Krrish 4 - The Sakala
ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ
ବଲିଉଡର ଫିଟନେସ୍ ଆଇକନ୍ ତଥା ସୁପରଷ୍ଟାର ହ୍ରିତିକ ରୋଶନ ବର୍ତ୍ତମାନ ଏକ ଭିନ୍ନ ଧରଣର ଭୂମିକା ଖୋଜୁଛନ୍ତି। ନିକଟରେ ସେ ନିଜର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ନିଜ ମନର କଥା ପ୍ରକାଶ କରିଛନ୍ତି। ପ୍ୟାରିସର ଆଇଫେଲ୍ ଟାୱାର ସାମ୍ନାରେ ଉଠାଇଥିବା ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ତାଙ୍କୁ କେବଳ 'ଭଲ ପିଲା' ବା 'ଗୁଡ୍ ବୟ' ଚରିତ୍ର ଅଫର୍ କରାଯାଉଛି। କିନ୍ତୁ ସେ ବର୍ତ୍ତମାନ କିଛି ନକାରାତ୍ମକ ବା ଗ୍ରେ-ସେଡ୍ ଥିବା ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଖୋଜୁଛନ୍ତି 'ଜାଫର' ଭଳି ଚରିତ୍ର
ହ୍ରିତିକ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, "ମୋତେ ପଚରାଯାଇଥିଲା ମୁଁ କିପରି ଭୂମିକା ଖୋଜୁଛି ଏବଂ ମୁଁ ଯେତେବେଳେ ଉତ୍ତର ଦେଲି ନିଜେ ଆଶ୍ଚର୍ଯ୍ୟ ହୋଇଗଲି। ଆପଣମାନଙ୍କର ମନେ ଅଛି କି ଫିଲ୍ମ 'ଲକ୍ ବାଇ ଚାନ୍ସ' (Luck By Chance) ର ସେହି ଅହଂକାରୀ ଷ୍ଟାର୍ ଜାଫର୍ (Zafar) ଚରିତ୍ର? ମୁଁ ସେହିଭଳି କିଛି ଚରିତ୍ର ଖୋଜୁଛି।" ହ୍ରିତିକ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ସେହିଭଳି କୌଣସି ଚରିତ୍ର ମିଳେ ତେବେ ସେ ତୁରନ୍ତ ରାଜି ହୋଇଯିବେ। କିନ୍ତୁ ନିର୍ଦ୍ଦେଶକମାନେ ତାଙ୍କୁ କେବଳ ଭଲ ଚରିତ୍ରରେ ଦେଖିବାକୁ ଚାହୁଁଛନ୍ତି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।
View this post on Instagram
A post shared by Hrithik Roshan (@hrithikroshan)
ସିଦ୍ଧାର୍ଥ ଆନନ୍ଦଙ୍କ ପ୍ରତିକ୍ରିୟା
ହ୍ରିତିକଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଏଥିରେ ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ପ୍ରତିକ୍ରିୟା ଦେଇଛନ୍ତି। ତେବେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ବଲିଉଡ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ କମେଣ୍ଟ। ସିଦ୍ଧାର୍ଥ ଏହି ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, "ଆସ ତେବେ (Come on then)।" ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ଏବଂ ହ୍ରିତିକ ପୂର୍ବରୁ 'ବ୍ୟାଙ୍ଗ ବ୍ୟାଙ୍ଗ', 'ୱାର୍' ଏବଂ 'ଫାଇଟର୍' ଭଳି ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଛନ୍ତି। ସିଦ୍ଧାର୍ଥଙ୍କ ଏହି କମେଣ୍ଟ ପରେ ଉଭୟ ପୁଣିଥରେ ଏକ ନୂଆ ପ୍ରୋଜେକ୍ଟ ପାଇଁ ହାତ ମିଳାଇପାରନ୍ତି ବୋଲି ବଲିଉଡରେ ଚର୍ଚ୍ଚା ଜୋର୍ ଧରିଛି।
ଆଗାମୀ ପ୍ରୋଜେକ୍ଟ
ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ହ୍ରିତିକ ରୋଶନଙ୍କୁ ଶେଷଥର ପାଇଁ 'ୱାର୍ ୨' (War 2) ରେ ଦେଖିବାକୁ ମିଳିଥିଲା, ଯାହାକି ବକ୍ସ ଅଫିସରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା। ବର୍ତ୍ତମାନ ସେ ନିଜର ବହୁ ପ୍ରତୀକ୍ଷିତ ସୁପରହିରୋ ଫିଲ୍ମ 'କ୍ରିସ୍ ୪' (Krrish 4) ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଶେଷ କଥା ହେଉଛି ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ନିଜେ ଦେଉଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ଫିଲ୍ମ 'ଷ୍ଟର୍ମ' (Storm) ମଧ୍ୟ ଆସିବାକୁ ଯାଉଛି। ତେବେ ଆଗାମୀ ଦିନରେ ନିର୍ଦ୍ଦେଶକମାନେ ହ୍ରିତିକଙ୍କ ଇଚ୍ଛା ପୂରଣ କରି ତାଙ୍କୁ ଏକ ନକାରାତ୍ମକ ଭୂମିକାରେ ସୁଯୋଗ ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।
ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଭିନୀତ ‘କ୍ରିସ୍’ ଫ୍ରାଞ୍ଚାଇଜ୍‌ର ଚତୁର୍ଥ ଫିଲ୍ମକୁ ଦର୍ଶକେ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ନୂଆ ନୂଆ ଖବର ମଧ୍ୟ ଆସୁଛି। ଏଥିରେ ଜବରଦସ୍ତ ଆକ୍ସନ୍‌ ସିନ୍‌ ସାଙ୍ଗକୁ ଉଚ୍ଚ କୋଟିର ଗ୍ରାଫିକ୍ସ ରହିବ ବୋଲି ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ପ୍ରିୟଙ୍କାଙ୍କ ସହ ଏଥିରେ ପ୍ରୀତି ଜିନ୍‌ଟା ଓ ରେଖା ମଧ୍ୟ ଦେଖାଯିବେ। ଇତିିମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ଆସିଛି। ‘କ୍ରିସ୍‌-୪’ରେ ହ୍ରିତିକ୍‌ ଟ୍ରିପିଲ ରୋଲରେ ଦେଖାଯିବେ। ସେ ଏଥିରେ ତିନୋଟି ଭିନ୍ନ ଭିନ୍ନ ଭୂମିକାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଯୋଡ଼ି ହେଉଥିବାର ଦେଖାଯିବେ। ତେବେ ଏଥିରେ ହ୍ରିତିକ୍‌ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ। ଏବେ ଏହାର ପ୍ରିପ୍ରଡକ୍ସନ କାମ ଚାଲିଛି। ୨୦୨୬ ଆରମ୍ଭରେ ଏହା ରିଲିଜ୍‌ ହୋଇପାରେ ବୋଲି କୁହାଯାଉଛି। ‘କୋଇ ମିଲଗୟା’ ରିଲିଜ୍‌ ହେବାର ୨୩ ବର୍ଷ ପରେ ‘କ୍ରିସ୍‌-୪’ ରିଲିଜ୍‌ ହେଉଛି।
‘କ୍ରିସ୍-୪’ ଟ୍ରିପିଲ ରୋଲରେ ନଜର ଆସିବେ ହ୍ରିତିକ୍‌ ରୋଶନ
ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ‘କ୍ରିସ୍‌-୪’ ଫିଲ୍ମ ବିଷୟରେ ଘୋଷଣା କରିବା ପରେ ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ହ୍ରିତିକ୍‌ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ଆସିଛି। ଏହାର କାହାଣୀ ଟାଇମ୍‌ ଟ୍ରାଭେଲ ଉପରେ ଆଧାରିତ ହେବ ବୋଲି ଜଣାପଡ଼ିଛି। ଏଥିରେ ହ୍ରିତିକ୍‌ ଟ୍ରିପିଲ ରୋଲରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ପ୍ରୀତି ଜିନ୍‌ଟା ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘କୋଇ ମିଲ ଗୟା’ ଫିଲ୍ମରେ ହ୍ରିତିକ୍‌ ସିଙ୍ଗିଲ୍‌ ରୋଲରେ ଦେଖାଯାଇଥdବାବେଳେ ‘କ୍ରିସ୍’ ଓ ‘କ୍ରିସ୍-୩’ରେ ଡବଲ ରୋଲରେ ନଜର ଆସିଥିଲେ। । ଟାଇମ୍‌ ଟ୍ରାଭେଲ ଉପରେ ଫିଲ୍ମଟି ଆଧାରିତ ହୋଇଥିବାରୁ ଏଥରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣାଗୁଡ଼ିକ ଯୋଡ଼ି ହୋଇଥିବାର ଦେଖିବାକୁ ମିଳିବ। ପ୍ରିୟଙ୍କା ଚୋପ୍ରା ଓ ରେଖା ମଧ୍ୟ ଏଥିରେ ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିବେକ ଓବରୟଙ୍କୁ ଦେଖିବାକୁ ମିଳିବ। ସେ ‘କ୍ରିସ୍-୩’ରେ ଖଳନାୟକ ଭାବେ ଦେଖାଯାଇଥିଲେ। ‘କ୍ରିସ୍‌-୪’ରେ ପୁଣି ଥରେ ହ୍ରିତିକ୍‌ ଓ ବିବେକ ମୁହାଁମୁହିଁ ହେଉଥିବାର ଦେଖାଯିବେ।
‘କ୍ରୀସ୍‌-୪’ରେ ନଜର ଆସିବେ ଶ୍ରଦ୍ଧା !
ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ ୨’ ନିକଟରେ ମୁକ୍ତିଲାଭ କରିଛି। ଶ୍ରଦ୍ଧା ଓ ରାଜ୍‌କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍‌ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଇତିମଧ୍ୟରେ ଶ୍ରଦ୍ଧା ‘କ୍ରୀସ୍-୪’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍‌ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍‌ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଶ୍ରଦ୍ଧା ସୂର୍ଯ୍ୟକିରଣରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍‌ରେ ଲେଖିଥିଲେ, ‘ଯାଦୁ ଭଳି ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି।’ ଏଥିରେ ହ୍ରିତିକ୍‌ ମନ୍ତବ୍ୟ ଦେଇଥିାଲେ,‘ ମୁଁ ତାକୁ କହିଦେଇଛି, ସେ ଆସୁଛି।’ କିନ୍ତୁ ଏନେଇ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ସୁପର୍‌ହିରୋ ଉପରେ ଆଧାରିତ ‘କ୍ରୀସ୍-୪’କୁ ଦର୍ଶକେ ୧୧ ବର୍ଷ ଧରି ଅପେକ୍ଷା କରିଛନ୍ତି। ଏହାର କାହାଣୀ ଲେଖା ହୋଇସାରିଛି। ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।