Venus orbiter mission - The Sakala

୨୦୨୮ ମାର୍ଚ୍ଚରେ ଭାରତର ଶୁକ୍ର ଅଭିଯାନ: ଇସ୍ରୋ
ନୂଆଦିଲ୍ଲୀ: ଭାରତର ଶୁକ୍ର ଅଭିଯାନ ପାଇଁ ତାରିଖ ଘୋଷଣା କରିଛି ଇସ୍ରୋ। ଏହି ଅଭିଯାନ ପାଇଁ ‘ଶୁକ୍ର ଅର୍ବିଟର୍ ମିଶନ୍’ ଘୋଷଣା କରାଯିବା ସହିତ ଏହା ୨୮ ମାର୍ଚ୍ଚ ୨୦୨୮ରେ ଆରମ୍ଭ ହେବ ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଭୂମି ଏବଂ ସୂର୍ଯ୍ୟଙ୍କ ସହିତ ଘଟୁଥିବା ପ୍ରକ୍ରିୟାଗୁଡ଼ିକୁ ଅଧ୍ୟୟନ କରିବାକୁ ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ମିଶନ ପାଇଁ ୧୨୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ୧୯ଟି ପେ-ଲୋଡ୍ ରହିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଦୁଇଟି ପେଲୋଡ୍‌ ସହିତ ଅନ୍ତର୍ଜାତୀୟ ସଂସ୍ଥା ସହଯୋଗରେ ବିକଶିତ ବୈଜ୍ଞାନିକ ଉପକରଣ ଏବଂ ପେ-ଲୋଡ୍ ରହିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଭିଯାନରେ ଶୁକ୍ର ଗ୍ରହ ବାୟୁମଣ୍ଡଳର ଧୂଳିକଣା ପରୀକ୍ଷଣ ଠାରୁ ଆରମ୍ଭ କରି ଉଚ୍ଚ ରିଜୋଲ୍ୟୁସନରେ ଏହାର ପୃଷ୍ଠକୁ ମ୍ୟାପିଂ କରିବା, ଶୁକ୍ର ନିକଟରେ ଥିବା ସୌର ଏକ୍ସ-ରେ ସ୍ପେକ୍ଟ୍ରମ, ଗ୍ରହର ବାୟୁସ୍ତର ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ଅନୁସନ୍ଧାନ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଶୁକ୍ର ଗ୍ରହର ବାୟୁମଣ୍ଡଳରେ ଏରୋବ୍ରାକିଂ ଏବଂ ଥର୍ମାଲ୍ ମ୍ୟାନେଜମେଣ୍ଟ ଟେକ୍ନୋଲୋଜିର ମଧ୍ୟ ପରୀକ୍ଷଣ କରାଯିବ ବୋଲି କୁହାଯାଇଛି।