Jharkhand chief minister Champai Soren - The Sakala
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତି ପୁଣିଥରେ ଉଷ୍ମ ହୋଇଛି। ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଥିଲା । କିନ୍ତୁ ଏହା ସଫଳ ହୋଇନାହିଁ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜେ ଏକ ଦଳ ଗଠନ କରିବେ । ବୁଧବାର ସେ ଟ୍ବିଟ୍ ମାଧ୍ୟମରେ ଏଭଳି ଘୋଷଣା କରିଛନ୍ତି ।
ବିଜେପିରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ । ମାତ୍ର ଏହାସଫଳ ନହେବା ପରେ ସେ ନୂଆ ନିଷ୍ପତ୍ତି ନେଇଛନ୍ତି । ନୂଆ ଦଳ ଗଠନ କରି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ଆମେ ନୂଆ ସାଥୀ ଖୋଜୁଛୁ, ସେମାନଙ୍କ ସହ ଆଗକୁ ବଢ଼ିବୁ ବୋଲି ମଧ୍ୟ କହିଛନ୍ତି ଚମ୍ପାଇ । ଦିଲ୍ଲୀରୁ ଫେରିବା ପରେ ନିଜର ସମର୍ଥକଙ୍କୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ବୋଲି ଚମ୍ପାଇ କହିଛନ୍ତି । ତେବେ ତିନୋଟି ବିକଳ୍ପ ରଖିଥିବା କଥା ପୂର୍ବରୁ କହିଥିଲେ ଚମ୍ପାଇ । ଅନ୍ୟ ଦଳରେ ନମିଶିଲେ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କିନ୍ତୁ ସେ ସନ୍ୟାସ ବଦଳରେ ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଠ କରିଛନ୍ତି । ବୁଧବାର ସକାଳେ ତାଙ୍କ ବାସଭବନକୁ ବହୁ ସମର୍ଥକ ଯାଇ ତାଙ୍କ ସହ ଭେଟିଥିଲେ । ତେବେ ୭ଦିନ ମଧ୍ୟ ସମସ୍ତ କଥା ସ୍ପଷ୍ଠ ହେବ ବୋଲି ଜଣାଇଛନ୍ତି । ଏନଡିଏ ସଂଗଠନ ସହ ଚମ୍ପାଇ ଯୋଡ଼ି ହୋଇ ରହିବେ । କାରଣ ଜିତନରାମ ଏକ ଟ୍ବିଟ କରି ଚମ୍ପାଇଙ୍କୁ ଟ୍ୟାଗ କରିଥିଲେ । ସେ ମଧ୍ୟ ଏହାର ଉତ୍ତର ରଖିଛନ୍ତି ।