14-day lockdown - The Sakala

ଲକଡାଉନ୍ ସମୟରେ ହ୍ୱାଟସଅପରେ କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ନମ୍ବର ଜାରି
ଭୁବନେଶ୍ୱର: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ । ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ଜାରି କରାଯାଇଛି । ହ୍ବାଟସଅପ ନମ୍ବର ହେଉଛି ୮୮୯୫୩୦୦୯୫୮ ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର: ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ମେ’ ୫ ତାରିଖରୁ ଲାଗୁ ହେବ । ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ ଲାଗି ମତଦାନ ହେବ । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ପିପିଲି ଉପନିର୍ବାଚନକୁ ଅନୁମତି ଦିଆଯାଇଛି । ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ ।

ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, ପୋଲିଂ ଷ୍ଟେସନ, ନିର୍ବାଚନ ସାମଗ୍ରୀ ପରିବହନ ଜାରି ରହିବ । ଭୋଟ୍ ଦିନ ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ଏବଂ ମତଦାତାଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ମତଦାନ କରାଯିବ ।

ଲକଡାଉନ୍ ସମୟରେ କଣ ବନ୍ଦ, କଣ ଖୋଲା ଜାଣନ୍ତୁ…
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ବଳବତ୍ତର ରହିବ । ଲକଡାଉନ୍ ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ୱିକେଣ୍ଡ ସଟଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ ।

ଲକଡାଉନ୍ ସମୟରେ ସାଧାରଣ ପରିବହନ ସେବା ଯେମିତି ବସ୍ ସେବା ବନ୍ଦ ରହିବ । ମେଡିକାଲ ଛଡ଼ା ଅନ୍ୟ କୌଣସି ପରିସ୍ଥିତିରେ ଆନ୍ତଃରାଜ୍ୟ ଯାତାୟତ କରିପାରିବେ ନାହିଁ । ସମସ୍ତ ପ୍ରକାର ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ । ଗାଇଡଲାଇନ୍ ଅନୁସାରେ ମତଦାନ ହୋଇପାରିବ ।

ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବା ସହ ଜଡ଼଼ିତ ସମସ୍ତ ସଂସ୍ଥା ଓ କାର୍ଯ୍ୟାଳୟ ଖୋଲା ରହିବ । ଆରବିଆଇ ଏବଂ ଆରବିଆଇ ଦ୍ୱାରା ପରିଚାଳିତ ଆର୍ଥିକ ସଂସ୍ଥା, ଏଟିଏମ ସେବା, ବ୍ୟାଙ୍କ ଖୋଲା ରହିବ ।

ପେଟ୍ରୋଲ୍ ପମ୍ପ, ଏଲପିଜି ସିଲିଣ୍ଡର କେନ୍ଦ୍ର ଖୋଲା ରହିବ । ପୋଷ୍ଟ ଅଫିସ ଖୋଲା ରହିବ । ଟେଲିକମ୍, ଡିଟିଏଚ୍, ଇଣ୍ଟରନେଟ୍ ସେବାରେ କାର୍ଯ୍ୟରତ ଲୋକଙ୍କୁ ଯାତାୟତ ଅନୁମତି ରହିଛି । ଏହି ସମୟରେ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଅନଲାଇନ୍ ଡେଲିଭରୀ ସେବା ଜାରି ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ । ସମସ୍ତ ପ୍ରକାର ଚାଷକାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପାଞ୍ଚଳ କୋଭିଡ୍ ଗାଇଡଲାଇନ୍ ମାନି କାର୍ଯ୍ୟ କରିବେ ।

ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅନ୍ୟମାନେ ଘରୁ କାର୍ଯ୍ୟ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ହ୍ୟାଣ୍ଡ ସାନିଟାଇଜ୍ ଉପରେ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ମେ ୧୯ ଯାଏଁ ଲକଡାଉନ୍ ଘୋଷଣା
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବ । ଏହି ଲକଡାଉନ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ। ହେଲେ ସମସ୍ତେ କୋଭିଡ ଗାଇଡଲାଇନ ପାଳନ କରି ସବୁକାମ କରିବେ। ଲକଡାଉନ ଅବଧି ମଧ୍ୟରେ ପୂର୍ବ ଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ ।

ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣି ପାରିବେ ।

ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକଡାଉନ୍
କର୍ଣ୍ଣାଟକ: କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ଘୋଷଣା କରିଛନ୍ତି।  ସୋମବାର କ୍ୟାବିନେଟ ବୈଠକ ପରେ ୟେଦିୟୁରପ୍ପା ଏହି ଘେଷଣା କରିଛନ୍ତି। ନିୟମ ନମାନିଲେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି ଦିଆଯିବ। ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ମଧ୍ୟ ରହିବ।

ସେ କହିଛନ୍ତି, “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଅପେକ୍ଷା ସ୍ଥିତି ଖରାପ ରହିଛି।” ରବିବାର ଦିନ ସର୍ବାଧିକ ପଜିଟିଭ ମାମଲା ତାଲିକାରେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଥିଲା।