଳେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସି କଣ୍ଟ୍ରୋଲ୍ ରୁମ୍ (୭୮୪୭୮୭୩୦୪୦) କିମ୍ବା ୧୯୨୯ରେ ଯୋଗାଯୋଗ କରିପାରିବେ ।

ତେବେ ଅନଲାଇନରେ କୋର୍ଟ ଚାଲିବା ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି ।