Pinky Rajpurohit (ABP News) - The Sakala

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ପ୍ରଶଂସା କରାଯାଇଛି। ଏବିପି ନ୍ୟୁଜର ପ୍ରମୁଖ ସମ୍ବାଦ ଦାତା ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯକୁ ପ୍ରଶଂସା କରିଛନ୍ତି।

इन्हे टीवी पर बयानबाजी या केंद्र के साथ तालमेल पर ड्रामा करते नहीं देखा होगा! ये है ओडिशा के मुख्यमंत्री @Naveen_Odisha. पिछले 48 घंटों में UP, MP , दिल्ली, हरियाणा , महाराष्ट्र, तेलंगाना, आंध्र प्रदेश, अन्य राज्यों में करीब 510 मीट्रिक टन ऑक्सीजन के करीब 29 टैंकर रवाना किए हैं। pic.twitter.com/RwjXpfY5C2

— Pinky Rajpurohit (ABP News) 🇮🇳 (@Madrassan_Pinky) April 26, 2021

ସେ ଟ୍ବିଟରେ ଲେଖିଛନ୍ତି ଯେ, ‘‘ବୈଦ୍ୟୁତିକ ଗଣମାଧ୍ୟମରେ ଅଯଥା ବୟାନବାଜି କିମ୍ବା କେନ୍ଦ୍ର ସହ ତାଳମେଳର ଡ୍ରାମା କରୁଥିବା କେବେବି ନଜର ଆସନ୍ତି ନାହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓ ନୀତିକୁ ସେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି, ସେ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କର ଏହି ଉକ୍ତିକୁ ସେ ନିଜେ ଚରିତାର୍ଥ କରିଛନ୍ତି’’।

ଦେଶରେ ଅକ୍ସିଜେନ ଅଭାବକୁ ନେଇ ବିଭିନ୍ନ ରାଜନୈତିକ ଦଳ ଗଣମାଧ୍ୟମରେ ବୟାନବାଜିରେ ବ୍ୟସ୍ତ ଥିବାବେଳେ ନବୀନ ମାନବିକତା ଦେଖାଇଛନ୍ତି। ଯେଉଁ ରାଜ୍ୟ ଗୁଡ଼ିକ ଅକ୍ସିଜେନ ସଂକଟ ଦେଇ ଗତି କରୁଥିଲେ ସେମାନଙ୍କୁ ନିୟମିତ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଇ ଚାଲିଛନ୍ତି ନବୀନ । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହରିୟାନା ଓ ଅନ୍ୟ ରାଜ୍ୟ ଗୁଡିକୁ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଥିବା ନେଇ ଏବିପି ସମ୍ବାଦଦାତା ନିଜ ଟୁଇଟରରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।