Cyclone Asna - The Sakala
ନୂଆଦିଲ୍ଲୀ: ଆରବସାଗରରେ ବଳ ଗୋଟାଉଛି ବାତ୍ୟା ଆସନା । ଗୁଜରାଟର କଚ୍ଛ ତଟ, ପାର୍ଶ୍ବବର୍ତ୍ତୀ ପାକିସ୍ତାନ ଓ ଉତ୍ତର ପୂର୍ବ ଆରବସାଗରରେ ଗଭୀର ଅବପାତ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବହୁଛି ପବନ। ଝଟକା ପବନର ବେଗ ୭୫ କିଲୋମିଟର ରହୁଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବାତ୍ୟା ଆସନା ଏବେ ପାକିସ୍ତାନ କରାଚି ଠାରୁ ୧୭୫ କିଲୋମିଟର ଏବଂ ଗୁଜରାଟ ନାଲିଆ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଉପକୂଳରୁ ଧୀରେ ଧୀରେ ଦୂରେଇ ଯିବ । ଆଜି ରାତି ଠାରୁ ପବନର ହ୍ରାସ ପାଇବ । ତେବେ ବାତ୍ୟାର ସର୍ବାଧିକ ପବନର ବେଗ ୮୫ କିଲୋମିଟର ରହିବ । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଧନଜୀବନ ହାନି ରୋକିବା ଉପରେ ରହିଛି ଫୋକସ। ସୌରାଷ୍ଟ୍ର ଓ କଛ ଉପକୂଳ ପାଇଁ ବାତ୍ୟା ସତର୍କତା ରହିଛି। ଆଜି ପ୍ରବଳ ବର୍ଷା ବପନ ହେବ। ରେସକ୍ୟୁ କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫକୁ ସଜାଗ ରଖାଯାଇଛି। ଲଗାଣ ବର୍ଷାରେ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ବିତ୍ପାତ ରଚିଛି ।  ବାତ୍ୟା ସମୟରେ ପ୍ରବଳରେ ବର୍ଷା ନେଇ ଜାମନଗର, ପୋରବନ୍ଦର ଓ ଦ୍ବାରକା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।