Burj Khalifa - The Sakala
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ଯୁଦ୍ଧ ମଧ୍ଯ ଆରମ୍ଭ ହୋଇଯାଇଛି। ଏହି ମଧ୍ଯରେ ବିଭିନ୍ନ ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି। ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ କରିଛି। ଏହା ସହ  ‘ଭାରତ ମଜଭୁତ ରୁହ’ (ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ) ବୋଲି ସେଠାରେ ଆଲୋକରେ ଲେଖାଯାଇଥିଲା। ଏହା ସହ ଆବୁ ଧାବିର ନ୍ୟାଶନାଲ ଅଏଲ କମ୍ପାନୀର ମୁଖ୍ୟାଳୟରେ ମଧ୍ୟ ଭାରତୀୟ ପତକା ପ୍ରଦର୍ଶନ କରି ଭାରତ ସାହସ ରଖର ବାର୍ତ୍ତା ଦିଆଯାଇଛି।ଏଭଳି ଜଟିଳ ସମୟରେ ୟୁଏଇର ଦୃଢ ସମର୍ଥନ ପାଇଁ ଭାରତ ୟୁଏଇକୁ ସାଧୁବାଦ ଜଣାଇଛି।
#WATCH | United Arab Emirates: Burj Khalifa lights up with tricolour, to show support to India, amid the prevailing COVID19 situation in the country
(Video source: Embassy of India, Abu Dhabi, UAE) pic.twitter.com/Btk2eLhAzy
— ANI (@ANI) April 25, 2021
ସୂଚନା ଅନୁଯାୟୀ, ଭାରତରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ସାଉଦି ଆରବରୁ ୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଗ୍ୟାସ ଅଣାଯାଉଛି ।