Master blaster Sachin Tendulkar - The Sakala

ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସଚିନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ମାର୍ଚ୍ଚ ୨୭ ତାରିଖରେ ସଚିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସଚିନ୍ ଟ୍ବିଟ କରି ସୂଚନା ଦେଇଛନ୍ତି।

Thank you for your wishes and prayers. As a matter of abundant precaution under medical advice, I have been hospitalised. I hope to be back home in a few days. Take care and stay safe everyone.

Wishing all Indians & my teammates on the 10th anniversary of our World Cup 🇮🇳 win.

— Sachin Tendulkar (@sachin_rt) April 2, 2021

ସେ ଟ୍ବିଟ ରେ ଲେଖିଛନ୍ତି ଯେ, ମୁଁ ଖୁବଶୀଘ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବି । ତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା ଫ୍ୟାନମାନଙ୍କୁ ସଚିନ୍ ଧନ୍ୟବାଦ ଜଣାଇଛନ୍ତି।