marriage age - The Sakala

ଇରାକରେ ଝିଅଙ୍କ ବିବାହ ବୟସ ହେବ ୯ ବର୍ଷ !
ବାଗଦାଦ: ଇରାକ ପୁଣିଥରେ ପୁରୁଣା କୁପ୍ରଥାକୁ ଫେରିବାକୁ ଯାଉଛି। ଏହି ଦେଶରେ ଝିଅଙ୍କ ଆଇନଗତ ବିବାହ ବୟସ ୯ ବର୍ଷ ହେବାକୁ ଯାଉଛି। ଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଥିବାବେଳେ ତାହାକୁ ୯ ବର୍ଷକୁ ହ୍ରାସ କରାଯିବ। ଏ ସମ୍ବନ୍ଧିତ ବିଲ୍‌କୁ ଇରାକର ନ୍ୟାୟ ମନ୍ତ୍ରାଳୟ ପ୍ରସ୍ତୁତ କରିଛି। ଏହାକୁ ସଂସଦରେ ଆଗତ କରାଯାଇଛି। ଦେଶର ‘ପର୍ସନାଲ ଷ୍ଟାଟସ୍‌ ଲ’ରେ ସଂଶୋଧନ କରିବାକୁ ଏହି ବିଲ୍‌ ଅଣାଯାଇଛି। ଏହା ମଧ୍ୟ ପାରିବାରିକ ବ୍ୟାପାରରେ ନିଷ୍ପତ୍ତି ନେବା ପାଇଁ ନ୍ୟାୟପାଳିକା କିମ୍ବା ଧାର୍ମିକ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହେବା ଲାଗି ନାଗରିକଙ୍କୁ ଅନୁମତି ପ୍ରଦାନ କରୁଛି। ଏହା ଉତ୍ତାରଧିକାର, ଛାଡ଼ପତ୍ର ଏବଂ ଶିଶୁ ହେପାଜତ ନେବା ମାମଲାରେ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ବିଶେଷଜ୍ଞ କହୁଛନ୍ତି। ଏହି ବିଲ୍‌କୁ ସଚେତନ ନାଗିରକ, ମାନବାଧିକାର ସଂଗଠନ ବିରୋଧ କରୁଛନ୍ତି। ଏହା ମହିଳା ଅଧିକାରର ବିରୋଧୀ ବୋଲି କୁହାଯାଉଛି।