ex MP of Kandhmal - The Sakala

ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ
ଫୁଲବାଣୀ: ବିଜୁ ଜନତା ଦଳର ପୂର୍ବତନ ଫୁଲବାଣୀ ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ଯୁ ଘଟିିଥିବା ଜଣାପଡ଼ିଛି। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ବିୟୋଗ ହୋଇଛି।

ସୂଚନା ଅନୁଯାୟୀ, ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥିସହିତ ସେ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ଫୁଲବାଣୀ NAC  ଚେୟାରମ୍ୟାନ୍ ଓ ୨୦୦୪ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ ଜନ୍ମ ଗ୍ରହଣ କରିଥିଲା ବେଳେ ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ। ପରବର୍ତ୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେଲାଣି ନିଜ ପରିବାର ସହିତ ଭୁବେନେଶ୍ୱର ସ୍ଥିତ ଆର୍ୟ୍ୟପଲ୍ଲୀରେ ରହୁଥିବା ଜଣାପଡିଛି।