Boycott_Paris_Olympic - The Sakala
ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ବିନେଶ ଫୋଗଟଙ୍କ ସହ ପ୍ରତ୍ୟେକ ଭାରତୀୟ ଠିଆ ହୋଇଛନ୍ତି। ବିନେଶ ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ଆସିଛି। ଏହାରି ମଧ୍ୟରେ #Boycott_Paris_Olympic ସୋସିଆଲ ମିଡିଆ ‘ଏକ୍ସ’ରେ’ ଟ୍ରେଣ୍ଡ କରୁଛି।
ସୂଚନା ଅନୁଯାୟୀ, ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଥିଲେ। ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଭିନେଶ ଫୋଗଟ୍ ଡିସ୍‌କ୍ୱାଲିଫାଏଡକୁ ନେଇ ୱାର୍ଲଡ ରେସଲିଂ ମହାସଂଘରେ ପୁନର୍ବିଚାର ପାଇଁ ଆବେଦନ କରିଥିଲା ଭାରତ। ୟୁନାଇଟେଡ୍ ୱାର୍ଲଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ ନେଇ କହିଛନ୍ତି ଯେ, ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ କିଛି କରାଯାଇପାରିବ ନାହିଁ। ।