cycle - The Sakala

ସାଇକଲ୍‌ରେ ଅଫିସ୍‌ ଗଲେ ମିଳୁଛି ଅଧିକ ବେତନ
ନେଦରଲ୍ୟାଣ୍ଡ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅଫିସ୍‌ ଯିବା ପାଇଁ ସାଧାରଣତଃ କାର୍ କିମ୍ବା ବାଇକ୍‌ର ବ୍ୟବହାର କରିଥାନ୍ତି। ସାଇକଲ୍ କଥା ଲୋକେ ପ୍ରାୟତଃ ପାସୋରି ଦେଲେଣି। କିନ୍ତୁ ବିଶ୍ବରେ ଏମିତି ଗୋଟିଏ ଦେଶ ଅଛି, ଯେଉଁଠି ସାଇକଲ୍‌ରେ ଅଫିସ୍ ଯାଉଥÒବା କର୍ମଚାରୀଙ୍କୁ ଅଧÒକ ବେତନ ମିଳିଥାଏ। ସେହି ଦେଶଟିର ନାଁ ହେଉଛି ନେଦରଲ୍ୟାଣ୍ଡ। ସାଇକଲ୍‌ ପ୍ରତି ଲୋକମାନଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରାଯାଇଛି। ତେଣୁ ଏହାର ଜନସଂଖ୍ୟାଠାରୁ ସାଇକଲ୍‌ ସଂଖ୍ୟା ଅଧÒକ। ସାଇକଲ୍‌ରେ ଆସୁଥÒବା କର୍ମଚାରୀଙ୍କୁ କିଲୋମିଟର ପ୍ରତି ୦.୨୨ ଡଲାର୍ ଅର୍ଥାତ୍ ୧୬ ଟଙ୍କା ମିଳୁଛି। ଏଠାରେ ଇକଲ୍‌ରେ ଅଫିସ୍ ଯିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ନେଦରଲ୍ୟାଣ୍ଡ୍‌ ଭଳି ୟୁରୋପର କେତେକ ଦେଶରେ ମଧ୍ୟ ‘ସାଇକେଲ୍‌ ଟୁ ୱାର୍କ ସ୍କିମ୍’ ନିୟମ ଲାଗୁ କରାଯାଇଛି। ଇଂଲଣ୍ଡ ଓ ବେଲଜିୟମ୍‌ରେ ମଧ୍ୟ ଅଧÒକ ସଂଖ୍ୟାରେ ସାଇକଲ୍‌ ଦେଖÒବାକୁ ମିଳୁଛି। ଏହି ସ୍ଥାନଗୁଡ଼ିକରେ ସାଇକଲ୍‌ କିଣିବା ପାଇଁ ଅଧÒକ ରିହାତି ମଧ୍ୟ ମିଳିଥାଏ। ସାଇକଲ୍ ଚଲାଇବା ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ମଧ୍ୟ ପ୍ରସ୍ତୁତ କରାଯାଇଛି। ସାଇକଲ ଚାଳନା ନିୟମକୁ ଏହି ଦେଶଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବାର ଉଦ୍ଦେଶ୍ୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କମ୍ ନିର୍ଭରଶୀଳ ହେବାକୁ ପଡ଼ିବ ଏବଂ ଏହା ଦେଶର ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବ।